March 3, 2024

Odia Express

News For Public

ଶନି ମାର୍ଗୀ ୨୦୨୧ – ଶନିଙ୍କର ସିଧା ଚଳନ ଆରମ୍ଭ,ଏଇ ସବୁ ରାଶିର ଭାଗ୍ୟ ବଦଳିଯିବ – ଦେଖନ୍ତୁ ଭାଗ୍ୟବାନ ରାଶି କିଏ..

ସାଙ୍ଗ ମାନେ ଶନି ୧ ମେ ର ଶନିବାର ସକାଳୁ ୧୦: ୪୦ ମିନିଟରୁ ମାର୍ଗି ହୋଇଯାଇଛନ୍ତି। ବକ୍ରୀର ଅର୍ଥ ଓଲଟା ଓ ମାର୍ଗୀର ଅର୍ଥ ସିଧା ଚାଲିବା। ବକ୍ରି ଅବସ୍ଥାରେ ଗ୍ରହ ଗୁଡ଼ିକ ନକରାତ୍ମକ ପ୍ରଭାବ ପକାଇଥାନ୍ତି। ମର୍ଗୀ ଅବସ୍ଥାରେ ଗ୍ରହ ଗୁଡ଼ିକ ଜାତକ ଉପରେ ସକରାତ୍ମକ ପ୍ରଭାବ ପକାଇଥାନ୍ତି।୧ ମେ ରୁ ଶନି ମାର୍ଗୀ ଅବସ୍ଥାରେ ଚାଲିବା ଦ୍ଵାରା କେତେକ ଜାତକ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ।ଶନି ଏଯାଏ ମକର ରାଶିରେ ଓଲଟା ଚାଲୁଥିଲେ।କିନ୍ତୁ ୮ ମେ ରୁ ଶନି ସିଧା ଚାଲିବା ଆରମ୍ଭ କରିବେ।

ଶନିଙ୍କର ସାଢେ଼ ସାତି ଧନୁ,ମକର,କୁମ୍ଭ ରାଶି ଉପରେ ଅଛି।ଶନିଙ୍କର ସାଢେ଼ ସାତି ତିନୋଟି ଚରଣରେ ହୋଇଥାଏ।ଶନି ର ପ୍ରଥମ ଚରଣ କୁମ୍ଭ ରାଶି ଉପରେ ଅଛି ଓ ଦ୍ଵିତୀୟ ଚରଣ ମକର ରାଶି ଓ ତୃତୀୟ ଚରଣ ଧନୁ ରାଶି ଉପରେ ଅଛି।ସାଢେ଼ ସାତି ଚାଲିବା ଦ୍ଵାରା ଜାତକ ଉପରେ ଖରାପ ପ୍ରଭାବ ପଡିଥାଏ।

ମିଥୁନ ଓ ତୁଳା ରାଶି ଉପରେ ଏବେ ଶନିଙ୍କର ଖରାପ ଦୃଷ୍ଟି ରହିଛି।ଏହା ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାଏ।ଏହା ଦ୍ଵାରା ମଧ୍ୟ ଜାତକ ଉପରେ ଖରାପ ପ୍ରଭାବ ପଡିଥାଏ।

ଶନିଙ୍କର ମେଷ ରାଶି ଉପରେ ମାର୍ଗି ହେବା ଆପଣଙ୍କ ଜାତକ ଉପରେ ଭଲ ପ୍ରଭାବ ପକାଇବ।ଏହା ଦ୍ଵାରା ଆପଣକଂ ଭଲ ସମୟ ଆରମ୍ଭ ହୋଇଯିବ।

ବୃଷ ରାଶି ଶୁଭ ଓ ସୁଖଦ ଫଳ ଦେବା ଯାତ୍ରାରେ ବୃଦ୍ଧି ହେବ।ଆପଣଙ୍କ ରାଶି ପାଇଁ ଶନିଙ୍କର ମାର୍ଗି ହେବା ଆପଣଙ୍କ ଧନ ବୃଦ୍ଧିରେ ସହାୟକ ହେବ।

ମିଥୁନ ରାଶି ପାଇଁ ଶନିଙ୍କର ମାର୍ଗି ହେବା ଅତ୍ୟନ୍ତ ଶୁଭଫଳ ଦାୟକ ହେବ।

କର୍କଟ ରାଶି ପାଇଁ ଶନିଙ୍କର ମାର୍ଗି ହେବା ଆପଣଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଭଲ ପ୍ରଭାବ ପକାଇବ।

ସିଂହ ରାଶି ଜାତକ ପାଇଁ ଶନିଙ୍କର ପଞ୍ଚମ ଭାଗରେ ମାର୍ଗି ହେବା ବୈବାହିକ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ।

କନ୍ୟା ରାଶି ଜାତକ ପାଇଁ ଶନିଙ୍କର ମାର୍ଗି ହେବା ଅତ୍ୟନ୍ତ ଭଲ ଅଟେ।ଏହା ଦ୍ଵାରା ତାଙ୍କ ଜୀବନର ସମସ୍ତ ଅସୁବିଧା ଦୂର ହୋଇ ଯାଇପାରେ।

ତୁଳା ରାଶି ପାଇଁ ଶନିଙ୍କର ମାର୍ଗି ହେବା ଠିକ ଠାକ ଅଟେ।ଅଧିକ ପରିଶ୍ରମ କରିବା ପରେ ହିଁ ଆପଣଙ୍କୁ ଫଳ ମିଳିବ।ଭାଗ୍ୟ ର ଭରପୁର ସହାୟକ ମିଳିବ।

ବିଛା ରାଶି ପାଇଁ ଏହା ଅତ୍ୟନ୍ତ ଅନୁକୂଳ ଅଟେ।ଏହା ଏମାନଙ୍କୁ ଭଲ ଫଳ ପ୍ରଦାନ କରିବ।ଆପଣଙ୍କ ସୁଖ ସୁବିଧାରେ ବୃଦ୍ଧି ହେବ।

ଶନିଙ୍କର ମାର୍ଗି ହେବା ଧନୁ ରାଶି ପାଇଁ ଧନ ସଂପତ୍ତି ଆଣି ପରେ।ଆପଣକୁ ସବୁ ପ୍ରକାର ସକାରାତ୍ମକ ଫଳ ମିଳିଥାଏ।ମାର୍ଗି ଶନି ଆପଣଙ୍କୁ ଉନ୍ନତିର ରାସ୍ତା ଦେଖାଇଥାନ୍ତି।

ମକର ରାଶି ଶନିଙ୍କର ରାଶି ଅଟେ।ଯଦି ଶନି ୧୨ ନମ୍ୱର୍ ସ୍ଥାନରୁ ମାର୍ଗି ହୋଇଥାନ୍ତି ତ ଏହା ଆପଣଙ୍କୁ ଭଲ ଫଳ ଦେଇଥାଏ। ମାନ ସମ୍ମାନ ଓ ଭାଗ୍ୟର ଭରପୁର ସାଥ ମିଳିଥାଏ।

ମକର ରାଶି ଛଡ଼ା କୁମ୍ଭ ରାଶିକୁ ବି ଶନିଙ୍କର ସ୍ବାମୀତ୍ଵ ମିଳିଥାଏ।ଚାକିରୀ ପାଇଁ ଶନି ର ମାର୍ଗି ହେବା ବହୁତ ଭଲ ହୋଇଥାଏ।ଧନ ଲାଭ ହୋଇପାରେ।

ମୀନ ରାଶି ପାଇଁ ମାର୍ଗି ହେବା ସମାନ ଭାବେ ଫଳ ଦେବ।ଆପଣକୁ ବିଶେଷ କ୍ଷତି ବା ଲାଭ ମଧ୍ୟ ହେବ ନାହିଁ।

Leave a Reply

Your email address will not be published. Required fields are marked *