June 20, 2024

Odia Express

Here, There and Everywhere

ବାଛନ୍ତୁ କୌଣସି ଏକ ଇମୋଜି ଏବଂ ଜାଣନ୍ତୁ ସେ ଆପଣଙ୍କୁ କାହିଁକି କରନ୍ତି ପସନ୍ଦ…

ଆଜି ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।ଆଜି ଆମେ ଇମୋଜି ଜରିଆରେ ଜାଣିବା ସେ ଆପଣଙ୍କୁ କାହିଁକି ପସନ୍ଦ କରନ୍ତି।କୁହାଯାଏକି ମଣିଷର ପସନ୍ଦ କିମ୍ବା ନାପସନ୍ଦ ତାର ବ୍ୟକ୍ତିତ୍ୱ ଅଥବା ସ୍ଵଭାଵର ଆଇନ ହୋଇଥାଏ।କାହାର ପସନ୍ଦ ତାର ଜୀବନ ଏବଂ ସ୍ଵଭାଵ ସହ ଯୋଡି ହୋଇଥିବା କିଛି ଲୁଚିଥିବା ରହସ୍ୟ ବିଷୟରେ କହିଥାଏ।ଆଜି ଏଥିରେ ଆମେ ଆପଣଙ୍କୁ ୪ଟି ଅଲଗା ଅଲଗା ଇମୋଜି ଦେଖେଇବୁ ଯାହାମଧ୍ୟରୁ ଆପଣଙ୍କୁ ନିଜ ପସନ୍ଦର ଗୋଟେ ଇମୋଜି ବାଛିବେ।ଏଥିପାଇଁ ଆମେ ଅପଣଙ୍କୁ ୫ ସେକେଣ୍ଡ ସମୟ ଦେବୁ।ତାପରେ ଆମେ ଆପଣ ବାଛିଥିବା ଇମୋଜିରୁ କହିବୁ କି ସେ ଆପଣଙ୍କୁ କାହିଁକି ପସନ୍ଦ କରନ୍ତି।ଏହା ଏକ ନୂଆ ଧରଣର ବିଷୟ ଅଟେ।ଯାହା ଫଳରେ ଆପଣ କିଛି ଜାଣିବାରେ ସହାୟକ ହେବେ।

ଏହି ସବୁ ଜିନିଷ ବହୁତ ଲାଭଦାୟକ ଅଟେ।ଏହା ଆପଣଂକୁ ବିଭିନ୍ନ ଦିଗରେ ସହାୟକ ହେବ।ଏହା ଦ୍ଵାରା ସମସ୍ତେ କିଛି ନା କିଛି ମଧ୍ୟ ଜାଣିବାରେ ସକ୍ଷମ ହେବେ।ତେବେ ବିଶେଷ ସମୟ ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଏବଂ ଜାଣିବା ଆପଣଙ୍କ ବିଷୟରେ।

ବାଛନ୍ତୁ କୌଣସି ଗୋଟେ ଇମୋଜି।

ସର୍ବପ୍ରଥମେ ଆମେ କଥା ହେବା ତାଙ୍କ ବିଷୟରେ ଯିଏ ପ୍ରଥମ ଇମୋଜି ବାଛିଛନ୍ତି।ଯଦି ଆପଣ ପ୍ରଥମ ଇମୋଜି ବାଛିଛନ୍ତି ତାହେଲେ ସେ ଆପଣଙ୍କୁ ସେଥିପାଇଁ ପସନ୍ଦ କରନ୍ତି କାରଣ ତାଙ୍କୁ ଆପଣଙ୍କ ଷ୍ଟାଇଲ ବହୁତ ପସନ୍ଦ ହୋଇଥାଏ।ଏମାନେ ସମସ୍ତଠୁ ଟିକେ ଅଲଗା ଧରଣର ହୋଇଥାନ୍ତି।

ଏବେ ଆମେ କଥା ହେବା ତାଙ୍କ ବିଷୟରେ ଯିଏ ଦ୍ୱିତୀୟ ଇମୋଜି ବାଛିଛନ୍ତି।ଯଦି ଆପଣ ଦ୍ୱିତୀୟ ଇମୋଜି ବାଛିଛନ୍ତି ତାହେଲେ ତାଙ୍କୁ ଆପଣଙ୍କ ଆଖି ବହୁତ ପସନ୍ଦ ଅଟେ।ସେଥିପାଇଁ ସେ ଆପଣଙ୍କୁ ବହୁତ ପସନ୍ଦ କରିଥାନ୍ତି।

ଏବେ କଥା ହେବା ଯେଉଁମାନେ ତୃତୀୟ ଇମୋଜି ବାଛିଛନ୍ତି।ଯଦି ଆପଣ ତୃତୀୟ ଇମୋଜି ବାଛିଛନ୍ତି ତାହେଲେ ସେ ଆପଣଙ୍କୁ ଏଥିପାଇଁ ପସନ୍ଦ କରନ୍ତି କାରଣ ତାଙ୍କୁ ଆପଣଙ୍କ ସ୍ମାର୍ଟନେସ ବହୁତ ପସନ୍ଦ ହୋଇଥାଏ।ଆପଣ ବହୁତ ସ୍ମାର୍ଟ ଅଟନ୍ତି।ସମସ୍ତେ ଆପଣଙ୍କୁ ଦେଖି ଭାବନ୍ତି ଯେ ଆପଣ ସାଧାରଣ ଟିକେ ଅଲଗା ପ୍ରକାରର ପିଲା ଅଟ।

ଏବେ କଥା ହେବା ତାଙ୍କ ବିଷୟରେ ଯିଏ ଚତୁର୍ଥ ନମ୍ବର ଇମୋଜି ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ଚତୁର୍ଥ ନମ୍ବର ଇମୋଜି ତାହେଲେ ସେ ଆପଣଙ୍କୁ ନିଜର ପଜିଟିଭ ଭାବନା ଏବଂ ବନ୍ଧୁତ୍ୱ ସ୍ଵଭାଵ ପାଇଁ ପସନ୍ଦ କରିଥାନ୍ତି।ଏମାନେ ବହୁତ ପରିଶ୍ରମି ପ୍ରକାରର ଥାଆନ୍ତି।

ସାଙ୍ଗମାନେ ଯଦି ଆପଣଙ୍କୁ ଆମ ଦ୍ୱାରା ଦିଆ ଯାଇଥିବା ଏହିସବୁ ତଥ୍ୟ ପସନ୍ଦ ଆସିଥାଏ ତାହେଲେ ଏହାକୁ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର କରନ୍ତୁ।ଆମେ ଏମିତି ନୂଆ ନୂଆ ବିଷୟବସ୍ତୁ ଆପଣଙ୍କ ପାଇଁ ନେଇକି ଆସିବାରେ ସହାୟକ ହେବୁ।ଆପଣ କେଉଁ ଇମୋଜି ବାଛିଥିଲେ ଆମକୁ ନିଶ୍ଚିତ ଭାବେ ଜଣାଇବେ।

Leave a Reply

Your email address will not be published. Required fields are marked *