October 2, 2023

Odia Express

News For Public

ଚାରୋଟି ଲକ୍ଷଣ ଯାହା କହିବ କି ଆପଣ ଗରିବ ହେବାକୁ ଯାଉଛନ୍ତି – ନିଶ୍ଚୟ ଜାଣିରଖନ୍ତୁ ଓ ସତର୍କ ରୁହନ୍ତୁ..

ସାଙ୍ଗ ମାନେ ଦୁନିଆରେ ପ୍ରତି ମଣିଷ ଅନ୍ୟଠାରୁ ଭିନ୍ନ ହୋଇଥାଏ।ଏହି ଭିନ୍ନତା ତାକୁ ଭିଡ଼ ଠାରୁ ଅଲଗା କରିଥାଏ।କଣ ଆପଣ ଜାଣିଛନ୍ତି କି ଆମ ମନୋ ବ୍ୟବହାର କିଛି ମାତ୍ରାରେ ହାର୍ମୋନ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ।ଉଦାହରଣ ଭାବେ ଆପଣଙ୍କୁ ବେଳେ ବେଳେ ଅତି ଖୁସି ଲାଗିଥାଏ ତ କେବେ କେବେ ଅତି ଦୁଃଖ ଲାଗିଥାଏ ତ ଏହା ପଛରେ ମଧ୍ୟ ହରମୋନ ର ଭୂମିକା ଥାଏ।ଚିନ୍ତା ଆଜିକାଲି ଦୁନିଆର ଏକ ଭାଗ ହୋଇଗଲାଣି।ଏଥିପାଇଁ କର୍ଟିସୋଲ ନାମକ ହର୍ମୋନ ଦାୟୀ ରହିଥାଏ।ଦୁନିଆରେ ନବେ ପ୍ରତିଶତ ଲୋକ ଏପରି ଅଛନ୍ତି ଯାହା ଠାରେ ନୂଆ ଇଚ୍ଛା ଓ ଅଭିଳାଷ ଜନ୍ମ ନେଇଥାଏ।ଆଜି ମୁ ଆପଣ ମାନଙ୍କୁ ଏପରି ଲକ୍ଷଣ ବିଷୟରେ କହିବି ଯାହା ବିପଦପୂର୍ଣ୍ଣ ହୋଇଥାଏ।

ଯଦି ଆପଣଙ୍କ ମନରେ ବାରମ୍ବାର ଏହା ଆସୁଚି କି ଅନ୍ୟ ମାନେ କଣ କହିବେ ତ ଏହା ବିପଦର ଘଣ୍ଟି ଅଟେ।କାରଣ ଏଥିପାଇଁ ଆପଣ ଅନ୍ୟ ମାନଙ୍କ ପାଇଁ ବଞ୍ଚିବା ଆରମ୍ଭ କରିଦିଅନ୍ତି।ଆପଣ ନିଜ ଇଚ୍ଛାକୁ ଛାଡି କରି ଅନ୍ୟ ମାନଙ୍କ ଇଚ୍ଛା ପାଇଁ ବଞ୍ଚନ୍ତି।ଆପଣକୁ ମହଙ୍ଗା ଗାଡ଼ି ନେବାର ଆବଶ୍ୟକତା ନାହିଁ କିନ୍ତୁ ଅନ୍ୟ ମାନେ ଆପଣକୁ ତାହା ନେବା ପାଇଁ ବାଧ୍ୟ କରିଦିଅନ୍ତି।ଆପଣଙ୍କ ପକେଟ୍ ଉପରେ ଓଜନ ବଢାଇ ପାରିବେ।ଏହି ଜିନିଷ ଆପଣଙ୍କୁ ଗରିବୀ ନାମକ ଭାଇରସ ର କାବୁରେ ପକାଇପାରେ।

ଦ୍ଵିତୀୟ କଥା ହେଉଛି କଣ ଆପଣଙ୍କ ମର୍ଯ୍ୟାଦା ଠିକ୍ ଅଛି।କାରଣ ବଡ଼ ବଡ ଅର୍ଥଶାସ୍ତ୍ର ମାନେ ଗରିବୀ ଉପରେ ବହୁତ୍ ବର୍ଷ ଧରି ଗବେଷଣା କରିଛନ୍ତି।ଭାରତରେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଆୟ ଛୁଟି,ପର୍ବ ଆଦିରେ ସରିଯାଏ।ଯେଉଁ ମାନେ ଗରିବ ସେମାନେ ନିଜ ପାଇଁ ତ କିଛି କରିପାରନ୍ତି ନାହିଁ କିନ୍ତୁ ନିଜ ଗରିବୀ ଲୁଚାଇବା ପାଇଁ ଅନ୍ୟ ମାନଙ୍କୁ ମହଙ୍ଗା ଉପହାର ଓ ଭୋଜନ କରାଇଥାନ୍ତି।

ଯେଉଁ ମାନେ ଗରିବୀ ର ଶିକାର ହୋଇଥାନ୍ତି ସେମାନେ ମାନସିକ ଚିନ୍ତାର ଶିକାର ହୋଇଥାନ୍ତି।ଏଥିରେ କର୍ଟିସୋଲ ନାମକ ହର୍ମୋନ ବିଚାର ଓ ଏକାଗ୍ରତା ଉପରେ ପ୍ରଭାବ ପକାଇ ଥାଏ।ଗରିବୀ ର ଅନୁଭବ ଏପରି ହୋଇଥାଏ ଯେପରି ଆପଣ ରାତିରେ ସୋଇନାହାନ୍ତି।ସେ ଜିନିଷ କିଣି ଆଣିଥାଏ ଓ ପରେ ଭାବିଥାଏ ଯେ ଏହାର କଣ ଦରକାର ଥିଲା।ଏହାଦ୍ବାରା ମସ୍ତିଷ୍କ ଉପରେ ଆହୁରି ଚିନ୍ତା ବଢ଼ିଥାଏ।

ଚତୁର୍ଥ ହେଉଛି ଆପଣ ଆପଣଙ୍କ ଲକ୍ଷ ଠାରୁ ଦୂରକୁ ଯାଇଥାନ୍ତି।ଲୋକ ଯେତେବେଳେ ଆର୍ଥିକ ସଂକଟରେ ପଡିଥାନ୍ତି ତ ସେତେବେଳେ ସେମାନେ ଅଧିକରୁ ଅଧିକ କାମ କରି ତା ଦେହରୁ ମୁକୁଳିବାକୁ ଚେଷ୍ଟା କରିଥାନ୍ତି।ଏହା ଦ୍ଵାରା ସେମାନେ ନିଜ ଲଖ୍ୟରୁ ଓହରି ଯାଇଥାନ୍ତି।ଏମାନେ ସ୍ବପ୍ନ ଦେଖିବା ଛାଡି ଦିଅନ୍ତି ଓ ନିଜ ମସ୍ତିସ୍କ କୁ ଆରାମ ମଧ୍ୟ ଦେଇ ନଥାନ୍ତି।ଏକ ରିପୋର୍ଟ ଅନୁସାରେ ଯେଉଁ ମାନେ ଗରିବୀ ର ଶିକାର ହୋଇଥାନ୍ତି ସେମାନେ ନିଜ ମାନକୁ ବୁଝାଇ ଦିଅନ୍ତି ଯେ ସେମାନେ ଏଥିରୁ କେବେ ମୁକୁଳି ପାରିବେ ନାହିଁ।ଆଉ ଯେପରି ଚାଲିଛି ସେପରି ଚାଲିବ।ଏହି କାରଣରୁ ସେମାନେ ନିଜ ଲକ୍ଷ ନିର୍ଧାରଣ କରି ପାରନ୍ତି ନାହିଁ।ତାଙ୍କ ପାଇଁ କେବଳ ଗରିବିରୁ ବାହାରିବା ଏକମାତ୍ର ଲକ୍ଷ ହୋଇଥାଏ।

Leave a Reply

Your email address will not be published. Required fields are marked *