March 3, 2024

Odia Express

News For Public

ବାଛନ୍ତୁ ଏକ ଚିହ୍ନ ଏବଂ ଜାଣନ୍ତୁ କଣ କହିବାକୁ ଚାହେଁ ଆପଣଙ୍କ ଅନ୍ତରାତ୍ମା – ନିଶ୍ଚୟ ପଢନ୍ତୁ ଏହି କଥା..

1 min read

କେତେଥର ସମସ୍ୟା ଆମକୁ ଏତେ ଘେରି ଦେଇଥାଏ କି ତାହାର ଉପାୟ ସାମ୍ନାରେ ଥିଲେ ମଧ୍ୟ ଆମେ ଜାଣିପାରୁନାହିଁ।ଏହି ସମୟରେ ଏକ ପୁରୁଣା କଥା ମନେ ପଡିଥାଏ ଯାହା ହେଉଛି ନିଜ ହୃଦୟର କଥା ଶୁଣନ୍ତୁ,ସେ ଆପଣଙ୍କୁ ରାସ୍ତା ଦେଖେଇବ।ଏହା କେବଳ କଥା ନୁହେଁ ବରଂ ସତ ମଧ୍ୟ।ଅନ୍ତରାତ୍ମା ପାଖରେ ଆମ ସବୁ ସମସ୍ୟାର ସମାଧାନ ରହିଥାଏ। ଆବଶ୍ୟକ ଥାଏ କେବଳ ଏହାକୁ ଶୁଣିବାର।

ଆମେ ଆମ ଅନ୍ତରାତ୍ମାକୁ କେତେଥର ପ୍ରଶ୍ନ ପଚାରିଥାଉ କିନ୍ତୁ ଆମକୁ ଜଣାନଥାଏ କି କେତେବେଳେ ଆମକୁ ଉତ୍ତର ମିଳିବ।କେତେକ ଥର ଆମକୁ ସଂଗେ ସଂଗେ କୋୖଣସି ଇସାରା ମିଳିଯାଏ କିନ୍ତୁ କେତେକ ଥର ଏହାକୁ ମିଳିବାରେ ବହୁତ ସମୟ ଲାଗିଥାଏ।ଆଜି ଆମେ ଏହାର ସମାଧାନ ଆଣିଅଛୁ।ଏଠି ଆପଣଙ୍କ ଆଗରେ କିଛି ସିମ୍ବଲ ଦିଆଯାଇଅଛି।୩୦ ସେକେଣ୍ଡ ପାଇଁ ଏମାନଙ୍କ ଦେଖନ୍ତୁ ଏବଂ ଏଥିରୁ କୌଣସି ଏକ ସିମ୍ବଲକୁ ବାଛନ୍ତୁ।ଏହା ଆପଣଙ୍କୁ କହିବା ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କଣ କହିଥାଏ।ତ ବାଛନ୍ତୁ ଏକ ସିମ୍ବଲ।

ପ୍ରଥମ ସିମ୍ବଲ ହେଉଛି ଇଂ ଇଂ:-ଏହା ଆମ ଅନ୍ତରାତ୍ମାର ଆବାଜ ଆମ ପାଖକୁ ପହଞ୍ଚାଇଥାଏ।ଜୀବନ ଯେତେବେଳେ ସବୁବେକେ ଆମର ପରୀକ୍ଷା ନେଇଥାଏ ସେତେବେଳେ ଆମକୁ ଏହାର ଆବଶ୍ୟକ ପଡିଥାଏ।ଯଦି ଆପଣ ଏହାକୁ ବାଛିଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର ରହିଛି କି ଏହି ସମୟ ଆପଣଙ୍କ ପାଇଁ ଏକ ବଡ ଖୁସି ଖବର ନେଇକରି ଆସିଛି।ଯେଉଁଥିରେ ଆପଣଙ୍କୁ ଭଲ କାର୍ଯ୍ୟ କରିବା ଉଚିତ।ନିଜ ଆଖପାଖର ନକାରତ୍ମକ ବସ୍ତୁ ଏବଂ ଲୋକଙ୍କୁ ଦୁର କରନ୍ତୁ।ସବୁବେଳେ ଏହାକୁ ନିଜ ମୁଣ୍ଡରେ ରଖନ୍ତୁ କାରଣ ଏହା ଆପଣଙ୍କୁ ସବୁ ସମସ୍ୟାରୁ ମୁକୁଳିବାର ରାସ୍ତା ଦେଖେଇବ।

ଦ୍ୱିତୀୟ ହେଉଛି ପ୍ରଶ୍ନଚିହ୍ନ:-ଏହାର ଅର୍ଥ ଏହାକି ଆପଣଙ୍କୁ ଏବେ ନିଜ ସହିତ ସଚ୍ଚୋଟ ହେବାର ଆବଶ୍ୟକ ରହିଛି।ପରିବର୍ତ୍ତନ ସଂସାରର ନିୟମ ଅଟେ ଏବଂ ଏବେ ସମୟ ହେଉଛି ଯେଉଁଥିରେ ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ ଆଣିବାର ଅଛି।ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ ସଙ୍କେତ ଦେଉଛି କି ଏହି ସମୟ ଆପଣଙ୍କ ପାଇଁ ଗୋଲଡେନ ପିରିୟଡ଼ ହେବାକୁ ଯାଉଛି।ସେଥିପାଇଁ ପରିବର୍ତ୍ତନ ଆଡକୁ ବଢ଼ନ୍ତୁ।

ତୃତୀୟ ହେଉଛି କୁରାଢ଼ୀ:-ଯଦି ଆପଣ ଏହାକୁ ବାଛିଛନ୍ତି ତାହେଲେ ଏହା କହେ କି ଏବେ ସମୟ ଅଛି ଯେଉଁଥିରେ ଆପଣଙ୍କୁ ନିଜ ଭାବିବାର ପୁରୁଣା ଉପାୟକୁ ବଦଳାଇ ନୂଆ ଭାବନା ଆଣନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ସମସ୍ୟାର ସମାଧାନ କିପରି ସଂଗେ ସଂଗେ ମିଳିବ।ନିଜ ଅଭ୍ୟାସରୁ ବାହାରକୁ ବହାରନ୍ତୁ ଏବଂ ଏକ ନୂଆ ଦୃଷ୍ଟିକୋଣରୁ ଭାବନ୍ତୁ।ସମସ୍ୟାର ସମାଧାନ ସେତେଯାଏ ମିଳିବନି ଯେତେଯାଏ ଆପଣ ପୁରୁଣା ଭାବନାରେ ଚାଲିବେ।

ଚତୁର୍ଥ ହେଉଛି ମୁଦି:- ଏହା ପ୍ରତୀକ ଅଟେ ଏହାର କି ପ୍ରତ୍ୟେକ ରିସ୍ତାରେ ବାଲାନ୍ସ ରହିବ ଅତି ଆବଶ୍ୟକ ଅଟେ।ପରସ୍ପରର ଭାବନାକୁ ବୁଝିବା,ଖୋଲିକରି କଥା ହେବା,ପ୍ରତ୍ୟେକ ଜିନିଷକୁ ଆପଣାଇବାର କ୍ଷମତା ଏବଂ ଆଦରର ଭାବନା ଏହା କୌଣସିବି ରିସ୍ତା ପାଇଁ ବହୁତ ଆବଶ୍ୟକ ହୋଇଥାଏ।ସମସ୍ତଙ୍କ ସହିତ ଏକ ଭଲ ସମୟ ବ୍ୟତୀତ କରନ୍ତୁ ଏବଂ ତଥାପି ଯଦି ବଦଳିବାର ଆବଶ୍ୟକତା ଅଛି ତାହା ମଧ୍ୟ ଆପଣନ୍ତୁ।

ପଞ୍ଚମ ଚିହ୍ନ କହିଥାଏ କି ଏବେ ସମୟ ଆସିଯାଇଛି ଯେବେ ଆପଣଙ୍କୁ ସବୁ ସମସ୍ୟାର ଖୋଲିକରି ସମାଧାନ କରିବାର ଅଛି।ଆପଣଙ୍କୁ ଏବେ ତାହା କରିବାର ଅଛି ଯାହାକୁ କରିବାକୁ ଆପଣ ସବୁବେଳେ ଡରନ୍ତି।ଯଦି ଆପଣଙ୍କ ଆଖିରେ ଆପଣଙ୍କୁ ଡର ଦେଖାଯାଏ ତାହେଲେ ତାହାର ସାମ୍ନା କରନ୍ତୁ।ଆପଣ ପ୍ରେମ ପସନ୍ଦ,ଦୟାଳୁ,ଶକ୍ତିବାନ ଏବଂ ଉଦାର ଅଟନ୍ତି।ଏହି ଭଲ ଗୁଣକୁ ଆପଣନ୍ତୁ ଏବଂ ଡର ଠାରୁ ଜିତନ୍ତୁ।

ଷଷ୍ଠ ହେଉଛି ସାଇକଲ:- ଏହା କହିଥାଏ କି ଏହି ଦୁନିଆରେ କେବଳ ଆପଣ ହି ନିଜ ଭାବନା ଏବଂ ରିଆକ୍ସନକୁ କଣ୍ଟ୍ରୋଲ କରିପାରିବେ।ଏହା ସେହି ସମୟ ଅଟେ ଯେବେ ଆପଣ ନିଜ ସମସ୍ୟା ସହିତ ଲଢ଼ିବା ପାଇଁ କୌଣସି ବାହାର ବ୍ୟକ୍ତିର ସାହାଯ୍ୟରେ ନିଜକୁ ଉର୍ଜାବାନ କରିବେ ନଚେତ ନିଜ ଅନାରାତ୍ମାର କଥା ଶୁଣି ନିଜକୁ ସାହସ ଦେବେ।ଆପଣଙ୍କର ଆଗକୁ ଭଲ ଜୀବନ ରହିଅଛି ଏହାକୁ ଖୁସି ଖୁସି ବିତାନ୍ତୁ।

Leave a Reply

Your email address will not be published. Required fields are marked *