October 2, 2023

Odia Express

News For Public

ଏପରି ହୋଇଥାନ୍ତି ଡିସେମ୍ବର ମାସରେ ଜନ୍ମ ହୋଇଥିବା ଲୋକ – ଏମାନଙ୍କ ବିଶେଷ୍ୟତ ଜାଣିଲେ ଆପଣ ଅମଧ୍ୟ ଆଶ୍ଚର୍ଯ୍ୟ ହେବେ..

ନମସ୍କାର ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ କିଛି ବିଶେଷ ତଥ୍ୟ ବିଷୟରେ ଜଣାଇବୁ।ସାଙ୍ଗମାନେ ଜୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଜନ୍ମ କିଛି ନିଶ୍ଚିତ ସମୟ, ମୁହୂର୍ତ୍ତ, ତିଥି, ମାସ ଏବଂ ବର୍ଷରେ ହୋଇଥାଏ।ଏବଂ ସେହି ସବୁ ବିଶେଷ ସମୟର ଅଲଗା ଅଲଗା ମହତ୍ୱ ଥାଏ।ଏହାର ପ୍ରଭାବ ସମୟ ଅନୁସାରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଉପରେ ପଡିଥାଏ।ମନୁଷ୍ୟର ଭଲ ଗୁଣ, ଖରାପ ଗୁଣ,ବ୍ୟକ୍ତିତ୍ୱ ଏହି କାରକ ଦ୍ୱାରା ପ୍ରଭାଭିତ ହୋଇଥାଏ।ବନ୍ଧୁଗଣ ଆଜି ଆମେ ଜାଣିବା କିପରି ହୋଇଥାନ୍ତି ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସକ୍ଷମ ହୋଇଥାନ୍ତି।ଏବଂ ଏମନଙ୍କ ମଧ୍ୟରେ କିଛିନା କିଛି ନୂଆ କରିବାର ଉତ୍ସାହ ରହିଥାଏ।

ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ଏମାନେ କେଉଁ କେଉଁ ଗୁଣର ମାଲିକ ହୋଇଥାନ୍ତି।ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏମନଙ୍କ ମଧ୍ୟରେ କଳା ଏବଂ ପ୍ରତିଭାର କମି ନଥାଏ।ଏବଂ ଏମାନଙ୍କ ଏହି ଗୁଣ ଏମାନଙ୍କୁ ଅନ୍ୟମାନଙ୍କ ଠାରୁ ଆଗରେ ରଖିଥାଆନ୍ତି।ଡିସେମ୍ବରରେ ଜନ୍ମ ନେଇଥିବା ଲୋକମାନଙ୍କ ମଧ୍ୟରେ ପ୍ରଥମରୁହିଁ ନେତୃତ୍ବ କରିବାର ଗୁଣ ରହିଥାଏ।ଏମାନେ ରାଜନୀତିକୁ ବୁଝିଥାନ୍ତି।ଏହା କାରଣଯେ ଏହି ଜାତିର ଲୋକ ନିଜର କ୍ୟାରିଅର ରାଜନୀତି, ବେପାର, ଫିଲ୍ମ ଆଦି କ୍ଷେତ୍ରରେ ତିଆରି କରିଥାନ୍ତି।ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ହୃଦୟରୁ ସବୁବେଳେ ସ୍ୱଚ୍ଛ ହୋଇଥାନ୍ତି।

କିଛି ନୂଆ କରିବାର ଇଚ୍ଛାରୁ ମଧ୍ୟ ଏମାନେ ନିଜ ସୀମାରୁ ମଧ୍ୟ ବାହାରକୁ ଯିବାକୁ ମଧ୍ୟ ପାଛାଇ ନଥାନ୍ତି।କିନ୍ତୁ କେତେଥର ଏହି ଲୋକମାନେ ନିଜକୁ ଅନ୍ୟମାନଙ୍କ ଠାରୁ ସର୍ବୋଚ୍ଚ ମାନି ନେଇଥାନ୍ତି।ଏବଂ ଏମାନେ ଘୃଣାର ଶିକାରହୋଇ ନିଜରହିଁ ଖରାପ କରିଦେଇଥାନ୍ତି।ଡିସେମ୍ବରରେ ଜନ୍ମହୋଇଥିବା ଝିଅମାନଙ୍କ ମଧ୍ୟରେ ସକାରତ୍ମକତାର ସ୍ଥର ବହୁତ ଉଚ୍ଚ ରହିଥାଏ।ଏମାନେ ସବୁ ସ୍ଥିତିରେ ନିଜର ଆଶାବାଦୀ ଭାବନାକୁ ବଜାଇ ରଖିପାରିଥାନ୍ତି।ଏମାନେ ନିଜ ପାଟନରଙ୍କ ସବୁ ସ୍ଥିତିରେ ସହଯୋଗ କରିଥାନ୍ତି।ଏହି ଝିଅମାନେ ଆତ୍ମନିର୍ଭରତା କ୍ଷେତ୍ରରେ ମଧ୍ୟ ଆଗରେ ରହିଥାଆନ୍ତି।

ଡିସେମ୍ବରରେ ଜନ୍ମିଥିବା ଲୋକମାନଙ୍କୁ ସାଧାରଣତଃ ହସ ମଜା କରିବା ଭଲ ଲାଗିଥାଏ।ଏମାନେ ସବୁ ଛୋଟ ଛୋଟ କଥାରେ ଖୁସି ହେବାର ବାହାନା ଖୋଜିପାରିଥାନ୍ତି।ଏମାନଙ୍କ ସଙ୍ଗତରେ ରହୁଥିବା ବ୍ୟକ୍ତି କେତେବେଳେ ଵୋର ମଧ୍ୟ ହୋଇନଥାଏ।ଏମାନେ ହୃଦୟରୁ ସଫା ହୋଇଥାଆନ୍ତି କିନ୍ତୁ କେତେବେଳେ ସାମ୍ନାଵାଲାର କିଛି ଖରାପ କଥା ମୁହଁ ଉପରେ କହିଦେଇଥାଆନ୍ତି।ଏମାନେ ଯାହାକୁ ପସନ୍ଦ କରିଥାନ୍ତି ତାଙ୍କୁ ଖୁସି କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରିଥାନ୍ତି।ଏମାନଙ୍କ ମଧ୍ୟରେ କିଛି ମାତ୍ରାରେ ଜିଦି ଗୁଣ ଥାଏ।କିଛି ଥର ଏମାନେ ନିଜେ ଭୁଲ ହୋଇଥିଲେ ମଧ୍ୟ ନିଜ ଭୁଲ ମାନିନଥାନ୍ତି।ଏମାନଙ୍କୁ ଜୀବନରେ ରୋମାଞ୍ଚ ଦରକାର ହୋଇଥାଏ।ଏମାନେ ଗୋଟିଏ ପ୍ରକାର ଜୀବନ ବଞ୍ଚିବାରେ ବିଶ୍ୱାସ ରଖିନଥାନ୍ତି।ଏମାନଙ୍କୁ ନିଜର ସ୍ୱାଧୀନତା ଭଲ ଲାଗିଥାଏ।ଏମନେ ଏହା ଚାହିଁଥାନ୍ତି ଯେ ଅନ୍ୟ କୌଣସି ବ୍ୟକ୍ତି ଯେପରି ଏମାନଙ୍କୁ ନିୟନ୍ତ୍ରଣ ନକରୁ।ଏମାନେ କୌଣସି ପ୍ରକାର ବନ୍ଧନ ଠାରୁ ବଞ୍ଚି ରହିଥାନ୍ତି।ତେବେ ବନ୍ଧୁଗଣ ଏହା ଥିଲା ଡିସେମ୍ବର ମାସରେ ଜନ୍ମ ନେଇଥିବା ଲୋକମାଙ୍କ ସ୍ୱଭାବ।

Leave a Reply

Your email address will not be published. Required fields are marked *