March 3, 2024

Odia Express

News For Public

ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପତ୍ର ଓ ଜାଣନ୍ତୁ ନିଜ ବ୍ୟକ୍ତିତ୍ୱ ବିଷୟରେ ଏକ ସତ୍ୟ – ଏହା ପରେ ଆପଣ ନିଜ କୁ ନିଜେ ଧନ୍ୟବାଦ ଦେବେ..

1 min read

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ଏକ ମନୋରଞ୍ଜନ ପୂର୍ଣ୍ଣ ଟେଷ୍ଟ ଆଣିଚି ଯାହା ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ସତ କହିବ।ଏଠାରେ ବିଭିନ୍ନ ରଙ୍ଗର ଆଠୋଟି ଶରତ ଋତୁର ଫୁଲ ଦିଆଯାଇଛି।ଆପଣଙ୍କୁ ଯେଉଁ ପତ୍ର ଭଲ ଲାଗୁଚି ତାହା ବାଛନ୍ତୁ।ସେହି ପତ୍ର ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜଣାଇବ।

୧-ନାଲି ରଙ୍ଗର ପତ୍ର:- ନାଲି ସାହସ ଓ ଆତ୍ମବିଶ୍ବାସର ରଙ୍ଗ ହୋଇଥାଏ।ଯଦି ଆପଣ ନାଲି ରଙ୍ଗକୁ ବାଛିଛନ୍ତି ତ ଆପଣ ସକ୍ରିୟ ଓ ଆଶାବାଦୀ ବ୍ୟକ୍ତି ଅଟନ୍ତି।ଆପଣ ସର୍ବଦା ସତ ଓ ବିଶ୍ଵାସକୁ ଭରସା କରିଥାନ୍ତି।ଆପଣ ସବୁବେଳେ ଉର୍ଜାରେ ଭରପୁର ରହିଥାନ୍ତି।

୨-ନାରଙ୍ଗୀ ରଙ୍ଗର ପତ୍ର:- ନାରଙ୍ଗୀ ଆଶାବାଦୀର ରଙ୍ଗ ହୋଇଥାଏ।ଆପଣ ବହୁତ ସକାରାତ୍ମକ ଓ ମିଳନଶିଳ ବ୍ୟକ୍ତି ଅଟନ୍ତି।ଆପଣ ଏକ ଭଲ ସାଙ୍ଗ ଅଟନ୍ତି।ଆପଣ ସବୁବେଳେ ମନୋରଞ୍ଜନକୁ ପସନ୍ଦ କରିଥାନ୍ତି।ଆପଣଙ୍କୁ ଚାହୁଁଥିବା ବ୍ୟକ୍ତି ମାନଙ୍କର ସଂଖ୍ୟା ସବୁବେଳେ ଅଧିକ ରହିଥାଏ।

୩-ହଳଦିଆ ରଙ୍ଗର ପତ୍ର:- ହଳଦିଆ ଆନନ୍ଦ ଓ ଉଲ୍ଲାସର ରଙ୍ଗ ହୋଇଥାଏ।ଆପଣଙ୍କ ପାଖରେ ଏକ ବହୁତ ରଚନାତ୍ମକ ମୁଣ୍ଡ ଅଛି।ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ପୂର୍ଣ୍ଣତାବାଦୀ ଅଟନ୍ତି।

୪-ସବୁଜ ରଙ୍ଗର ପତ୍ର:-ଯଦି ଆପଣ ସବୁଜ ରଙ୍ଗକୁ ବାଛିଛନ୍ତି ତ ଆପଣ ସର୍ବଦା ଆପଣଙ୍କ ଜୀବନରେ ସନ୍ତୁଳନ ବଜାୟ ରଖିବାକୁ ଚାହାଁନ୍ତି।ଆପଣ ଏକ ଦୟାଳୁ ଓ ଉଦାର ସ୍ୱଭାବର ବ୍ୟକ୍ତି ଅଟନ୍ତି।

୫-ନୀଳ ରଙ୍ଗର ପତ୍ର:- ନୀଳ ରଙ୍ଗ ଭରସାର ରଙ୍ଗ ହୋଇଥାଏ।ଆପଣ ସେହି ମାନଙ୍କ ଭିତରୁ ହୋଇଥାନ୍ତି ଯେଉଁମାନେ ନିଜ କଥାର ପକ୍କା ହୋଇଥାନ୍ତି।ଲୋକମାନେ ଆପଣକଂ ଉପରେ ଖୁବଶିଘ୍ର ଭରସା କରିଥାନ୍ତି।ଅଭିନୟ କରିବା ଆପଣଙ୍କୁ ପସନ୍ଦ ହୋଇନଥାଏ।

୬-ମାଟିଆ ରଙ୍ଗର ପତ୍ର:- ଏହା ବିଶ୍ୱସ୍ତତାର ରଙ୍ଗ ହୋଇଥାଏ।ଯଦି ଆପଣ ମାଟିଆ ରଙ୍ଗକୁ ବାଛିଛନ୍ତି ତ ଆପଣ ବହୁତ ଖୋଲା ବିଚାରର ବ୍ୟକ୍ତି ହୋଇଥାନ୍ତି।ଆପଣ ଇମାନଦାର,ବିଶ୍ଵସ୍ତ ଶ୍ରେଣୀର ବ୍ୟକ୍ତି ହୋଇଥାନ୍ତି।ଆପଣ ଆପଣଙ୍କ ବିଚାରକୁ ସମସ୍ତଙ୍କ ସାମ୍ନାରେ ରଖିଥାନ୍ତି।

୭-ଧଳା ରଙ୍ଗର ପତ୍ର:- ଏହା ନୂଆ ଆରମ୍ଭର ରଙ୍ଗ ହୋଇଥାଏ।ଯଦି ଆପଣ ଧଳା ରଙ୍ଗକୁ ବାଛିଛନ୍ତି ତ ଆପଣ ଆପଣଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହାଁନ୍ତି।ଆପଣ ବହୁତ୍ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି।ଆପଣ ବହୁତ ଶାନ୍ତି ପ୍ରିୟ ବ୍ୟକ୍ତି ହୋଇଥାନ୍ତି।

୮-କଳା ରଙ୍ଗର ପତ୍ର:-କଳା ଶକ୍ତିର ରଙ୍ଗ ହୋଇଥାଏ।ଆପଣ ଯଦି କଳା ରଙ୍ଗକୁ ବାଛିଛନ୍ତି ତ ଆପଣ ସ୍ଵତନ୍ତ୍ର ଶ୍ରେଣୀର ବ୍ୟକ୍ତି ଅଟନ୍ତି।ଆପଣଙ୍କ ପାଖରେ ମଜବୁତ ଇଚ୍ଛାଶକ୍ତି ରହିଥାଏ।ଆପଣ ଯେ କୌଣସି ସ୍ଥିତିକୁ ସମ୍ଭଳିବାରେ ମାହିର ଅଟନ୍ତି।

Leave a Reply

Your email address will not be published. Required fields are marked *