March 3, 2024

Odia Express

News For Public

ଏହି ତେଲ ଚୁଟି ଏତେ କଳା କରିଦେବ କି ହେୟାର ଡ୍ରାଏ ଭୁଲିଯିବେ – ଜୀବନସାରା କଳା ହେଇକି ରହିବ ଆପଣଙ୍କ ଚୁଟି..

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କ ପାଖରେ ଏକ ଏମିତି ଘରୋଇ ପ୍ରକ୍ରିୟାରେ ନିର୍ମିତ ତେଲ ନେଇକି ଆସିଛୁ ଯାହା ଆପଣଙ୍କ ଶରୀର ତଥା ଆପଣଙ୍କ ଚୁଟି ପାଇଁ ବହୁତ ଲାଭଦାୟକ ହେବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହାର ସବୁଠୁ ଭଲ ଉପକାର ଏହା କି ଏହା ସମ୍ପୂର୍ଣ୍ଣ ରୂପେ ଘରୋଇ ଉପାୟରେ ନିର୍ମିତ ତେଣୁ ଏହାର କିଛିବି ପାଶ୍ୱପ୍ରତିକ୍ରିୟା ନାହିଁ। ଏହା ଆମ ଚୁଟି କଳା କରିବା ସହିତ ହି ଆମ ଶରୀରକୁ ସୁସ୍ଥ ରଖିଥାଏ।ତ ଚାଲନ୍ତୁ ଜାଣିବା ଏହାର ପ୍ରକ୍ରିୟା ବାବଦରେ।ତେବେ ଆସନ୍ତୁ ଆରମ୍ଭ କରିବା

ଆମେ ଯେତେବେଳେ ୩୦ ବର୍ଷ ପରେ ପହଞ୍ଚି ଯାଉ ସେତେବେଳେ ଆମ ଚୁଟି ଧୀରେ ଧୀରେ ଧଳା ହେବାକୁ ଲାଗେ।ଆମେ ସାଙ୍ଗେ ସାଙ୍ଗେ ହି ବ୍ୟତିବ୍ୟସ୍ତ ହେଇଯାଉ ତେଣୁ ଆମେ ଆମ ଚୁଟିରେ ବହୁତ ସାରା ବାହାର କେମିକାଲ ତଥା ହେୟାର କଲର ଲଗେଇବା ଆରମ୍ଭ କରି ଦେଇ ଥାଉ।ଏହାର ଫଳାଫଳ ଏଇଆ ହୁଏକି ଆମର ଯେତିକି ଚୁଟି ଧଳା ହେଇଥାଏ ତାହା ତ ଠିକ ହୁଏ ହି ନାହିଁ ଆଉ ତା ସହ ଆମ ଆର ଚୁଟି ଗୁଡାବି ଧଳା ହେଇଯାଏ।ତ ଆଜିର ଏହି ତେଲ ଆପଣଙ୍କ ସେ ସମସ୍ୟା ବି ଦୂର କରିଦେବ।

ଆପଣ ଏକ ଲୁହା କଡା ଆଣନ୍ତୁ କାରଣ ଏହି ଲୁହା କଡା ଆପଣଙ୍କର ଆଇରନ ତତ୍ତ୍ୱବି ବଢ଼େଇବାରେ ସହାୟକ ହେବ।ସେଥିରେ ଆପଣ ଏକ ଗ୍ଲାସ ସୋରିଷ ତେଲ ପକାନ୍ତୁ।ସୋରିଷ ତେଲ ଆମ ଚୁଟି ପାଇଁ ବହୁତ ଉପକାରୀ ହେଇଥାଏ ଆଉ ଆମ ଚୁଟିକୁ କଳା ରଖିବାରେ ସହାୟକ ହୁଏ। ଏହାପରେ ଆପଣ ଗୋଟେ ଚାମଚ ମେଥି ପାଉଡର ପକାନ୍ତୁ।ଏହା ଆଇରନ ତଥା ଫାଇବରରେ ଭରପୁର ହେଇଥାଏ ଯାହାକି ଚୁଟି ପାଇଁ ଉପକାରୀ ହେଇଥାଏ।ଏହାପରେ ଆପଣ ଗୋଟେ ଚାମଚ ଅଁଳା ପାଉଡର ପକାନ୍ତୁ।ଏହା ମଧ୍ୟ ଚୁଟି ପାଇଁ ବହୁତ ସୁସ୍ଥ ହେଇଥାଏ।

ଏହାପରେ ଆପଣ ଗୋଟେ ଚାମଚ ମେହେନ୍ଦି ପାଉଡର ପକାନ୍ତୁ।ଜମା ବି ଏହା ଭାବନ୍ତୁ ନାହିଁ କି ମେହେନ୍ଦୀ ଆପଣଙ୍କ ଚୁଟି ଲାଲ କରିଦେବ।ଏହା କେବଳ ଆପଣଙ୍କ ଚୁଟିରେ ଜୀବନ ଆଣି ଦେବା ପାଇଁ।

ଏହାପରେ ଆପଣ ସେହି ମିଶ୍ରଣକୁ ହାଲକା ଫ୍ଲେମ ଦେଇକି ଗରମ କରନ୍ତୁ ଆଉ ୫ ମିନିଟ ପରେ ତାକୁ ଆପଣ କାଢି ଆଣି ଢାଂକି ରଖି ଦିଅନ୍ତୁ।ତାକୁ ଆପଣ ୨୪ ଘଣ୍ଟା ପାଇଁ ଛାଡି ଦିଅନ୍ତୁ ଆଉ ତା ପରେ ଆପଣ ତାକୁ ବାହାର କରି ଛାଣି ଏକ ଡବାରେ ରଖି ଦିଅନ୍ତୁ।

ଆପଣ ଯଦି ଏହାକୁ ଦିନ ସମୟରେ ଲଗାଉଛନ୍ତି ତାହେଲେ ଆପଣ ତାକୁ କମ ସେ କମ ୩ ଘଣ୍ଟା ଲଗାଇ ରଖନ୍ତୁ ଆଉ ତା ପରେ ହି ଶାମ୍ପୁ କରନ୍ତୁ। ଯଦି ଆପଣ ରାତି ସମୟରେ ଲଗାଉଛନ୍ତି ତାହେଲେ ସକାଳେ ଶାମ୍ପୁ କରନ୍ତୁ।ଏହାଦ୍ୱାରା ଚୁଟି ପୁରା ପୁରି ପୋଷକ ତତ୍ତ୍ୱ ପାଇଯିବ ଆଉ ବହୁତ ସୁସ୍ଥ ରହିବ।ଏହି ଉପାୟ ଶତପ୍ରତିଶତ କାର୍ଯ୍ୟକାରୀ ଅଟେ।ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *