October 2, 2023

Odia Express

News For Public

ଏହି ରାଶି ମାନଙ୍କର ଯୋଡି ହେଇଥାଏ ସବୁଠୁ ଖୁସି କପଲ – ଉପରୁ ଏମାନଙ୍କର ଯୋଡି ବନିକି ଆସିଥାଏ..

1 min read

କେବେ କେବେ ପ୍ରେମ ପ୍ରଥମ ନଜରରେ ହେଇ ଯାଇଥାଏ ଆଉ କେତେକ ସମୟରେ ବହୁତ ସମୟ ପରସ୍ପର ସହ ବିତେଇବା ପରେ ପ୍ରେମ ହେଇଥାଏ। ପ୍ରେମ କରିବା ବହୁତ ସହଜ ହେଇଥାଏ ମାତ୍ର ଏହାକୁ ନିଭେଇବା ବହୁତ ମୁସ୍କିଲ ହେଇଥାଏ। ବେଳେବେଳେ ଭଲ ତାଳ ମେଲ ନଥିବା କାରଣରୁ ସମ୍ପର୍କ ଭାଙ୍ଗି ଯାଇ ଥାଏ ଆଉ ତାହା କଣ ପାଇଁ ହେଇଥାଏ ତାହା କାହାକୁ ଜଣା ନଥାଏ। ତ ଏହି ସମସ୍ୟାରୁ ଆମେ କିପରି ମୁକ୍ତ ହେବା ତାହା ବାବଦରେ ଆଜି ଆମେ କହିବାକୁ ଯାଉଛୁ ଯାହାର ଉତ୍ତର ଜ୍ୟୋତିଷ ଶାସ୍ତ୍ର ପାଖରେ ଅଛି।

ଏହାର ଉତ୍ତର ରାଶିଫଳ ପାଖରେ ଅଛି ଆଉ ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ କି କେଉଁ ରାଶି ମାନେ ପୁରା ପ୍ରଫେକ୍ଟ କପଲ ହେଇଥାନ୍ତି ଆଉ ପରସ୍ପର ର ଭଲ ସାଥ ଦିଅନ୍ତି।

୧:- ସିଂହ ଆଉ ତୁଳା ରାଶି:- କୁହାଯାଏ କି ବିପରୀତ ଜିନିଷ ସର୍ବଦା ନିଜକୁ ଆକର୍ଷିତ କରନ୍ତି ଆଉ ଏହା ଏହି ଯୋଡି ପାଖରେ ବି ପ୍ରାପ୍ତ ହେଇଥାଏ। ସିଂହ ରାଶି ଵାଲା ମୂଳରୁ ହି ଅନ୍ୟମାନଙ୍କ ଉପରେ ଭାରି ରହିଥାନ୍ତି ଆଉ ଜଣେ ଲିଡ଼ର ଭାବେ ଜୀବନ ଯାପନ କରିବାକୁ ଚେଷ୍ଟା କରନ୍ତି। ମାତ୍ର ତୁଲା ରାଶି ଵାଲା ଶାନ୍ତ ସ୍ୱଭାବର ହେଇଥାଣ୍ଟି ଆଉ ମିଶି ରହିବାକୁ ଚେଷ୍ଟା କରନ୍ତି। ଏମାନଙ୍କର ପସନ୍ଦ ତଥା ଗୁଣ ବି ଅଲଗା ହେଇଥାଏ ଯାହା ଏମାନଙ୍କର ଯୋଡି କୁ ଖାସ ବନାଏ।

୨:- ମିଥୁନ ଆଉ ତୁଳା ରାଶି:- ମିଥୁନ ରାଶି ତୁଳନାରେ ତୁଲା ରାଶି ଅଧିକ ବୁଝିବା ସୁଝିବା ବ୍ୟକ୍ତି ହେଇଥାନ୍ତା। ମିଥୁନ ରାଶି ଵାଲା କାହାକୁ କହିସାରିବା ପରେ ଭାବିଥାନ୍ତି ଯେଉଁଠାରେ କି ତୁଳା ରାଶି ଵାଲା କହିବା ଆଗରୁ ବହୁତ ଥର ଭାବି ଚିନ୍ତା ହି କାମ କରନ୍ତି। ଏହା ହି ସେମାନଙ୍କ ଭିତରେ ଏକ ସମନ୍ୱୟ ରକ୍ଷା କରି ଥାଏ।

୩:- କୁମ୍ଭ ଆଉ ମେଶ ରାଶି:- ମେଷ ରାଶିର ଲୋକ ବହୁତ ଭାବୁକ ହେଇଥାନ୍ତି ଆଉ ଏମାନଙ୍କୁ କୁମ୍ଭ ରାଶିର ଲୋକ ସର୍ବଦା ଭଲ ଭାବରେ ସମ୍ଭାଳି ଥାଆନ୍ତି। ମେଷ ରାଶିର ଲୋକ ବହୁତ ରଚନାତ୍ମକ ଭାବନାରେ ପରିପୂର୍ଣ ହେଇଥାନ୍ତି ଆଉ କୁମ୍ଭ ରାଶି ଵାଲା ଏହି ଭାବନାକୁ ଉଡେଇବା ରେ ସହାୟକ ହେଇଥାନ୍ତି। ଏହି ଦୁଇଜଣଙ୍କର ଯୋଡି ବହୁତ ଦିନ ଯାଏ ରହିଥାଏ।

୪:- କର୍କଟ ଆଉ ମେଷ ରାଶି:- ଦୁଇ ବିପରୀତ ଲୋକଙ୍କର ଏହା ଆଉ ଏକ ଉଡାହାରଣ ଅଟେ। କର୍କଟ ଆସି ବାଲାଙ୍କର ତତ୍ତ୍ୱ ପାଣି ଥାଏ ଯେତେବେଳେ କି ମେଷ ରାଶି ବାଲାଙ୍କର ନିଆଁ ହେଇଥାଏ। ସେମାନଙ୍କର ଆଦତ ବି ସେପରି ନିଆଁ ଆଉ ପାଣି ପରି ବିପରୀତ ହେଇଥାଏ ତେଣୁ ସେମାନେ ପରସ୍ପର ର ଭଲ ସାଥ ଦିଅନ୍ତି।

୫:- ମୀନ ଆଉ କର୍କଟ ରାଶି:- ଏହି ଦୁଇ ୠଷିଙ୍କର ତତ୍ତ୍ୱ ପାଣି ହେଇଥାଏ ତେଣୁ ସେମାନେ ସର୍ବଦା ପରସ୍ପର ଭିତରେ ଭଲ ତାଳ ମେଳ ରକ୍ଷା କରନ୍ତି। ମୀନ ରାଶି ଵାଲା ବହୁତ ସମ୍ବେଦନଶୀଳ ହେଇଥାନ୍ତି ଯେତେବେଳେ କି କର୍କଟ ରାଶି ଵାଲା ଛୋଟ ଛୋଟ କଥାରେ ଆହତ ହେଇଯାନ୍ତି।

୬:- ବୃଷ ଆଉ ମକର ରାଶି:- ଏହି ରାଶିର ଲୋକମାନଙ୍କର ତତ୍ତ୍ୱ ସମାନ ହେଇଥାଏ ଆଉ ସେମାନେ ପରସ୍ପର ସହ ସର୍ବଦା ବହୁତ ଭଲ ଭାବେ ତାଳ ମେଳ ରକ୍ଷା କରିଥାନ୍ତି। ସେମାନେ ବହୁତ ପ୍ରାକ୍ଟିକାଲ ଲୋକ ହେଇଥାନ୍ତି।

Leave a Reply

Your email address will not be published. Required fields are marked *