September 25, 2023

Odia Express

News For Public

ଭାଗ୍ୟଶାଳୀ ସ୍ତ୍ରୀ ଓ ପୁରୁଷ ମାନଙ୍କର ରହିଥାଏ ଏହି ଲକ୍ଷଣ ସବୁ – କିନ୍ତୁ ଯଦି ଏହାର ବିପରୀତ ହୁଏ ତେବେ ସାବଧାନ ରୁହନ୍ତୁ ଓ ଏବେ ପଢନ୍ତୁ..

ସାଙ୍ଗ ମାନେ ଆଜି ମୁଁ ଆପଣଙ୍କୁ କହିବି ଯେ ସମୁଦ୍ର ଶାସ୍ତ୍ର ଅନୁସାରେ କଣ ସେ ଶାରୀରିକ ଲକ୍ଷଣ ସ୍ତ୍ରୀ ଓ ପୁରୁଷ ମାନଙ୍କ ପାଖରେ ଅଛି ଯାହା ଦ୍ଵାରା ଆମେ ସେ ବ୍ୟକ୍ତି ର ସ୍ଵଭାବ ଓ ବ୍ୟକ୍ତିତ୍ୱ ଜାଣି ପାରିବା।ଓ ତାହାର ଭାଗ୍ୟ କେତେ ଭଲ ତାହା ଜାଣି ପାରିବା।ଏଥିରେ ଯେଉଁ ପ୍ରଥମ ଲକ୍ଷଣ ଅଛି ତାହା ହେଉଛି ପୁରୁଷ ବା ସ୍ତ୍ରୀ ର ମଥା।ଆପଣକଂ ମଥା ଚଉଡ଼ା ହେବା ଦରକାର।ଯଦି ଆପଣଙ୍କ ଚାରି ଆଙ୍ଗୁଠି ଆପଣକଂ ମଥା କୁ ଖୁବ ସହଜରେ ଛୁଁଚି ତ ଏହା ବହୁତ୍ ଶୁଭ ଲକ୍ଷଣ ଅଟେ।ଯାହାର ଛୋଟ ମଥା ସେମାନେ ନିଜ ନିଷ୍ପତି ଠିକ ଭାବେ ନେଇ ପାରନ୍ତି ନାହିଁ।ଏହାକୁ ଶୁଭ ଭାବେ ଧରା ଯାଏ ନାହି।

ଯେଉଁ ମାନଙ୍କ ମଥାରେ କିଛି ଚିହ୍ନ ରହିଛି ସେମାନେ ବହୁତ୍ ବଦ୍ ରାଗି ହେବେ।ଏମାନେ ସ୍ୱାର୍ଥପର ହେବେ ଓ ଛୋଟ ଛୋଟ କଥାରେ ରାଗି ଯିବେ।କାରଣ ଏହା କି ଏମାନଙ୍କ ମଙ୍ଗଳ ଦୂଷିତ ଅଟେ। ଏମାନଙ୍କ ବୈବାହିକ ଜୀବନ ବହୁତ୍ ବାଧା ପୂର୍ଣ୍ଣ ହେବ।

ଯଦି କୌଣସି ବ୍ୟକ୍ତିର ଝାଳରୁ ବହୁତ୍ ଦୁର୍ଗନ୍ଧ ଆସୁଚି ବା ତାଙ୍କ ଶରୀରରେ ବହୁତ୍ ବାଳ ରହିଛି ତ ଏମାନଙ୍କ ଶନି ଦୂଷିତ ଅଟେ।ଏମାନଙ୍କ ଚରିତ୍ର ଠିକ ରହିବ ନାହିଁ।ଏମାନେ କୌଣସି କାମକୁ ପୁରା କରି ପାରିବେ ନାହିଁ।ଏମାନେ ନିଶାଚର ପ୍ରବୃତ୍ତି ର ହେବେ।

ଯେଉଁ ବି ପୁରୁଷ ବା ନାରୀର ସ୍ୱର୍ ସ୍ପଷ୍ଟ ଓ ମଜବୁତ୍ ହେବ ସେମାନେ ଭରସା ଯୋଗ୍ୟ ଅଟନ୍ତି।ଏମାନେ ପ୍ରତୈକ କ୍ଷେତ୍ର ରେ ସଫଳ ହେବେ।ଚାକିରୀ ହେଉ କି ପାଠ ପଢା କି ବ୍ୟାପାର ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇବେ।ଏମାନେ ସର୍ବଦା ଅନ୍ୟ ମାନଙ୍କ ସାହାଯ୍ୟ କରିବା ପାଇଁ ତତ୍ପର ଥାଆନ୍ତି।

ଯେଉଁ ବି ପୁରୁଷ କିମ୍ବା ନାରୀର ହାତ ରେଖା ଶନି ପର୍ବତ ବା ସୂର୍ଯ୍ୟ ପର୍ବତ କୁ ଟପିଯାଏ ତ ତା ଜୀବନରେ ବହୁତ୍ କଷ୍ଟ ଆସିବ।ସେ ଯେତେ ଧନ ସମ୍ପଦ ଅର୍ଜିଲେ ବି ତାକୁ ଅଣ୍ଟିବ ନାହିଁ।ଯଦି କାହାର ସୂର୍ଯ୍ୟ ରେଖା ଦୂଷିତ ତେବେ ତାହା ବିଲକୁଲ ଅଶୁଭ ଅଟେ।

ଯେଉଁ ମାନେ ଚାଲିବା ସମୟରେ ଅଧିକ ଶବ୍ଦ କରିଥାନ୍ତି ତାହା ଅଶୁଭ ହୋଇଥାଏ। ଚାଲିବା ସାମନ୍ୟ ହେବା ଆବଶ୍ୟକ ଓ ତାହା ଶବ୍ଦ କରିବା ଉଚିତ ନୁହେଁ।ଏପରି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ।

ଏହାପରେ ଆସେ ଆଖି।ଆଖିରେ କୌଣସି କ୍ଷତ ନଥିବା ଦରକାର।ଆଖିରେ ଏକ ଚମକ ରହିବା ଦରକାର।ଆଖି ଶୁଖିଲା ନା ହୋଇଥିବା ଆବଶ୍ୟକ।ଯେଉଁ ମାନେ ଆଖି ମିଳାଇ କରି କଥା କହିଥାନ୍ତି ସେମାନେ ଭରସା ଯୋଗ୍ୟ ଅଟନ୍ତି।

ଯେଉଁ ମାନେ ନିଜ ନଖ ଚୋବାଇ ଥାଆନ୍ତି ସେମାନେ ସିଧା ସିଧା ନିଜ ଦୁର୍ଭାଗ୍ୟ କୁ ଆମନ୍ତ୍ରଣ କରିଥାନ୍ତି।ଏମାନେ କୁଣ୍ଠିତ ପ୍ରବୃତ୍ତି ର ହୋଇଥାନ୍ତି।ଯେଉଁ ମାନଙ୍କ ନଖରେ ଚମକ୍ ଥିବ ସେମାନେ ବହୁତ୍ ଭାଗ୍ୟ ଶାଳୀ ରହିବେ।

Leave a Reply

Your email address will not be published. Required fields are marked *