February 26, 2024

Odia Express

News For Public

ବାଛନ୍ତୁ ନିଜର ଓ ନିଜ ପଡ଼ୋଶୀଙ୍କର ଜନ୍ମ ତାରିଖ ଆଉ ଜାଣନ୍ତୁ କିଛି ଚମତ୍କାର କଥା…

ସମସ୍ତ ଲୋକ ଯେତେବେଳେ ଜନ୍ମ ହୋଇଥାନ୍ତି ସେମାନଙ୍କୁ ନେଇ ସେମାନଙ୍କର ଏକ କୁଣ୍ଡଳୀ ପ୍ରତିଷ୍ଠିତ ହୋଇଥାଏ ଓ କେତେକ କ୍ଷେତ୍ରରେ ଜାତକ ମଧ୍ୟ କାର୍ଯ୍ୟରତ ହୋଇଥାଏ।ଆପଣ ମନେ ଜାଣି ରଖିବା ଉଚିତ କି ନିଜ ଜନ୍ମ ବର୍ଷ ନିଜ ଉପରେ କିପରି ଭାବେ ପ୍ରଭାବ ପକାଇଥାଏ।ଏହା କିପରି ଭାବରେ ଆମକୁ ବଂଚିବାରେ ସାହାଯ୍ୟ କରେ ଓ ଆମର ଜୀବନ ଜୀବିକରେ ମୁଖ୍ୟ ଭୂମିକା ଗ୍ରହଣ କରେ।ଯଦି ଆପଣଙ୍କ ଜନ୍ମ ୧୯୮୦ ମସିହା ପରେ ହୋଇଛି ତାହେଲେ ଆମେ ଏହି ଆର୍ଟିକିଲରେ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ।ଏହାକୁ ଜାଣି ଆପଣ ନିଜେ ଓ ନିଜ ପଡ଼ୋଶୀଙ୍କ ବିଷୟରେ କିଛି ଜାଣିପାରିବେ।

ଯେଉଁ ବ୍ୟକ୍ତିଙ୍କ ଜନ୍ମ ୧୯୮୦ରେ ହୋଇଛି ସେମାନେ ବହୁତ ଦୟାଳୁ ଓ କୃପାଳୁ ହୋଇଥାନ୍ତି।ଏମାନେ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା କରିଥାନ୍ତି।ଏମାନେ ନିଜ ସାଙ୍ଗମାନଙ୍କୁ ବହୁତ ଭଲପାନ୍ତି।

ଯେଉଁ ବ୍ୟକ୍ତି ୧୯୮୧ ମସିହାରେ ଜନ୍ମ ନେଇଥାନ୍ତି ସେମାନେ ଏକ ପ୍ରକାର ଜିଦିଆ ମଣିଷ ହୋଇଥାନ୍ତି ଯାହା ଭାବନ୍ତି ତାକୁ କାର୍ଯ୍ୟରେ ରୂପାନ୍ତର କରିଥାନ୍ତି।

ଯେଉଁ ବ୍ୟକ୍ତି ୧୯୮୨ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁତ ସ୍ନେହୀ ଓ କୃପାଳୁ ହୋଇଥାନ୍ତି।ସେମାନେ ଯେଉଁ ଲୋକଙ୍କୁ ସବୁଠାରୁ ଅଧିକ ଭଲପନ୍ତି ସେମାନଙ୍କ ପାଇଁ କିଛି ବି କରିପାରନ୍ତି।ଏହି ଗୁଣ ତାଙ୍କୁ ସମସ୍ତଙ୍କଠୁ ଅଧିକ ଅଲଗା କରାଇଥାଏ।

ଯେଉଁ ବ୍ୟକ୍ତି ୧୯୮୩ରେ ଜନ୍ମ ହୋଇଥାନ୍ତି ସେମାନେ ଅତି ସହଜରେ ସମସ୍ତଙ୍କ ସହ ମିଶିଯାନ୍ତି ଓ ସେମାନଙ୍କୁ ଏହି କଥା ଜାଣିବା ଉଚିତ କି ସମସ୍ତେ ଭଲ ଲୋକ ନୁହନ୍ତି।ଏହି କଥାକୁ ସତର୍କ ସହ ମାନି ଚାଲିବାକୁ ପଡିବ।

ଯେଉଁ ବ୍ୟକ୍ତି ୧୯୮୪ରେ ଜନ୍ମ ହୋଇଥାନ୍ତି ସେମାନେ ସବୁଠାରୁ ଅଲଗା ହୋଇଥାନ୍ତି।ଏମାନେ ନିଜ ସାଙ୍ଗମାନଙ୍କ ମଧ୍ୟରେ ବହୁତ ଭଲଭାବେ ମିଶିଯାନ୍ତି।ଏମାନଙ୍କୁ ନିଜ ଭାଷା ଓ କଥାବର୍ତ୍ତା କୁ ସମ୍ଭାଳିବାକୁ ପଡିପାରେ ନଚେତ ଏମାନଙ୍କ କଥା ବହୁତ ଜଣଙ୍କୁ ବାଧିପାରେ।

ଯେଉଁମାନେ ୧୯୮୫ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ କାହା କଥା ଶୁଣନ୍ତି ନାହିଁ।ଯାହା ସେମାନଙ୍କୁ ଭଲ ଲାଗେ ସେମାନେ ସେହି କାର୍ଯ୍ୟକୁ କରିଥାନ୍ତି।

ଯେଉଁମାନେ ୧୯୮୬ରେ ଜନ୍ମ ନେଇଥାନ୍ତି ସେମାନଙ୍କ ଚିନ୍ତାଧାରା ସବୁଠୁ ଶ୍ରେଷ୍ଠ ଓ ଅଲଗା ଅଟେ।ସେମାନଙ୍କୁ ଯାହା ଭଲ ଲାଗିଥାଏ ସେମାନେ ତାହାକୁ କରିଥାନ୍ତି।

ଯେଉଁମାନେ ୧୯୮୭ରେ ଜନ୍ମ ନେଇଥାନ୍ତି।ସେମାନେ ନିଜର ପ୍ରେମ ଉପରେ ବହୁତ ଭରସା କରିଥାନ୍ତି।ଏମାନେ ଯାହାକୁ ଭଲ ପାନ୍ତି ତାଙ୍କ କଥାକୁ ମାନି ବାଟ ଚାଲିଥାନ୍ତି।

ଯେଉଁମାନେ ୧୯୮୮ରେ ଜନ୍ମ ନେଇଥାନ୍ତି ସେମାନେ ବହୁତ ମଜାଦାୟକ ଲୋକ ହୋଇଥାନ୍ତି ସବୁବେଳେ ମଜା ମସ୍ତିରେ ମତିଥାନ୍ତି।ସେମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି।

ଯେଉଁମାନେ ୧୯୮୯ରେ ଜନ୍ମ ନେଇଥାନ୍ତି ସେମାନେ ବହୁତ ଦୃଢ଼ ବିଶ୍ୱାସୀ ହୋଇଥାନ୍ତି ଏମାନେ କାହାର ନୀତିବାଣୀକୁ ଶୁଣିନଥାନ୍ତି ନିଜକୁ ଯାହା ଭଲ ଲାଗେ ସେଇ କାର୍ଯ୍ୟକୁ କରିଥାନ୍ତି।

ଯେଉଁମାନେ ୧୯୯୦ରେ ଜନ୍ମ ନେଇଥାନ୍ତି ସେମାନେ ନିଜର ଭାବନା ଉପରେ କାବୁ ରଖିବା ଉଚିତ କାହିଁକିନା ଏହି କାରଣ ଯୋଗୁ ସେମାନେ ବହୁତ ସମୟରେ ପଛକୁ ଫେରିଯାନ୍ତି।

ଯେଉଁମାନେ ୧୯୯୧ରେ ଜନ୍ମିତ ହୋଇଥାନ୍ତି ସେମାନେ ବହୁତ ରଚନାତ୍ମକ ହୋଇଥାନ୍ତି।ସମସ୍ତଙ୍କ ବିଚାରକୁ ସେମାନେ ଭଲଭାବେ ଶୁଣିଥାନ୍ତି ଓ ଏହାପରେ କାର୍ଯ୍ୟ କରିଥାନ୍ତି।

ଯେଉଁମାନେ ୧୯୯୨ରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମଧ୍ୟରେ ଏକ ଗଭୀର ଶକ୍ତି ରହିଥାଏ।ଏମାନେ ସାଧାରଣତଃ ନେତୃତ୍ୱ ନବାକୁ ଭଲପାନ୍ତି।

ଯେଉଁମାନେ ୧୯୯୩ରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୁଣ୍ଡ ବହୁତ ତେଜ ହୋଇଥାଏ।ଏମାନେ ସମସ୍ତଙ୍କ କଥାକୁ ବିଚାର କରି ଓ ଏହାପରେ ପରଖି କାର୍ଯ୍ୟକୁ ସମ୍ପାଦନ କରିଥାନ୍ତି ଯାହା ବହୁତ ଭଲ ଅଟେ।

ଯେଉଁମାନେ ୧୯୯୪ରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ଭଲ ପ୍ରେମୀ ହୋଇଥାନ୍ତି।ଏମାନଙ୍କ ପାଖରେ କେଉଁ ଶକ୍ତି ରହିଥାଏ ଯେଉଁଥିପାଇଁ ସବୁ ଲୋକ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।ଯାହା ସବୁଠାରୁ ଭଲ ଗୁଣ ବୋଲି ବିବେଚିତ ହୁଏ।

ଯେଉଁମାନେ ୧୯୯୫ରେ ଜନ୍ମ ନେଇଥାନ୍ତି ସେମାନେ ବହୁତ ସକାରାତ୍ମକ ଚିନ୍ତାଧାରୀ ହୋଇଥାନ୍ତି।କାହା ଉପରେ ଅଟେ ସହଜରେ ବିଶ୍ୱାସ କରନ୍ତି ନାହିଁ।ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।ଯାହା ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ।

ଯେଉଁମନେ ୧୯୯୬ରେ ଜନ୍ମ ହୋଇଥାନ୍ତି ସେମନେ ଜଣେ ଜଣେ ପ୍ରକୃତି ପ୍ରେମୀ ହୋଇଥାନ୍ତି।ଦୁନିଆର ସମସ୍ତ ଜିନିଷକୁ ପାଇବାର ଅଭିଳାଷ ରଖିଥାନ୍ତି ଏଥିପାଇଁ ମଧ୍ୟ ଏମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି।

ଯେଉଁମାନେ ୧୯୯୭ରେ ଜନ୍ମ ହୋଇଥାନ୍ତି ସେମାନେ ଯାହାକୁ ଅଧିକ ଭଲ ପାଇଥାନ୍ତି ସେମାନେ ତାହା ପ୍ରତି ସବୁବେଳେ ସମର୍ପିତ ରହିଥାନ୍ତି।କିଛି ଜିନିଷକୁ ସଂଗେ ସଂଗେ ବିଚାର କରନ୍ତି ନାହିଁ ଏମାନେ ଭାବିଚିନ୍ତି ସବୁ ଜିନିଷକୁ ବିଚାର କରନ୍ତି।

ଯେଉଁମାନେ ୧୯୯୮ରେ ଜନ୍ମିତ ସେମାନେ ବହୁତ ରଚନାତ୍ମକ,ବୁଦ୍ଧିମାନ ହୋଇଥାନ୍ତି।ଲୋକମାନେ ଏମାନଙ୍କୁ ବହୁତ ଭଲପାନ୍ତି ଓ ଆଦର ମଧ୍ୟ କରିଥାନ୍ତି।

ଯେଉଁମନେ ୧୯୯୯ରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି ଲୋକମାନେ ଆପଣମାନଙ୍କୁ ବହୁତ ଭଲପାଆନ୍ତି।ଆପଣମାନଙ୍କ ବିଚାରଧାରା ଉଚ୍ଚକୋଟୀର ହୋଇଥାଏ।

ଯେଉଁମନେ ୨୦୦୦ରେ ଜନ୍ମିତ ହୋଇଥାନ୍ତି ଏମାନେ ବହୁତ ଦୃଢ଼ ବିଶ୍ୱାସୀ ହୋଇଥାନ୍ତି।ଏମାନେ ସେହି ଲୋକମାନଙ୍କୁ ସବୁବେଳେ ଘୃଣା କରନ୍ତି ଯିଏ ଅମାନଙ୍କୁ ମିଛ କହି କାର୍ଯ୍ୟ ହାସଲ କରିଥାନ୍ତି।

Leave a Reply

Your email address will not be published. Required fields are marked *