February 24, 2024

Odia Express

News For Public

କେଉଁ ଯୋଡି ସବୁଠୁ ଭଲ R ଏବଂ S ର ଯୋଡି କି R ଏବଂ D ର ଯୋଡି – ତୁଳା ଆଉ କୁମ୍ଭ ଏବଂ ତୁଳା ଆଉ ମୀନ – ବିଷୟରେ ଏହି କଥା ଜାଣିରଖନ୍ତୁ

1 min read

ସାଙ୍ଗମାନେ ଆଜି ଆମେ ଜାଣିବା କି R ନାମ ଥିବା ବ୍ୟକ୍ତିଙ୍କର କାହା ସହ ଭଲ ଯୋଡି ହୋଇଥାଏ S ନାମ ବ୍ୟକ୍ତିଙ୍କ ସହ କି D ନାମ ଥଜବ ବ୍ୟକ୍ତିଙ୍କ ସହ।ପ୍ରଥମେ ଆମେ ଜାଣିବା R ନାମଥିବା ବ୍ୟକ୍ତିଙ୍କର S ନାମ ବ୍ୟକ୍ତିଙ୍କ ସହ କିପରି ପଡ଼ିଥାଏ।ଏହି ସମସ୍ତ କଥା ଆମେ ୬ ଟି ପଏଣ୍ଟରେ ଜାଣିବା।୧.ବ୍ୟକ୍ତିତ୍ୱ ୨.ପ୍ରକୃତି ୩.ଫାଇନାନ୍ସିଆଲ ୪.ବ୍ୟବହାର ୫.ଜୀବନଶୈଳୀ ୬.ଆଧ୍ୟାତ୍ମିକ।ଏହି ୬ ପଏଣ୍ଟରୁ ଯେଉଁ ଯୋଡି ସବୁଠୁ ଅଧିକ ପଏଣ୍ଟ ପାଇବ ସେହି ଯୋଡି ସବୁଠୁ ଭଲ କୁହାଯିବ।

ସବୁଠୁ ପ୍ରଥମେ ଆମେ ଜାଣିବା ବ୍ୟକ୍ତିତ୍ୱ ବିଷୟରେ।S ନାମ ବ୍ୟକ୍ତିମାନେ ବହୁତ ଆକର୍ଷକ ଏବଂ ପପୁଲର ହୋଇଥାନ୍ତି।ଏମାନେ ନିଜ କଥାଦ୍ୱାରା ସାମ୍ନା ବ୍ୟକ୍ତିମାନଙ୍କ ଉପରେ ନିଜର ପ୍ରଭାବ ପକେଇଥାନ୍ତି ଏବଂ ଖାସ କରି ଝିଅମାନଙ୍କ ମଧ୍ୟରେ ଏମାନେ ଅଧିକ ପସନ୍ଦ ହୋଇଥାନ୍ତି।R ନାମ ଥିବା ବ୍ୟକ୍ତି ଦେଖିବାରେ ବହୁତ ସ୍ମାର୍ଟ ହୋଇଥାନ୍ତି।ସହିଷ୍ଣୁତା,ବୁଦ୍ଧି ଏବଂ ମାନବିକତା ଏମାନଙ୍କ ମଧ୍ୟରେ ରହିଥାଏ।ଲିଡରସିପ ଗୁଣ ରହିଥିବା କାରଣରୁ ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ଦେଖାଯାଏ।ତେବେ ଏହି କ୍ଷେତ୍ରରେ ଏମାନଙ୍କୁ କୌଣସି ଅସୁବିଧା ହୋଇନଥାଏ।

ଦ୍ୱିତୀୟ ହେଉଛି ପ୍ରକୃତି।S ନାମ ଥିବା ବ୍ୟକ୍ତିମାନଙ୍କ ସ୍ଵଭାଵ କ୍ରୋଧି ମଧ୍ୟ ହୋଇଯାଇଥାଏ।ଏମାନେ ସତ୍ୟର ସାଥ ଦେଲାଭଳି ହୋଇଥାନ୍ତି।ଏମାନେ ଟିକେ ଗମ୍ଭୀର ହୋଇପାରନ୍ତି।R ନାମ ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାନ୍ତି।ଏମାନେ ଲୋକଙ୍କ ସାହାଯ୍ୟ କରିବା ଅଧିକ ପସନ୍ଦ କରନ୍ତି।ବେଳେବେଳ ଟିକେ ଜିଦ୍ଦି ହୋଇଯାଆନ୍ତି।ତେବେ ଏହି କ୍ଷେତ୍ରରେ ମଧ୍ୟ ଏମାନଙ୍କ ମଧ୍ୟ କୌଣସି ଅସୁବିଧା ହୋଇନପାରେ।

ତୃତୀୟ ହେଉଛି ଆର୍ଥିକ।S ନାମ ବ୍ୟକ୍ତିମାନେ ନିଜ କରିୟରକୁ ନେଇ ଏମାନେ ବହୁତ ଚିନ୍ତିତ ରହିଥାନ୍ତି କିନ୍ତୁ ଯେଉଁ ବି କ୍ଷେତ୍ରକୁ ଯାଆନ୍ତି ନିଜ ମାଲିକ ପ୍ରତି ବଫାଦାର ରହିଥାନ୍ତି।R ନାମ ବ୍ୟକ୍ତି ବହୁତ ବୁଦ୍ଧିମାନ ଏବଂ କ୍ରିଏଟିଭ ହୋଇଥାନ୍ତି।ଏମାନଙ୍କ ଡେଡିକେଟେଡ଼ ଗୁଣ ପାଇଁ ଏମାନେ ସବୁ କ୍ଷେତ୍ରରୁ ପଇସା କମାଇଥାନ୍ତି।ଏମାନଙ୍କୁ ବିଳାସପୂର୍ଣ ଜୀବନ ପସନ୍ଦ ହୋଇଥାଏ।ସେଥିପାଇଁ ଆର୍ଥିକ କ୍ଷେତ୍ରରେ ମଧ୍ୟ ଏହି ଯୋଡି ମଧ୍ୟରେ କୌଣସି ଅସୁବିଧା ଦେଖାଯାଇନଥାଏ।

ଚତୁର୍ଥ ହେଉଛି ବ୍ୟବହାର।S ନାମ ବ୍ୟକ୍ତିମାନେ ଟିକେ ସନ୍ଦେହି ହୋଇଥାନ୍ତି କିନ୍ତୁ ଏହା କେବେଳ ତାଙ୍କ ପ୍ରେମୀ ପ୍ରତି ହୋଇଥାଏ।ଏମାନେ ଲୋକଙ୍କର ବହୁତ ଖବର ରଖିଥାନ୍ତି କିନ୍ତୁ R ନାମ ଥିବା ବ୍ୟକ୍ତିମାନେ କାହାର ଖବର ରଖିବା ପସନ୍ଦ କରନ୍ତି ନାହିଁ ଏବଂ ଏହି କାରଣରୁ ଏମାନଙ୍କ ମଧ୍ୟରେ ଝଗଡା ହେବାର ସମ୍ଭାବନା ଥାଏ।

ପଞ୍ଚମ ହେଉଛି ଜୀବନଶୈଳୀ।S ନାମ ବ୍ୟକ୍ତିମାନେ ଅଧିକ ଆଧ୍ୟାତ୍ମିକ କ୍ଷେତ୍ରରେ କାମ କରିବାକୁ ପସନ୍ଦ କରନ୍ତି।ଏମାନେ ଲୋକଙ୍କର ଭଲ ବିଷୟରେ ଚିନ୍ତା କରିଥାନ୍ତି।R ନାମ ବ୍ୟକ୍ତିମାନେ ମଧ୍ୟ S ଭଳି ହୋଇଥାନ୍ତି।ଏମାନେ ମଧ୍ୟ ଲୋକଙ୍କର ହିତ ଚାହିଁଥାନ୍ତି ଏବଂ ଏହି ପ୍ରକୃତି ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ।ତେଣୁ ଏହି କ୍ଷେତ୍ରରେ ଏମାନେ ବହୁତ ଭଲ ହୋଇଥାନ୍ତି।

ଶେଷ ହେଉଛ ଆଧ୍ୟାତ୍ମିକ।S ନାମ ବ୍ୟକ୍ତିମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି କିନ୍ତୁ ଏମାନେ ବେଳେବେଳେ ଏହି ବିଶ୍ୱାସ ଉପରେ ପ୍ରଶ୍ନ ପଚାରିଥାନ୍ତି କାରଣ ଏମାନେ ବହୁତ ଲଜିକଲ ହୋଇଥାନ୍ତି।R ନାମ ବ୍ୟକ୍ତି ଭଗବାନଙ୍କ ଉପରେ ବହୁତ ଆସ୍ଥା ରଖିଥାନ୍ତି।ପ୍ରତ୍ୟେକ କାର୍ଯ୍ୟ ଭଗବାନଙ୍କ ଆଶୀର୍ବାଦ ନେଇ କରିଥାନ୍ତି।ଏହି କ୍ଷେତ୍ରରେ ଏମାନେ ପରସ୍ପର ଠାରୁ ଅଲଗା ହୋଇଥାନ୍ତି କିନ୍ତୁ ଯଦି ଏମାନେ ନିଜକୁ ବୁଝିଥାନ୍ତି ତାହେଲେ କୌଣସି ଅସୁବିଧା ହୋଇନଥାଏ।

ଏବେ ଆମେ ଜାଣିବା R ନାମ ବ୍ୟକ୍ତିଙ୍କର ଏବଂ D ନାମ ବ୍ୟକ୍ତିଙ୍କର ଯୋଡି କିପରି ହୋଇଥାଏ।ପ୍ରଥମ ହେଉଛି ବ୍ୟକ୍ତିତ୍ୱ।R ନାମ ଥିବା ବ୍ୟକ୍ତି ଦେଖିବାରେ ବହୁତ ସ୍ମାର୍ଟ ହୋଇଥାନ୍ତି।ସହିଷ୍ଣୁତା,ବୁଦ୍ଧି ଏବଂ ମାନବିକତା ଏମାନଙ୍କ ମଧ୍ୟରେ ରହିଥାଏ।ଲିଡରସିପ ଗୁଣ ରହିଥିବା କାରଣରୁ ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ଦେଖାଯାଏ।ସେହିପରି D ନାମ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ମଧ୍ୟ ବହୁତ ଭଲ ହୋଇଥାଏ କାରଣ ଏମାନଙ୍କ ମଧ୍ୟରେ ବହୁତ ଉର୍ଜା ରହିଥାଏ।ତେଣୁ ଏହି କ୍ଷେତ୍ରରେ ଏମାନଙ୍କୁ କୌଣସି ଅସୁବିଧା ହୋଇନଥାଏ।

ଦ୍ୱିତୀୟ ହେଉଛି ପ୍ରକୃତି।R ନାମ ବ୍ୟକ୍ତିଙ୍କର ପ୍ରକୃତି ବହୁତ ଭଲ ହୋଇଥାଏ।ଏମାନେ କୌଣସିବି ଗ୍ରୁପ କିମ୍ବା ଲୋକଙ୍କ ସହିତ ମିଶି ଯାଇଥାନ୍ତି।ନିଜ ଉଦାରତା କାରଣରୁ ସବୁଠି ପପୁଲର ହୋଇଥାନ୍ତି।D ନାମ ବ୍ୟକ୍ତି ବ୍ୟବସ୍ଥିତ ଜୀବନ ପସନ୍ଦ କରନ୍ତି।ଏମାନେ ଅଧିକ କନ୍ଫୟୁଜ ହୁଅନ୍ତି ନାହିଁ ଏବଂ ସେଥିପାଇଁ ଏମାନେ ବହୁତ ଶାନ୍ତ ହୋଇଥାନ୍ତି।ଏହି କ୍ଷେତ୍ରରେ ମଧ୍ୟ ଏମାନଙ୍କ ଯୋଡିକୁ କୌଣସି ଅସୁବିଧା ଆସିନଥାଏ।

ତୃତୀୟ ହେଉଛି ଫାଇନାନ୍ସିଆଲ।R ନାମ ବ୍ୟକ୍ତି ବହୁତ ବୁଦ୍ଧିମାନ ଏବଂ କ୍ରିଏଟିଭ ହୋଇଥାନ୍ତି।ଏମାନଙ୍କ ଡେଡିକେଟେଡ଼ ଗୁଣ ପାଇଁ ଏମାନେ ସବୁ କ୍ଷେତ୍ରରୁ ପଇସା କମାଇଥାନ୍ତି।ସେପରି D ନାମ ବ୍ୟକ୍ତିମାନେ ମଧ୍ୟ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନେ ମଧ୍ୟ ବହୁତ ପଇସା କମେଇଥାନ୍ତି।ତେଣୁ ଏହି କ୍ଷେତ୍ରରେ ମଧ୍ୟ ଏହି ଯୋଡିକୁ କୋଣସି ଅସୁବିଧା ହୋଇନଥାଏ।

ଚତୁର୍ଥ ହେଉଛି ବ୍ୟବହାର।R ନାମ ବ୍ୟକ୍ତି ମଜାକିଆ କିସମର ହୋଇଥାନ୍ତି।ଏମାନେ ଲୋକଙ୍କୁ ବହୁତ ପ୍ରଭାବିତ କରିଥାନ୍ତି ଏବଂ ମୋଟିଭେଟ ମଧ୍ୟ କରିଥାନ୍ତି।ଏଥିପାଇଁ ଏମାନେ ଲୋକଙ୍କ ମଧ୍ୟରେ ବହୁତ ପପୁଲର ହୋଇଥାନ୍ତି।ବ୍ୟବହାର କ୍ଷେତ୍ରରେ ଏମାନେ ବହୁତ ଭଲ ହୋଇଥାନ୍ତି।D ନାମ ବ୍ୟକ୍ତିମାନେ ମଧ୍ୟ ସବୁବେଳେ ଅନ୍ୟସହ ଠିଆ ହୁଅନ୍ତି।ବିପଦରେ ଅନ୍ୟର ସାହାଯ୍ୟ କରନ୍ତି।ତେଣୁ ଏହି କ୍ଷେତ୍ରରେ ମଧ୍ୟ ଏହି ଯୋଡିକୁ କୌଣସି ଅସୁବିଧା ହୋଇନଥାଏ।

ପଞ୍ଚମ ହେଉଛି ଜୀବନଶୈଳୀ।ଏମାନେ ବିଳସପୂର୍ଣ ଜୀବନ ପସନ୍ଦ କରିଥାନ୍ତି।ଦାମୀ ଏବଂ ଆକର୍ଷିତ ଜିନିଷ ଏମାନଙ୍କୁ ପସନ୍ଦ ଆସିଥାଏ।ସେଥିପାଇଁ ଏମାନଙ୍କ ଖର୍ଚ୍ଚ ଅଧିକ ହୋଇଥାଏ କିନ୍ତି D ନାମ ବ୍ୟକ୍ତିମାନେ ଜୀବନକୁ ଏକ ଅଲଗା ରୂପରେ ଦେଖିଥାନ୍ତି।ଏମାନଙ୍କ ବହୁତ ଇଛାଶକ୍ତି ରହିଥାଏ ଏବଂ ଏମାନେ ପ୍ରତ୍ୟେକ ସିଦ୍ଧାନ୍ତକୁ ଆପଣେଇ ଚାଲିଥାନ୍ତି।ଏହି କ୍ଷେତ୍ରରେ ଅଧିକ ଅସୁବିଧା ହୁଏ ନାହିଁ କିନ୍ତି ଛୋଟମୋଟ ଝଗଡା ଦେଖାଯାଇପାରେ।

ଷଷ୍ଠ ହେଉଛି ଆଧ୍ୟାତ୍ମିକ।R ନାମ ବ୍ୟକ୍ତି ଭଗବାନଙ୍କ ଉପରେ ବହୁତ ଆସ୍ଥା ରଖିଥାନ୍ତି।ପ୍ରତ୍ୟେକ କାର୍ଯ୍ୟ ଭଗବାନଙ୍କ ଆଶୀର୍ବାଦ ନେଇ କରିଥାନ୍ତି।ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି।ସେହିପରି D ନାମ ବ୍ୟକ୍ତିମାନେ ମଧ୍ୟ ବହୁତ ଅଧିକ ଧାର୍ମିକ ହୋଇଥାନ୍ତି।ଏମାନେ ବହୁତ ଶୀଘ୍ର ଡରିଯାଆନ୍ତି ଏବଂ ସେଥିପାଇଁ ଭଗବାନଙ୍କ ଉପରେ ପୁର୍ଣ ଆସ୍ଥା ରଖିଥାନ୍ତି।ତେଣୁ ଏହି କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ଆସିବ ନାହିଁ।

ସପ୍ତମ ହେଉଛି ନେଗେଟିଭ ପାର୍ଶ୍ଵ।R ନାମ ଥିବା ବ୍ୟକ୍ତିମାନେ କେବେକେବେ ସ୍ୱାର୍ଥୀ ହୋଇଯାଆନ୍ତି।ଏମାନେ ନିଜ ମନ କଥା ହି କରିଥାନ୍ତି କାହାର କିଛି କଥା ଶୁଣନ୍ତି ନାହିଁ।କେବେକବେ ଏମାନେ ବହୁତ ଅଧିକ ଖର୍ଚ୍ଚ କରିଥାନ୍ତି ଏବଂ ସେଥିପାଇଁ ଆର୍ଥିକ ସମସ୍ୟାରେ ପଡ଼ିଥାନ୍ତି।D ନାମ ବ୍ୟକ୍ତିମାନେ ବେଳେବେଳେ ସନ୍ଦେହି ହୋଇଯାଆନ୍ତି।ବୁଝାବଣା ପସନ୍ଦ କରନ୍ତି ନାହଁ ଯାହା ଆଗକୁ ଯାଇ ଏମାନଙ୍କୁ ଅସୁବିଧାରେ ପକାଇଥାଏ।ଯଦି ଏମାନେ ପରସ୍ପରକୁ ନ ବୁଝନ୍ତି ତାହାଲେ ଏହି କ୍ଷେତ୍ରରେ ଏମାନଙ୍କ ମଧ୍ୟରେ ସବୁଠୁ ବଡ଼ ଝଗଡା ହୋଇପାରେ।

ସାଙ୍ଗମାନେ ୨ଟି ଯୋଡିକୁ ଆମେ ଦେଖିଲେ କିନ୍ତୁ ଆମ ହିସାବରେ R ବ୍ୟକ୍ତିମାନଙ୍କର ସବୁଠୁ ଅଧିକ S ବ୍ୟକ୍ତିଙ୍କ ସହ ପଡିବ,D ସହ ମଧ୍ୟ ପଡିବ କିନ୍ତୁ S ସହ ସେମାନେ ଅଧିକ ଭଲରେ ରହିପାରିବେ।

Leave a Reply

Your email address will not be published. Required fields are marked *