March 3, 2024

Odia Express

News For Public

ଏହି ରାଶିର ପତ୍ନୀମାନେ ନିଜ ସ୍ୱାମୀକୁ ପଲକର ବସେଇ ରଖନ୍ତି – ମନକୁ ପାଇଲେ ଜୀବନ ସ୍ୱର୍ଗମୟ ହେଇଯିବ ଆପଣଙ୍କର..

1 min read

ସାଙ୍ଗମାନେ ବିବାହ କରିବା ପ୍ରତ୍ୟେକ ମଣିଷର ଜୀବନରେ ଏକ ଖାସ ସମୟ ହୋଇଥାଏ।ଏହି ରିସ୍ତାରେ ବାନ୍ଧିହେବା ପରେ ବ୍ୟକ୍ତିର ଜୀବନରେ ବହୁତ ପରିବର୍ତ୍ତନ ଆସିଥାଏ।କୌଣସିବି ବିବାହକୁ ଲମ୍ବା ସମୟ ରଖିବା ପାଇଁ ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ଏବଂ ମାନସମ୍ମାନ ରହିବା ଆବଶ୍ୟକ ହୋଇଥାଏ।ଏମିତିତ ପାଖାପାଖି ପ୍ରତ୍ୟେକ ପତ୍ନୀ ନିଜ ପତିକୁ ପ୍ରେମ କରିଥାନ୍ତି କିନ୍ତୁ କିଛି ଏମିତି ମଧ୍ୟ ଥାଆନ୍ତି ଯିଏ ବିବାହର ବହୁତ ଦିନ ପରେ ମଧ୍ୟ ନିଜ ପତିଙ୍କୁ ସେମିତିହି ଭଲ ପଇଥାନ୍ତି।ଏମାନେ ନିଜ ପତିଙ୍କର ପ୍ରତ୍ୟେକ ଛୋଟବଡ କଥାର ଧ୍ୟାନ ରଖିଥାନ୍ତି।ଏମାନଙ୍କ ପାଇଁ ନିଜ ପତି ଛଡା କିଛି ବଡ ହୋଇନଥାଏ।ଏମାନେ ପତିବ୍ରତା ହୋଇଥାନ୍ତି ଏବଂ ଏଥିପାଇଁ ଆପଣ ଏହା ବି କହିପାରିବେ କି ଏମାନେ ନିଜ ପତିକୁ ପଲକରେ ବସେଇ ରଖନ୍ତି।ଏହିପ୍ରକାର ମହିଳାଙ୍କୁ ବିବାହ କରି ପୁରୁଷ ନିଜକୁ ଧନ୍ୟ ମନେ କରିଥାଏ।ଚାଲନ୍ତୁ ଜାଣିବା ଏମିତି କୌଣସି ରାଶି ଅଛି ଯାହାର ମହିଳା ନିଜ ପତିଙ୍କୁ ବହୁତ ପ୍ରେମ କରିଥାନ୍ତି।

ପ୍ରଥମ ହେଉଛି ମେଷ ରାଶି:-ଏହି ରାଶିର ମହିଳାମାନଙ୍କ ପାଇଁ କୌଣସିବି ରିସ୍ତା ବହୁତ ମହତ୍ଵ ରଖିଥାଏ।ଏମିତିରେ ଯେବେ ସେ ନିଜ ପତି ସହିତ ରିସ୍ତା ଯୋଡ଼ିଥାନ୍ତି ତାହେଲେ ତାଙ୍କ ଉପରେ ସବୁକିଛି ଅଜାଡି ଦିଅନ୍ତି।ଏହି ରାଶିର ମହିଳା ବହୁତ ବୁଦ୍ଧିମାନ ଅଟନ୍ତି ଏବଂ ନିଜ ପତିର ପ୍ରତ୍ୟେକ ଛୋଟବଡ କଥାର ଧ୍ୟାନ ରଖନ୍ତି।ଏମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲସେ ବୁଝିଥାନ୍ତି ଏବଂ ସେଥିପାଇଁ ତାଙ୍କୁ କଣ୍ଟ୍ରୋଲ କରିବା ଏମାନଙ୍କ ପାଇଁ ବହୁତ ସହଜ ହୋଇଥାଏ।ଯଦି ଏମାନଙ୍କ ପତି ଦୁଃଖରେ ଥାଏ ତାହେଲେ ତାଙ୍କୁ ନିଜ କଥାରେ ହସାଇବା ଏମାନଙ୍କୁ ଭଲ ଭାବରେ ଆସିଥାଏ।

ଦ୍ୱିତୀୟ ହେଉଛି କର୍କଟ ରାଶି:-ଏହି ରାଶିର ମହିଳା ବହୁତ ସ୍ନେହୀ ହୋଇଥାନ୍ତି।ଏମାନଙ୍କୁ ନିଜ ପତିର ସୁଖ କଥା ସବୁବେଳେ ଚିନ୍ତା କରିଥାନ୍ତି।ଖାସ କଥା ଏହା କି ପତିସହିତ ବହୁତ ଥର ଝଗଡା ହେବା ପରେ ମଧ୍ୟ ଏମାନେ ତାଙ୍କର ବହୁତ ଚିନ୍ତା କରିଥାନ୍ତି।ଦୁଃଖ ସମୟରେ ଏମାନେ ନିଜ ପତିର ଅଧିକ ସେବା କରିଥାନ୍ତି।ଏମାନେ ବହୁତ ଭଲ ଗୃହିଣୀ ହୋଇଥାନ୍ତି ଏବଂ ନିଜ ପତିର ଖାଇବା ପିଇବା ଏବଂ ରହିବା ଶୋଇବାର ମଧ୍ୟ ବହୁତ ଭଲରେ ଧ୍ୟାନ ରଖିଥାନ୍ତି।ଏହିଭଳି ପତ୍ନୀ ପାଇ ପତି ନିଜକୁ ସୋଭାଗ୍ୟଶାଳୀ ଭାବିଥାନ୍ତି।

ତୃତୀୟ ହେଉଛି କନ୍ୟା ରାଶି:-ଏହି ରାଶିର ମହିଳାମାନେ ପତିଙ୍କୁ ବହୁତ ପ୍ରେମ କରିଥାନ୍ତି ଏବଂ ଏମାନେ ନିଜ ପତିଙ୍କୁ ସର୍ବପ୍ରଥମେ ରଖିଥାନ୍ତି।ନିଜ ପତିଙ୍କ ଆବଶ୍ୟକ ପାଇଁ ଏମାନେ ନିଜେ କଷ୍ଟ ସହି ନିଅନ୍ତି।ଏମାନଙ୍କ ଖାସ କଥା ଏହା ହୋଇଥାଏ କି ନିଜ ପତିର ମାନସମ୍ମାନ ଏବଂ ଖୁସି ପାଇଁ ଏମାନେ କାହା ସହ ମଧ୍ୟ ଲଢ଼ିପାରନ୍ତି।ଏମାନେ ନିଜ ବାପଘରଠୁ ଅଧିକ ନିଜ ପତିଙ୍କର ହୋଇଥାନ୍ତି।ଏମାନଙ୍କ ଏହି ଗୁଣ ପାଇଁ ଏମାନଙ୍କ ପତି ମଧ୍ୟ ଏମାନଙ୍କୁ ବହୁତ ପ୍ରେମ କରିଥାନ୍ତି।

ଚତୁର୍ଥ ହେଉଛି କୁମ୍ଭ ରାଶି:-ଏହି ରାଶିର ମହିଳା ସବୁବେଳେ ଏହା ଚେଷ୍ଟା କରିଥାନ୍ତି କି ଯେମିତି ଏମାନଙ୍କ ପତିଙ୍କ ମୁହଁରେ ହସ ସବୁବେଳେ ରହିଥାଉ।ଏମାନେ କେବେବି ନିଜ ପତିଙ୍କୁ ଦୁଃଖୀ ଦେଖିପାରନ୍ତି ନାହିଁ ଏଥିପାଇଁ ଏମାନେ ସବୁବେଳେ ନିଜ ଦୁଷ୍ଟାମୀ ଏବଂ ମଜାକିଆପଣରେ ପତିକୁ ଖୁସି ରଖିଥାନ୍ତି।ଏମାନଙ୍କୁ ବାହା ହେଲା ପରେ ପତି କେବେ ବୋର ହୁଏ ନାହିଁ।

Leave a Reply

Your email address will not be published. Required fields are marked *