March 3, 2024

Odia Express

News For Public

୯୫% ଲୋକଙ୍କୁ ଜଣା ନଥାଏ ଡାଳିମ୍ବର ସତ୍ୟତା – ଯଦି ଡାଳିମ୍ବ ଖାଉଛନ୍ତି ତେବେ ନିଶ୍ଚିତ ଜାଣନ୍ତୁ ଏହି କଥା..

1 min read

ନମସ୍କାର ସାଙ୍ଗମାନେ ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଅଛୁ ଡାଳିମ୍ବ ବିଷୟରେ କିଛି ବିଶେଷ ତଥ୍ୟ।ଡାଳିମ୍ବ ଏକ ବହୁତ ଉପକାରୀ ପଦାର୍ଥ ଅଟେ।ଏହା ଅନେକ ରୋଗର ଔଷଧ ମଧ୍ୟ ହୋଇଥାଏ।ଡାକ୍ତର ମାନେ ମଧ୍ୟ ଡାଳିମ୍ବକୁ ପ୍ରତିଦିନର ଖାଦ୍ୟ ରୂପରେ ଗ୍ରହଣ କରିବାର ପ୍ରତିଶୃତି ଦେଇଥାନ୍ତି।ଆପଣଙ୍କ ଜାଣିବା ପାଇଁ ଆମେ ଜଣାଉଛୁ ଯେ ଡାଳିମ୍ବ ବ୍ୟକ୍ତିର ଶରୀର ପାଇଁ ବହୁତ ଉପକାରୀ ଫଳ ହୋଇଥାଏ।ଡାଳିମ୍ବରେ ଫାଇବର ସହିତ ଭିଟାମିନ B, ଭିଟାମିନ C ଏବଂ ଭିଟାମିନ K ଭରପୁର ମାତ୍ରାରେ ରହିଥାଏ।ଏବଂ ଏହାଛଡା ଡାଳିମ୍ବରେ ପୋଟାସୀୟମ,ଫୋଲେଟ,ଲୌହ, ମ୍ୟାଗନେସିୟମ,ଫସଫରସ,ସାଲିନିୟମ ଏବଂ ଜିଙ୍କ ଭଳି ପୋଷକ ତତ୍ୱ ମହଜୁଦ ଥାଏ।

କିନ୍ତୁ ଡାଳିମ୍ବ ଖାଉଥିବା ବହୁତ ଲୋକ କେବଳ ସ୍ୱାଦ ପାଇଁ ଡାଳିମ୍ବ ଖାଇଥାନ୍ତି।ଏହାଦ୍ୱାରା ହେଉଥିବା ଉପକାର ବିଷୟରେ ସେମାନେ ଅବଗତ ନଥାନ୍ତି।ଏହା ମଧ୍ୟ ଜାଣିନଥାନ୍ତି ଯେ ଡାଳିମ୍ବ ଖାଇବାଦ୍ୱାରା ଶରୀରରେ କଣ କଣ ଲାଭ ହୋଇଥାଏ ଏବଂ ଏହା ଶରୀରକୁ କିପରି ଭାବରେ ପ୍ରଭାବ ପକାଇଥାଏ।ଆଜି ଆମେ ଆପଣଙ୍କୁ ଡାଳିମ୍ବ ବିଷୟରେ ଏହି ସବୁ କିଛି ତଥ୍ୟ ଜଣାଇବୁ ଯାହାକୁ ଡାଳିମ୍ବ ଖାଉଥିବା ଲୋକମାନଙ୍କୁ ନିଷ୍ଟିତ ଜଣା ଥିବା ଦରକାର।

ଡାଳିମ୍ବରେ ଆଣ୍ଟି ବ୍ଲକ ଗୁଣ ମିଳିଥାଏ ଯାହାଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ।ଏବଂ ବ୍ୟକ୍ତିକୁ ତରୋତାଜା କରିଦେଇଥାଏ।ଡାଳିମ୍ବ ଦ୍ୱାରା ପାଇରିଆ ଏବଂ ମାଢ଼ିରେ ହେଉଥିବା ଦରଜ ମଧ୍ୟ କମ ହୋଇଥାଏ।ଏହା ଭିଟାମିନ C ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣରେ ଭରପୁର ରହିଥାଏ।ଯାହାଦ୍ୱାରା ବ୍ୟକ୍ତିର ତ୍ୱଚାରେ କୌଣସି ଦାଗ ଆସିନଥାଏ।ଡାଳିମ୍ବ ଏନିମିଆରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଔଷଧ ଭଳି କାମ କରିଥାଏ।

ଏହା ବ୍ୟକ୍ତି ଶରୀରରେ ଲୌହର କମିକୁ ପୁରା କରି ନାଲି ରକ୍ତ କଣିକାର ସଂଖ୍ୟାକୁ ବଢ଼ାଇ ହିମୋଗ୍ଲୋବିନର ମାତ୍ରାକୁ ବଢ଼ାଇଥାଏ।ଯାହାଦ୍ୱାରା ବ୍ୟକ୍ତିର ଶରୀରରେ ରକ୍ତର କମି ପୁରଣ ହୋଇଥାଏ।ଏହା ବ୍ୟକ୍ତିର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।

ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ବଞ୍ଚିବା ପାଇଁ ବ୍ୟକ୍ତିକୁ ନିୟମିତ ଏକ ଡାଲିମ୍ବ ଖାଇବା ଉଚିତ।ଏହା ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟୀ ଫଳ ଅଟେ।କାରଣ ଏଥିରେ ଭିଟାମିନ C ଏବଂ ନାଇଟ୍ରିକ ଅକସାଇଡ଼ ଭରପୁର ମାତ୍ରାରେ ରହିଥାଏ।

ଏଥିପାଇଁ ଉଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କୁ ଡାଳିମ୍ବ ନିଶ୍ଚିତ ଖାଇବା ଉଚିତ।ଡାଲିମ୍ବରେ ମିଳିଥିବା ପୋଷକ ତତ୍ୱ ବ୍ୟକ୍ତିର ପାଚନ କ୍ରିୟାକୁ ମଜବୁତ କରାଇଥାଏ।ଏବଂ ଏଥିପାଇଁ ବ୍ୟକ୍ତିକୁ ଗ୍ୟାସ ଏବଂ ଏସିଡିଟି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।ତେବେ ଡାଳିମ୍ବ ଦ୍ୱାରା ଏହିସବୁ ଉପକାର ମିଳିଥାଏ।

ଜାଣିଲେ ତ ଏହା ବିଷୟରେ।ତେବେ ଏହାକୁ ସେୟାର ନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *