March 3, 2024

Odia Express

News For Public

ଏହା ମଧ୍ୟରୁ ବାଛନ୍ତୁ ଏକ ପର ଏବଂ ଜାଣନ୍ତୁ ନିଜ ବିଷୟରେ କିଛି ଗଭୀର ରହସ୍ୟ – ଆପଣ କେଉଁ ସ୍ୱଭାବ ର ଅଟନ୍ତି ଏହି କଥା ଜାଣିବା ଦରକାର..

ନମସ୍କାର ସାଙ୍ଗମାନେ।ଆଜିର ଅରହି ଆର୍ଟିକିଲରେ ଆମେ କିଛି ସାଇକୋଲୋଜିକାଲ ତଥ୍ୟ ବିଷୟରେ ଜାଣିବା।ସାଙ୍ଗମାନେ ପିଲାବେଳେ ଉଡୁଥିବା ପରକୁ ଦେଖିବା ଏବଂ ତାକୁ ବାଛିକରି ନିଜ ନୋଟବୁକରେ ସଜାଇରଖିବା ସମସ୍ତିଙ୍କୁ ବହୁତ ଭଲ ଲାଗୁଥିଲା।ଅଲଗା ଅଲଗା ପକ୍ଷୀମାନଙ୍କ ପରର ଆକାର ଏବଂ ରଙ୍ଗ ମଧ୍ୟ ଅଲଗା ଅଲଗା ହୋଇଥାଏ।କିନ୍ତୁ ସେ ଯେତେ ଅଲଗା ଅଲଗା ପର ହେଲେ ମଧ୍ୟ କାମ ସମାନହିଁ କରିଥାଏ।ସେହି ସବୁ ପର ପକ୍ଷୀମାନଙ୍କୁ ଉଡିବାରେ ସାହାଯ୍ୟ କରେ।ମନୋବିଜ୍ଞାନ ଏହି ଅଲଗା ଅଲଗା ପରକୁ ଆପଣଙ୍କ ପସନ୍ଦ ଅନୁସାରେ ଆପଣଙ୍କ ମାନସିକ ଜ୍ଞାନ ଅର୍ଥାତ ଆପଣଙ୍କ ଭାବନା ସହିତ ଯୋଡ଼ିଥାଏ।ଅପଣଙ୍କ ଭାବନାହିଁ ଆପଣଙ୍କ ବ୍ୟକ୍ତିତ୍ୱ ନିର୍ଦ୍ଧାରିତ କରିଥାଏ।ମନୋବିଜ୍ଞାନ ଅନୁସାରେ ଏହି ପରଗୁଡିକ ବିଷୟରେ ଆପଣଙ୍କ ପସନ୍ଦ ଆପଣଙ୍କ ବିଷୟରେ କିଛି ଗଭୀର ତଥ୍ୟ ଖୋଲିଥାଏ।ଏଠାରେ ଆପଣଙ୍କୁ ପରର କିଛି ଚିତ୍ର ଦିଆ ଯାଇଛି।ଏହି ଚିତ୍ର ମଧ୍ୟରୁ ଆପଣ ବାଛନ୍ତୁ ଏକ ପର ଏବଂ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ।ତେବେ ଆସନ୍ତୁ ଜାଣିବା।

ଯଦି ଆପଣ ପ୍ରଥମ ପର ବାଛିଛନ୍ତି ତେବେ ଆପଣ ବହୁତ ଶାନ୍ତ ସ୍ୱଭାବ ଏବଂ ଦୟାଳୁ ବ୍ୟକ୍ତିତ୍ୱର ଅଟନ୍ତି।ଆପଣ ଲୋକମାନଙ୍କୁ ସାଥିରେ ନେଇ ଚାଳିବାରେ ବିଶ୍ୱାସ ରଖିଥାନ୍ତି।ଏହା କାରଣଯେ କଥା ଯେତେ ଗଭୀର ହେଲେ ମଧ୍ୟ ଆପଣ କଥାକୁ ବୁଝି ଶାନ୍ତିପୂର୍ବକ ତାକୁ ସମାଧାନ କରିବାର ଚେଷ୍ଟା କରିଥାନ୍ତି।ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣ ନିଜର ଚିନ୍ତା ନକରି ଅନ୍ୟର ସାହାଯ୍ୟ କରିବାରେ ସବୁବେଳେ ଆଗରେ ଥାନ୍ତି।

ଯଦି ଆପଣ ଦ୍ୱିତୀୟ ପର ବାଛିଛନ୍ତି ତେବେ ଆପଣ ପ୍ରତ୍ୟେକ ଜିନିଷକୁ ଭଲ ଭାବରେ ବୁଝନ୍ତି ଏବଂ ବହୁତ ଜଲଦି ଶିଖିଥାନ୍ତି।ଏହା କାରଣ ଥାଏ ଯେ ଯେବେ ଆପଣଙ୍କ ପାଖକୁ କିଛି ନୂଆ କରିବାର ଜିନିଷ ଆସିଥାଏ ତେବେ ଆପଣ ତାକୁ ବହୁତ ସହଜରେ କରିପାରିଥାନ୍ତି।ଏବଂ ଆପଣ ଲୋକମାନଙ୍କ ଠାରୁ ମଧ୍ୟ ଏହିପରି ଆଶା କରିଥାନ୍ତି।ଆପଣ ନିଜର ଜୀବନ ବିଷୟରେ କାହାକୁ କହିବା ପସନ୍ଦ କରିନଥାନ୍ତି।କିନ୍ତୁ ସାଙ୍ଗମାନଙ୍କ ସହିତ ସମୟ କାଟିବା ଆପଣଙ୍କୁ ବହୁତ ଭଲ ଲାଗିଥାଏ।

ଯଦି ଆପଣ ତୃତୀୟ ପର ବାଛିଛନ୍ତି ତେବେ ଆପଣ ଆତ୍ମନିର୍ଭରଶୀଳ ହେବାର ମଶାଲ ପ୍ରସ୍ତୁତ କରିଥାନ୍ତି।ଆପଣ ଜୀବନର ଛୋଟରୁ ଛୋଟ ଜିନିଷ ପାଇଁ କାହା ଉପରେ ନିର୍ଭର କରିବାକୁ ପସନ୍ଦ କରିନଥାନ୍ତି।ଆପଣ ନିଜର ଲକ୍ଷକୁ ପାଇବାପାଇଁ ମଧ୍ୟ ବହୁତ ଅଧିକ ପରିଶ୍ରମ କରିଥାନ୍ତି।ଏବଂ ପୁରା ଲଗନ ଏବଂ ଉତ୍ସାହ ସହିତ ତାକୁ ପୁରା କରିଥାନ୍ତି।ଆପଣ କେବେହେଲେ ହାର ମାନିବା ଭଳି ଲୋକ ନୁହନ୍ତି।ଏହା ଆପଣଙ୍କୁ ଆତ୍ମବିଶ୍ୱାସୀ କରିଥାଏ।

ଯଦି ଆପଣ ଚତୁର୍ଥ ପର ବାଛିଛନ୍ତି ତେବେ ଆପଣ ଉଚ୍ଚ ଚରିତ୍ରବାନ କିନ୍ତୁ ରହସ୍ୟ ମୟୀ ଅଟନ୍ତି।ଆପଣଙ୍କ କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ।ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ତାହାର ସମାଧାନ ଆପଣଙ୍କ ପାଖରେ ରହିଥାଏ।ଆପଣ ସବୁ କାମକୁ ନିଖୁଣ ଭାବରେ କରିବାକୁ ଚାହିଁଥାନ୍ତି।ଏବଂ କରିଥାନ୍ତି ମଧ୍ୟ। ଆପଣଙ୍କ ବ୍ୟକ୍ତିତ୍ୱ ଏତେ ପ୍ରଭାବଶାଳୀ ହୋଇଥାଏ ଯେ ଲୋକମାନେ ଚାହିଁଲେ ମଧ୍ୟ ଆପଣଙ୍କୁ ନଜରଅନ୍ଦାଜ କରିପାରିନଥାନ୍ତି।

ଯଦି ଆପଣ ପଞ୍ଚମ ପର ବାଛିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ଅଟନ୍ତି।ଆପଣଙ୍କ ରଚନାତ୍ମକତା ଏବଂ କଳ୍ପନାଶକ୍ତି ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ଅଟେ।ଆପଣ ବହୁତ ପ୍ରତିଭାଶାଳୀ ମଧ୍ୟ ଅଟନ୍ତି।ଆପଣ ସବୁକାମକୁ ପୁରା ବିଶ୍ୱସ୍ଥ ଏବଂ ନିଖୁଣ ଭାବୀ କରିଥାନ୍ତି।

Leave a Reply

Your email address will not be published. Required fields are marked *