September 25, 2023

Odia Express

News For Public

R ନାମ ବ୍ୟକ୍ତି VS C ନାମ ଥିବା ବ୍ୟକ୍ତି – କିପରି ହେଇଥାନ୍ତି ଏମାନଙ୍କ ନାମର ଲୋକ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ..

1 min read

ସାଙ୍ଗମାନେ ଆଜି ଜାଣିବା କେମିତି ପ୍ରକୃତିର ହେଉଛନ୍ତି R ନାମ ବ୍ୟକ୍ତି ଏବଂ କେମିତି ପ୍ରକୃତି ହେଉଛି C ନାମ ଥିବା ବ୍ୟକ୍ତିଙ୍କର।ଏଠାରେ ଆମେ ରବିନା ତନ୍ଦନ ଏବଂ ଚିତ୍ରନ୍ଦ ସିନହାଙ୍କର ଉଦାହରଣ ନେଇ ବୁଝିବା।ଯାହାର ପ୍ରଥମ ଅକ୍ଷର R ହୋଇଥାଏ ସିଏ ବହୁତ ଶାନ୍ତ ଅଥବା ବହୁତ କଥାକୁହା ହୋଇଥାନ୍ତି।ଏମାନେ ବେକାର କଥାରେ ଧ୍ୟାନ ଦିଅନ୍ତି ନାହିଁ।କେବେଳ ନିଜ କାମ ଉପରେ ଧ୍ୟାନ ଦିଅନ୍ତି।ଏମାନେ ବହୁତ କମ କଥା କହନ୍ତି ଏବଂ ନିଜ ଦୁନିଆରେ ଆରାମରେ ରହନ୍ତି।ଏମାନେ ନିଜ କାମକୁ ମନ ଲାଗେଇକି କରନ୍ତି ଯାହାଦ୍ୱାରା ଏମାନଙ୍କୁ ଧନ ମଧ୍ୟ ମିଳିଥାଏ।ସମୟ ଆସିଲେ ଅନ୍ୟର ସାହାଯ୍ୟ ମଧ୍ୟ କରିଥାନ୍ତି।ଏମାନେ ଯେଉଁ କ୍ଷେତ୍ରରେ ବି ଥାନ୍ତି ପରିଶ୍ରମ କରି ସଫଳତା ହାସଲ ନିଶ୍ଚୟ କରିନିଅନ୍ତି।ଏମାନେ ବହୁତ ସୁନ୍ଦର ଏବଂ ସ୍ମାର୍ଟ ହୋଇଥାନ୍ତି।

R ନାମ ଥିବା ବ୍ୟକ୍ତିଙ୍କ ପାଖକୁ ଲୋକ ଆକର୍ଷିତ ହୋଇଥାନ୍ତି ଯେପରି ଅଭିନେତ୍ରୀ ରବିନା ତନ୍ଦନ।ଏମାନଙ୍କୁ ବହୁତ ଲୋକ ପସନ୍ଦ କରିଥାନ୍ତି କିନ୍ତୁ ଏମାନେ ନିଜ ପୁରା ଜୀବନ କେବଳ ଜଣେ ଲୋକକୁ ଭଲ ପାଇଥାନ୍ତି।ଏମାନଙ୍କୁ ପ୍ରେମରେ ସବୁବେଳେ ଧୋକା ମିଳିଥାଏ ଏବଂ ସେଥିପାଇଁ ଏମାନେ ପ୍ରେମରେ ସ୍ୱାର୍ଥୀ ହୋଇଥାନ୍ତି।ଏମାନେ ଜ୍ଞାନର ସାଗର ହୋଇଥାନ୍ତି।ଏମାନେ ବାହାରୁ ବହୁତ ଗମ୍ଭୀର ଦେଖାଯାଇଥାନ୍ତି କିନ୍ତୁ ଭିତରୁ ବହୁତ ନରମ ହୋଇଥାନ୍ତି।କାହାଠାରୁ ନିଜ କାମ କରେଇବା ତ ଏମାନଙ୍କ ପାଇଁ ବହୁତ ସହଜ ହୋଇଥାଏ।ଯେତେ ଏମାନଙ୍କ ବୟସ ବଢ଼ିଥାଏ ସେତେ ଏମାନେ ନିଜ ସମ୍ମାନ ଏବଂ ଇଜ୍ଜତରେ ବୃଦ୍ଧି କରିଥାନ୍ତି।କିଏ କଣ କରୁଛି କଣ ନ କରୁଛି ଏଥିରୁ ଏମାନଙ୍କୁ କୌଣସି ଫରକ ପଡେନାହିଁ।ଏଥିପାଇଁ ଏମାନଙ୍କ ବୈବାହିକ ଜୀବନରେ ଏହି କାରଣରୁ କଳିଝଗଡା ହୋଇଥାଏ।

ସାଙ୍ଗମାନେ ଏହାଥିଲା R ନାମ ବ୍ୟକ୍ତି କିପରି ହୋଇଥାନ୍ତି।ଏବେ ଆମେ ଜାଣିବା C ନାମ ଥିବା ବ୍ୟକ୍ତି କିପରି ହୋଇଥାନ୍ତି।ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର ଇଚ୍ଛା ପୂରଣ ପାଇଁ ସବୁବେଳେ ପରିଶ୍ରମ କରିଥାନ୍ତି।ଏମାନେ ସ୍ୱଭାବରେ ଟିକେ ଚଂଚଳ ହୋଇଥାନ୍ତି ଏବଂ ସେଥିପାଇଁ ନିଜ ମନ ପରିବର୍ତ୍ତନ କରୁଥାନ୍ତି।ଏମାନେ ଗୋଟେ ବିଚାରରେ ରହିପାରନ୍ତି ନାହିଁ।ଏମାନଙ୍କ ବିଚାର ବାକି ଲୋକଙ୍କ ଅପେକ୍ଷା ଟିକେ ଅଲଗା ହୋଇଥାଏ।ଏଥିପାଇଁ ଆଖପାଖ ଲୋକଙ୍କୁ ଏମାନଙ୍କ ସହିତ କାମ କରିବାରେ ଟିକେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଏମାନେ ନିଜ ପାଇଁ ଏମିତି କରିୟର ପସନ୍ଦ କରନ୍ତି ଯେଉଁଠି ଏମାନେ ଲୋକଙ୍କ ଦ୍ୱାରା ଘେରିହୋଇ ରହିବେ ଯେପରି ଆମ ଅଭିନେତ୍ରୀ ଚିତ୍ରନ୍ଦ ସିନହା ହୋଇରହନ୍ତି।

ଏମାନେ ପ୍ରେମ କ୍ଷେତ୍ରରେ ବହୁତ ସଚ୍ଚୋଟ ହୋଇଥାନ୍ତି।ଦେଖିବାରେ ମଧ୍ୟ ଏମାନେ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ବହୁତ ଭାବିଚିନ୍ତି ନିଜ ପ୍ରେମ ଜୀବନକୁ ଆଗକୁ ବଢାଇଥାନ୍ତି।ଏମାନେ ଏମିତି ଲୋକଙ୍କ ସହିତ ସାଙ୍ଗ ହୋଇଥାନ୍ତି ଯେଉଁମାନେ ଏମାନଙ୍କ ଭାବନାର କଦର କରନ୍ତି।ମେହେଫିଲର ଜାନ ହୋଇଥାନ୍ତି C ଅକ୍ଷର ଥିବା ବ୍ୟକ୍ତିମାନେ।

ତ ସାଙ୍ଗମାନେ ଏହାଥିଲା R ଏବଂ C ନାମ ଥିବା ବ୍ୟକ୍ତିମାନଙ୍କ ପ୍ରକୃତି।ଯଦି ଏହା ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ନିଜ ସାଙ୍ଗ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ।ନମସ୍କାର।

Leave a Reply

Your email address will not be published. Required fields are marked *