February 28, 2024

Odia Express

News For Public

ଆଗାମୀ ୩୦ ଦିନରେ କରନ୍ତୁ ଏହି ୮ଟି କାମ।ଆପଣଙ୍କୁ ମିଳିବ ଆପଣଙ୍କ ଭାଗ୍ୟର ସାଥ ଓ ଆପଣଙ୍କ ଭାଗ୍ୟ ଚମକିବ..

ଆମ ପୃଥିବୀରେ ବହୁତ ପ୍ରକାର ଲୋକ ରହୁଛନ୍ତି।ସେମାନଙ୍କର ସବୁ ଇଷ୍ଟ ଦେବା ଦେବୀ ମଧ୍ୟ ଆମ ଦୁନିଆରେ ବାସ କରୁଛନ୍ତି।ସବୁ ଲୋକ ସବୁ ଭଗବାନଙ୍କୁ ନିଜର ଇଷ୍ଟ ଭାବେ ବାଛି ନଥାନ୍ତି।ସେମାନେ ନିଜର କିଛି ଉପଯୋଗୀ ପାଇଁ କିଛି ଭଗବାନଙ୍କୁ ମାନିଥାନ୍ତି।ବହୁତ ଲୋକ ବହୁତ ଭଗବାନଙ୍କୁ ମାନିଥାନ୍ତି ସେମାନଙ୍କ ମାନିବା ଅନୁସାରେ ସେମାନେ ତାଙ୍କ ଇଷ୍ଟ ଦେବା ଦେବୀଙ୍କୁ ସେହିଭଳି ପୂଜା କରିଥାନ୍ତି।ସେଥିମଧ୍ୟରୁ କିଛି ମାସରେ କିଛି ପର୍ବ ଦେଇଥାନ୍ତି ଓ କିଛି ମାସରେ କିଛି ଖାଦ୍ୟକୁ ମଧ୍ୟ ଖାଇନଥାନ୍ତି।ଯାହା ମଧ୍ୟ ଦେଇ ସେମାନେ ନିଜର ଇଷ୍ଟ ଦେବଦେବୀଙ୍କୁ ସନ୍ତୁଷ୍ଟ କରାଇବାପାଇ ଚେଷ୍ଟା କରିଥାନ୍ତି।

ଅନ୍ୟ କିଛି ଲୋକ ମଧ୍ୟ ଉପବାସ ରଖିଥାନ୍ତି ଯାହାକି ସେମାନେ ନିଜର ପ୍ରଭୁଙ୍କୁ ସନ୍ତୁଷ୍ଟ କରାଇବା ପାଇଁ କରିଥାନ୍ତି।ସେହିଭଳି ଭାଗବନ ବିଷ୍ଣୁଙ୍କର ବହୁତ ଭକ୍ତ ଆମ ପୃଥିବୀରେ ରହିଥାନ୍ତି।ସବୁ ମସିହାର ୧୮ସେପ୍ଟେମ୍ବର ପରେ ଅଧୁକ ମାସ ବା ପୁରୁଷୋତ୍ତମ ମାସ ଆରମ୍ଭ ହେଉଛି।ଏହି ମାସରେ ଖାସ କରି ବିଷ୍ଣୁଙ୍କ ଭକ୍ତ ମନେ ତତ୍ପର ହୋଇଉଠନ୍ତି।ଏହି ମାସ ମଧ୍ୟ ବିଷ୍ଣୁଙ୍କ ପୂଜା ପାଇଁ ଉପଯୋଗୀ ଅଟେ।

କ୍ଷୀରକୁ ଭୋଗ ଆକାରରେ ପ୍ରଦାନ କରନ୍ତୁ।ଏହି ମାସରେ ଆପଣଙ୍କୁ କ୍ଷୀର ସହ ଅନ୍ୟ କିଛି ମିଶାଇ ବିଷ୍ଣୁଙ୍କ ପାଖରେ ଭୋଗ କରିବାକୁ ହୁଏ।ଆପଣଙ୍କୁ ୨ଟି ଅକଦଶୀରେ ଏହିପରି କାର୍ଯ୍ୟ କରିବାକୁ ପଡିବ।ଆଉ ମନେରଖନ୍ତୁ ଏହାକୁ ଭୋଗ ଦବା ସମୟରେ ସେଥିରେ ତୁଳସୀ ପତ୍ର ପକାଇବାକୁ ବିଲକୁଲ ଭୁଲନ୍ତୁ ନାହିଁ।

ଏହି ସବୁ ଜିନିଷର ଦାନ କରନ୍ତୁ।ଏହି ସମୟରେ ଆପଣ ପ୍ରଭୁଙ୍କୁ ପିଲା ରଙ୍ଗର ବସ୍ତ୍ର ପିନ୍ଧିବାକୁ ଦିଅନ୍ତୁ କାରଣ ପ୍ରଭୁ ବିଷ୍ଣୁଙ୍କ ଅନ୍ୟ ନାମ ପିତାମ୍ବର।ଏହି ବସ୍ତ୍ରକୁ ପ୍ରଭୁଙ୍କୁ ଦେଇ ଅନ୍ୟ ଗରିବ ଲୋକମାନଙ୍କୁ ଦାନ କରନ୍ତୁ ଓ ନଚେତ ଏହି ବସ୍ତ୍ରକୁ ସେହି ମନ୍ଦିରରେ ଦାନ କରନ୍ତୁ।

ଏହାପରେ ତୁଳସୀର ପୂଜା କରନ୍ତୁ।ଘରେ ଥିବା ତୁଳସୀ ପତ୍ର ଆଗରେ ଗାଈର ଘିଅରେ ଦୀପ ଜଳାନ୍ତୁ ଓ ଏହାପରେ ଏହା ଚାରିପଟେ ୧୧ଥର ପରିକ୍ରମ କରନ୍ତୁ।କୁହାଯାଏ ଏହିପରି ଏହି ଦିନଗୁଡିକରେ କଲେ ପରିବାରର ସବୁ ଦୁଃଖକଷ୍ଟ ଦୂର ହୋଇଯାଏ।

ଭାଗବନଙ୍କ ଅଭିଷେକ କରନ୍ତୁ।ଏହି ମାସରେ ଅର୍ଥାତ ପରୁଷୋତ୍ତମ ମାସରେ ଗାଈର ଖୀରର ପ୍ରଭୁଙ୍କୁ ଗାଧୋଇଦିଅନ୍ତୁ ଓ ଏହାପରେ ତୁଳସୀ ପତ୍ର ଧରି ଅଅଁ ନମଃ ଭାଗବତେ ବସୁଦେବୟ ନମଃ ଜପ କରନ୍ତୁ।

ବର ଗଛର ପୂଜା କରନ୍ତୁ।କୁହାଯାଏ ବରଗଛରେ ସାକ୍ଷାତ ବିଷ୍ଣୁ ବାସ କରନ୍ତି ତେଣୁ ଏହିମାସ ର ପ୍ରତି ଶନିବାର ଦିନ ଆପଣ ଏହା ମୂଳରେ ଜଳ ଅର୍ପଣ କରନ୍ତୁ ଓ ଏହା ସହ ଗାଈର ଘିଅରେ ଗୋଟେ ଦୀପ ଜଳାନ୍ତୁ।

ଏହି ପୁରୁଷୋତ୍ତମ ମାସରେ ଆପଣ ପ୍ରାତଃ ସମୟରେ ଉଠିଯାନ୍ତୁ ଓ ସୂର୍ଯ୍ୟ ବୁଡ଼ିଲା ବେଳେ ସେହି ଦିଗକୁ ଅନାଇ ଜଳ ଅର୍ପଣ କରନ୍ତୁ ଏହି ସମୟରେ ପିଲା ରଙ୍ଗର ଫୁଲ ମଧ୍ୟ ଅର୍ପଣ କରନ୍ତୁ।ଏହା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୁଏ।

ଶଙ୍ଖର ପୂଜା।ଏହି ମାସରେ ଦଖିନାବର୍ତ୍ତି ଶଙ୍ଖର ପୂଜା ନିହାତି କରନ୍ତୁ।ଏହା କରିବା ଦ୍ୱାରା ଖାଲି ବିଷ୍ଣୁ ନୁହଁ ମାତା ଲଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ଓ ଏହା ସହ ସନ୍ଧ୍ୟାରେ ଭାଗବତ ପଢନ୍ତୁ।

କନ୍ୟା ଭୋଜନ କରାନ୍ତୁ।ଯଦି ଆପଣ ନିଜର କର୍ମ କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଛନ୍ତି ତାହେଲେ ଅଧିକ ମାସ ବା ପୁରୁଷୋତ୍ତମ ମାସରେ କନ୍ୟା ମାନଙ୍କୁ ଘରକୁ ଡାକି କିଛି ଭୋଜନ ପ୍ରଦାନ କରନ୍ତୁ।ଏଥିରେ ମାତା ଲଷ୍ମୀ ଓ ଭାଗବନ ବିଷ୍ଣୁଙ୍କ ଆଶୀର୍ବାଦ ପାଇଁ ଆପଣ ନିଜ କର୍ମ କ୍ଷେତ୍ରରେ ଆଗେଇଚାଲିବେ।

Leave a Reply

Your email address will not be published. Required fields are marked *