March 3, 2024

Odia Express

News For Public

A ନାମଧାରୀ ବ୍ୟକ୍ତି ମାନଙ୍କ ପାଇଁ ୨୦୨୧ ର ବାକି ମାସ ଗୁଡିକ କିପରି ରହିବ -A ନାମର ଲୋକ ହେଇଥିଲେ ନିଶ୍ଚୟ ଆଗ ପଢିନିୟନ୍ତୁ…

1 min read

ସାଙ୍ଗମାନେ ଆପଣକଂ ନାମର ପ୍ରଥମ ଅକ୍ଷର ଆପଣଙ୍କ ବ୍ୟକ୍ତିତ୍ୱ ଓ ସ୍ଵଭାବ ଉପରେ ପ୍ରଭାବ ପକାଇଥାନ୍ତି।ପ୍ରତି ନାମର କିଛି ନା କିଛି ଅର୍ଥ ନିହାତି ରହିଥାଏ।ଏହାଦ୍ବାରା ଆପଣଙ୍କ ସ୍ୱଭାବର ପରିଚୟ ହୋଇଥାଏ।ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ତାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ।ଆର୍ଥିକ ବର୍ଷ ୨୦୨୧ ରେ ଏ ନାମଧାରୀ ବ୍ୟକ୍ତି ମାନଙ୍କ ସମସ୍ତ ସୂଚନା ଦିଆଯାଇଛି।

ସ୍ଵଭାବ: ଯେଉଁ ବ୍ୟକ୍ତି ମାନଙ୍କ ନାମ ଏ ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଧୈର୍ଯ୍ୟବାନ,ସରଳ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି।ଏହା ସହିତ ଏମାନେ ଶାନ୍ତ ମିଜାଜ ଓ ଯତ୍ନଶୀଳ ସ୍ୱଭାବର ହୋଇଥାନ୍ତି।ଏମାନଙ୍କୁ ଯେତେବେଳେ ରାଗ ଆସେ ତାହା ଶାନ୍ତ ହେବାପାଇଁ କିଛି ସମୟ ନେଇଥାଏ।ଏମାନେ ଟିକେ ଖୋଲା ହୃଦୟର ହୋଇଥାନ୍ତି।

ଶିକ୍ଷା: ବର୍ଷ ୨୦୨୧ ପାଇଁ ଛାତ୍ର ମାନଙ୍କ ପାଇଁ ଓ ରିସର୍ଚ୍ଚ ପାଇଁ ବହୁତ ଅନୁକୂଳ ରହିବ।ଏହି ବର୍ଷ ଆପଣକୁ ଆପଣଙ୍କ କଡ଼ା ପରିଶ୍ରମର ଫଳ ମିଳିବ।ପ୍ରତିଯୋଗୀ ପରୀକ୍ଷା ଦେଉଥିବା ଛାତ୍ର ମାନଙ୍କ ପାଇଁ ଏହି ବର୍ଷ ଉତ୍ତମ ରହିବ।ଏହି ବର୍ଷ ଆପଣକୁ ଶିକ୍ଷାରେ ବିଶେଷ ସଫଳତା ମିଳିପାରେ।ଶିକ୍ଷା ବର୍ଷ ପାଇଁ ଏହି ବର୍ଷ ଅତି ଅନୁକୂଳ ଅଟେ।

ପ୍ରେମ-ବିବାହ: ପ୍ରେମ ସମ୍ପର୍କ ପାଇଁ ଏହି ବର୍ଷ ବହୁତ ଅନୁକୂଳ ରହିବ।ଏହି ବର୍ଷ ଆପଣ ଆପଣଙ୍କ ସାଥୀକୁ ପ୍ରେମ ନିବେଦନ କରିବେ।ଏହି ବର୍ଷ ଯଦି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତ ଏହି ବର୍ଷ ଉତ୍ତମ ଅଟେ।ଅବିବାହିତ ଲୋକ ମାନଙ୍କ ପାଇଁ ଏହି ବର୍ଷ ପ୍ରସ୍ତାବ ଆସିପାରେ।ଏହି ବର୍ଷ ଶେଷ ସୁଦ୍ଧା ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ସାଥୀ ମିଳିପାରେ।

ଚାକିରୀ ଜୀବନ: ଏହି ବର୍ଷ ଆପଣଙ୍କ ପାଇଁ ଚାକିରୀ କ୍ଷେତ୍ରରେ ବଢିଆ ରହିବ।ଏହି ବର୍ଷ ପ୍ରମୋଶନ ଓ ବେତନ ବୃଦ୍ଧି ହେବାର ସୁଯୋଗ ରହିଛି।ଯେଉଁ ବ୍ୟକ୍ତି ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଏହା ଧନଲାଭର ବର୍ଷ ଅଟେ।ଏହି ବର୍ଷ ଆପଣଙ୍କ ସବୁ ଇଛ ପୂରଣ ହେବ।କିନ୍ତୁ ଆପଣଙ୍କୁ ଏଥିପାଇଁ ଟିକେ ସମୟ ଲାଗିବ।ଏହି ବର୍ଷ ଆପଣଙ୍କ କ୍ୟାରିୟର ପାଇଁ ବହୁତ ଭଲ ବର୍ଷ।

ଆର୍ଥିକ ସ୍ଥିତି: ଏହି ବର୍ଷ ଆପଣ ମାନଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ବହୁତ ଭଲ ରହିବ।ଯଦି ଆପଣଙ୍କର ଅସୁବିଧା ଚାଲୁଛି ତ ଏହି ବର୍ଷ ଆପଣଙ୍କ ସମସ୍ୟା ଦୂର ହୋଇପାରେ।ଅଗଷ୍ଟ ପରଠାରୁ ଆପଣଙ୍କୁ ଲାଭ ହେବାକୁ ଲାଗିବ ଓ ଜମାପୁଞ୍ଜିରେ ବି ବୃଦ୍ଧି ଦେଖିବାକୁ ମିଳିବ।ଆର୍ଥିକ ନିଷ୍ପତି ନେବା ସମୟରେ ଲୋକ ମାନଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ।ପଇସାକୁ ନେଇ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *