June 21, 2024

Odia Express

Here, There and Everywhere

କେଉଁ ପିଲା ଭାଙ୍ଗିଛି ଫୁଲଦାନି,ଆପଣଙ୍କ ଉତ୍ତର ଆପଣଙ୍କ ବିଷୟରେ ବହୁତ କିଛି କହିବ – ନିଶ୍ଚୟ ଏବେ ପଢି ନିୟନ୍ତୁ..

ସାଙ୍ଗ ମାନେ କହନ୍ତି କି କୌଣସି ବି ଜିନିଷକୁ ଦେଖିବା ପାଇଁ ପ୍ରତି ମଣିଷର ଅଲଗା ଅଲଗା ନଜର ହୋଇଥାଏ।ଗୋଟିଏ ଜିନିଷକୁ ଦେଖିକରି ବ୍ୟକ୍ତି ମନରେ ଅଲଗା ଅଲଗା ବିଚାର ସୃଷ୍ଟି ହୁଏ।ମୁ ଆପଣ ମାନଙ୍କୁ ଏଠାରେ ଏକ ଛବି ଦେଖାଇଛି।ଏଥିରେ ଏକ ଫୁଲଦାନି ଓ କିଛି ପିଲା ଦେଖାଯାଇଛି।ଆପଣ ମାନଙ୍କୁ କେବଳ ଏତିକି କହିବାର ଅଛି ଯେ ଫୁଲଦାନୀ କିଏ ଭାଙ୍ଗିଚି।ସେହି ହିସାବରେ ମୁ କହିବି ଆପଣଙ୍କ ବ୍ୟକ୍ତିତ୍ୱ ଓ ସ୍ଵଭାବ ବିଷୟରେ। ତ କୁହନ୍ତୁ ଏ ଫୁଲଦାନି କିଏ ଭାଙ୍ଗିଛି।

ଯଦି ଆପଣ ଏ ନମ୍ୱର ଥିବା ବାଳକକୁ ବାଛିଛନ୍ତି ତ ଆପଣ ବହୁତ ସାବଧାନ ଓ କେନ୍ଦ୍ରିତ ବ୍ୟକ୍ତି ଅଟନ୍ତି ଯିଏ ସର୍ବଦା ଛୋଟ ରୁ ଛୋଟ ଜିନିଷ ଉପରେ ଧ୍ୟାନ ଦେଇଥାଏ।ସେ କାମ ହେଉ କି ଅଲଗା କୋଉ ଜିନିଷ ଆପଣ ସବୁବେଳେ ଧ୍ୟାନ ସହ କରିବାରେ ବିଶ୍ୱାସ ରଖିଥାନ୍ତି।ଆପଣ ନିଜ କର୍ମ ଉପରେ ସବୁବେଳେ ଭରସା ରଖିଥାନ୍ତି।ଆପଣକୁ ନିଜ କର୍ତ୍ତବ୍ୟ ରେ ହେଳା କରିବା ଜମା ଭଲ ଲାଗେ ନାହିଁ।

ଯଦି ଆପଣ ବି ନମ୍ୱର କୁ ବାଛିଛନ୍ତି ତ ଆପଣ ଏକ ସମଝଦାର ଲୋକ ଅଟନ୍ତି ଯିଏ ଅନ୍ୟ ମାନଙ୍କ ସମସ୍ୟାକୁ ବୁଝିଥାନ୍ତି ଓ ତାକୁ ସମାଧାନ କରିବାରେ ସାହାଯ୍ୟ କରିଥାନ୍ତି।ଆପଣ ବହୁତ ସହାନୁଭୂତି ସ୍ଵଭାବର ବ୍ୟକ୍ତି ଅଟନ୍ତି ଯିଏ ନିଜ ସହିତ ଅନ୍ୟ ମାନଙ୍କ ବିଷୟରେ ମଧ୍ୟ ଭବିଥାଏ।ଆପଣ ଅନ୍ୟ ମାନଙ୍କ କଷ୍ଟକୁ ନିଜର ଭାବି ତାଙ୍କର ସାହାଯ୍ୟ କରିଥାନ୍ତି।ଆପଣକୁ ଲୋକ ସର୍ବଦା ଭଲ ପାଇଥାନ୍ତି।

ଯଦି ଆପଣ ବାଳକ ନମ୍ୱର ସି କୁ ବାଛିଛନ୍ତି ତ ଆପଣ ଜନ୍ମରୁ ଚାଲାକ ହୋଇଥାନ୍ତି।ଆପଣ ଜାଣିଛନ୍ତି ଯେ କୌଣସି ପରିସ୍ଥିତି କୁ କିପରି ସମ୍ଭାଳି ହେବ।ଆପଣଂକ ଦ୍ଵାରା ନିଆ ଯାଇଥିବା ନିଷ୍ପତିକୁ ସମସ୍ତେ ଗ୍ରହଣ କରିଥାନ୍ତି।ଆପଣ ଏକ ଦୃଢ଼ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି।ଆପଣ ସର୍ବଦା କଠିନ ପରିସ୍ଥିତିରେ ନିଜକୁ ଖୁବ ସହଜ କରିପାରନ୍ତି।ଆପଣ କେବେ ବି ଅନ୍ୟ ମାନଙ୍କୁ ଅସୁବିଧାରେ ପକାନ୍ତି ନାହିଁ।ଆପଣ ସବୁବେଳେ ଅନ୍ୟ ମାନଙ୍କ ମଙ୍ଗଳ ହିଁ ଭାବୁଥାନ୍ତି।

ଯଦି ଆପଣ ନମ୍ୱର ଡି କୁ ବାଛିଛନ୍ତି ତ ଆପଣ ଏକ ଭରସାଯୁକ୍ତ ଓ ଉତ୍ତରଦାୟୀ ବ୍ୟକ୍ତି ଅଟନ୍ତି।ଆପଣ ସେହି ବ୍ୟକ୍ତି ମାନଙ୍କ ଭିତରୁ ହୋଇଥାନ୍ତି ଯେଉଁ ମାନେ କାହାର ଭରସା ଭଙ୍ଗନ୍ତି ନାହିଁ।ହୁଏତ ସେ ବ୍ୟକ୍ତି ଆପଣଙ୍କର ନିଜର ହୋଇଥାଏ ବା ପର ହୋଇଥାଏ।ଆପଣ ନିଜ କଥାରେ ପକ୍କା ହୋଇଥାନ୍ତି।କେହି ଆପଣଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ ଆପଣଙ୍କୁ ତାହା ଭଲ ଲାଗି ନଥାଏ।ଆପଣ ବହୁତ ଦୃଢ଼ ସ୍ଵଭାବର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *