October 2, 2023

Odia Express

News For Public

ଭଲ ପାଇବାରେ କେମିତି ହୋଇଥାନ୍ତି A ନାମଧାରୀ ଲୋକ – ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ନାମ ଅଟେ ତେବେ ନିଶ୍ଚୟ ଜାଣିରଖନ୍ତୁ..

ସାଙ୍ଗ ମାନେ ଆମ ମାନଙ୍କ ପାଇଁ ଭଲ ପାଇବାର ଅନୁଭବ ଦୁନିଆରେ ସବୁଠୁ ଖାସ ହୋଇଥାଏ। ଥରେ ଭଲ ପାଇବାରେ ପଡିଗଲେ ଲୋକ ନିଜକୁ ବହୁତ ଖୁସି ରଖିଥାନ୍ତି।ଜ୍ୟୋତିଷ ଶାସ୍ତ୍ରରେ ଆପଣଙ୍କ ନାମର ପ୍ରଥମ ଅକ୍ଷର ମଧ୍ୟ ଜରୁରୀ ହୋଇଥାଏ ଯାହାଦ୍ଵାରା ଆପଣଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ୱ ଜଣା ପଡିଥାଏ।ଏଥିପାଇଁ ଜନ୍ମ ତାରିଖ ଯେତିକି ଗୁରୁତ୍ୱପୂର୍ଣ୍ଣ ନାମର ପ୍ରଥମ ଅକ୍ଷର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।ଆଜି ମୁ ଆପଣ ମାନଙ୍କୁ କହିବି ଏ ନାମଧାରୀ ଲୋକ ଭଲପାଇବାରେ କେମିତି।

ଏ ନାମଧାରୀ ଲୋକ ଭଲ ପାଇବାରେ ଅଧିକ ଚିନ୍ତାଶୀଳ ଥାଆନ୍ତି।ଯାହାକୁ ଏମାନେ ଥରେ ଭଲ ପାଆନ୍ତି ତାଙ୍କ ସାଥୀ ଏମାନେ ଜୀବନ ଯାକ ଛାଡନ୍ତି ନାହିଁ। ୟାଙ୍କ ପାର୍ଟନରଙ୍କ ପ୍ରତି ଏମାନଙ୍କ ମନରେ ବହୁତ ଭଲ ପାଇବା ରହିଥାଏ।ତାଙ୍କର ସାହାଯ୍ୟ ସବୁବେଳେ କରିଥାନ୍ତି।ଏମାନେ କେବଳ ସ୍ମାର୍ଟ ନୁହ ବହୁତ ଯତ୍ନବାନ ମଧ୍ୟ ହୋଇଥାନ୍ତି।ଏମାନେ ଏମାନଙ୍କ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି।ଏମାନଙ୍କୁ ନିଜ ଭାବନାକୁ ପ୍ରକାଶ କରିବା ଭଲ ଲାଗି ନଥାଏ।

ଏ ନାମଧାରୀ ଲୋକମାନଙ୍କ ଠାରୁ ଆପଣ କେବେ ବି ଧୋକା ପାଇବେ ନାହିଁ।ଏମାନେ ସମସ୍ତଙ୍କ ହିତ ଚାହିଁଥାନ୍ତି।ଏମାନେ ବହୁତ ଯତ୍ନବାନ ହୋଇଥାନ୍ତି କିନ୍ତୁ ଏମାନେ ଯେତେବେଳେ ରାଗିଯାନ୍ତି ତ ସେତେବେଳେ କାହା କଥା ଶୁଣନ୍ତି ନାହିଁ।ଏମାନେ ସବୁବେଳେ ସିଧା କଥା କହିଥାନ୍ତି ହୁଏତ ସେ କଥା କାହାକୁ ପସନ୍ଦ ଆସୁ କି ନଆସୁ।ଏମାନଙ୍କୁ ଏମାନଙ୍କ କଥା ସମସ୍ତଙ୍କ ସାଥିରେ ବାଣ୍ଟିବା ପାଇଁ ଭଲ ଲଗିନଥାଏ।ଏମାନେ ବହୁତ ସରଳ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି।

ଏମାନେ ସମସ୍ତଙ୍କ ସହିତ ସାଙ୍ଗ ହୋଇଥାନ୍ତି କିନ୍ତୁ ନିଜ ପ୍ରେମ ସମ୍ବନ୍ଧୀୟ କଥା କାହାକୁ ଜଣାଇ ନଥାନ୍ତି।ଏମାନେ ଯାହା ସହିତ ଥରେ ଯୋଡି ହୋଇଯାନ୍ତି ଚେଷ୍ଟା କରନ୍ତି କି ତାଙ୍କ ହାତ କେବେ ବି ଛାଡ଼ିବେ ନାହିଁ।ଏମାନେ ଏମାନଙ୍କ ପାର୍ଟନର ସହିତ ନୂଆ ନୂଆ ଜାଗା ବୁଲିବାକୁ ଭଲ ପାଆନ୍ତି।ଏମାନେ ନିଜ ପରିବାର,ସାଙ୍ଗ,ସାଥୀ ସମସ୍ତଙ୍କ ପ୍ରତି ଲୟାଲ ରହିଥାନ୍ତି।ଏମାନେ କେବେବି ନିଜ ଲୋକମାନଙ୍କ ସହ ଧୋକା କରିନଥାନ୍ତି।ଏମାନଙ୍କ ଉପରେ ଆଖି ବନ୍ଦ କରିକି ଭରସା କରା ଯାଇପାରିବ।

ଜୀବନ ପ୍ରତି ଏମାନଙ୍କ ଲକ୍ଷ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଥାଏ।ଏହି କଥା ଏମାନଙ୍କ ପାର୍ଟନରଙ୍କୁ ବହୁତ ପସନ୍ଦ ଆସିଥାଏ।ଜୀବନରେ ଏମାନଙ୍କୁ ସ୍ପଷ୍ଟତା ବହୁତ ପସନ୍ଦ ଆସିଥାଏ।ଯଦି ଏମାନେ କୌଣସି ଜିନିଷକୁ ଚାହିଁଥାନ୍ତି ତ କୌଣସି ବି ଉପାୟରେ ତାକୁ ହାସଲ କରି ନିଅନ୍ତି।ଏମାନେ ନିଜ କଥାରେ ତାଙ୍କ ପାର୍ଟନରଙ୍କ ହୃଦୟ ଜିତି ନିଅନ୍ତି।ଏମାନେ କେତେ ବି ବିଜି ଥିଲେ ମଧ୍ୟ ନିଜ ଭଲ ପାଇବା ପାଇଁ ସମୟ ବାହାରକରି ନିଅନ୍ତି।ଭଲ ପାଇବାରେ ଏମାନଙ୍କ ଭାବନା ବହୁତ ଗହିର ହୋଇଥାଏ।

Leave a Reply

Your email address will not be published. Required fields are marked *