March 3, 2024

Odia Express

News For Public

କିପରି ହୋଇଥାନ୍ତି M ନାମ ଏବଂ V ନାମ ଲୋକଙ୍କ ସ୍ୱଭାବ – ଏମାନଙ୍କ ପାଖରେ ଏହି ବଡ ଗୁଣ ରହିଥାଏ..

1 min read

ନମସ୍କାର ସାଙ୍ଗମାନେ ଆମର ନାମ ଆମ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି କହିଥାଏ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏମ ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଏବଂ ଭି ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି କିପରି ହୋଇଥାନ୍ତି। ଏବଂ ଏଥିରେ ଆମେ ଉଦାହରଣ ନେବା ଏମ ଅକ୍ଷରରେ ମହେନ୍ଦ୍ର ସିଂ ଧୋନିଙ୍କର ଏବଂ ଭି ଆକ୍ଷରରେ ବିରାଟ କୋହଲିଙ୍କର।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ତେବେ ଆସନ୍ତୁ ଜାଣିବା M ନାମ ବ୍ୟକ୍ତି କିପରି ହୋଇଥାନ୍ତି ଏବଂ ତାଙ୍କ ସ୍ୱଭାବ କିପରି ହୋଇଥାଏ।ଏପରି ବହୁତ ବ୍ୟକ୍ତି ଅଛନ୍ତି ଯାହାଙ୍କ ନାମ ଏମ ରୁ ଆରମ୍ଭ ହୋଇଛି ଏବଂ ସେମାନେ ଦୁନିଆରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି।ଯେପରି ମଧୁରୀ ଦିଖସିତ,ମୁକେଶ ଅମ୍ବାନୀ,ମୋହନ ଦାସ କରମଚାନ୍ଦ ଗାନ୍ଧୀ ଏବଂ ମହେନ୍ଦ୍ର ସିଂ ଧୋନି ଏବଂ ମଦର ଟେରେସା ଆଦି।କିନ୍ତୁ ଆଜି ଆମେ ମହେନ୍ଦ୍ର ସିଂ ଧୋନିଙ୍କ ଉଦାହରଣ ନେବା।

ଏମାନେ ଦେଖିବାରେ ବହୁତ ସ୍ମାର୍ଟ ଏବଂ ଆକର୍ଷକ ହୋଇଥାନ୍ତି ଏହା ସହିତ ଏମାନଙ୍କ ଆଖି ବଡ଼ ଏବଂ ଚମକଦାର ହୋଇଥାଏ।ଏବଂ ଏମାନଙ୍କ ଚେହେରାରେ ପ୍ରାୟତଃ ହସ ରହିଥାଏ।ଏମାନେ ସଂକୋଚ ବେଶି କରିଥାନ୍ତି ଏବଂ ଗଭୀର ଚିନ୍ତନରେ ରହିଥାନ୍ତି।ଯେପରି ଆମେ ଯେବେ ଭାରତର ମ୍ୟାଚ ଦେଖୁ ସେଥିରେ ଆମେ ମହେନ୍ଦ୍ର ସିଂ ଧୋନିଙ୍କୁ ଗଭୀର ଚିନ୍ତା ଏବଂ ପ୍ଲାନ କରିବାର ଦେଖିଥାଉ।ଯେତେବେଳେ ଏମାନଙ୍କ ହୃଦୟ ଭାଙ୍ଗିଥାଏ ଏମାନେ ଛୋଟ ଛୋଟ କଥା ହୃଦୟରେ ଲାଗେଇଥାନ୍ତି ଏବଂ ଯଦି ହୃଦୟ ଭାଙ୍ଗିଥାଏ ତାକୁ ଯୋଡିବାର ପ୍ରୟାସ କରିଥାନ୍ତି।

ଏମାନେ ସ୍ୱଭାବରୁ ଅଳ୍ପ ଜିଦି ହୋଇଥାନ୍ତି ଏବଂ ଯଦି କୌଣସି ଜିନିଷ କରିବାର ଇଚ୍ଛା କରିଥାନ୍ତି ତେବେ ତାକୁ କେବେହେଲେ ଛାଡିନଥାନ୍ତି।ଏହାସହିତ ଏମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି ଯେପରି ମହେନ୍ଦ୍ର ସିଂ ଧୋନି।ଏମାନେ କୌଣସି କଥାକୁ ଏପଟ ସେପଟ କରି କହିନଥାନ୍ତି ସିଧା ମୁହଁରେ ସଠିକ କଥା କହିଥାନ୍ତି।ଏମାନେ ଭୁଲ କାମ ଏବଂ ଭୁଲ କାମ କରୁଥିବା ବ୍ୟକ୍ତିଙ୍କୁ କେବେହେଲେ ପ୍ରଶୟ ଦେଇନଥାନ୍ତି।ଏମାନଙ୍କ ଉପରେ ଭାଗ୍ୟ ସବୁବେଳେ ସାଥି ଦେଇଥାଏ।ଏଥିପାଇଁ ଏମାନଙ୍କ ପାଖରେ ଧନ ଏବଂ ସଂନ୍ମାନ ରହିଥାଏ।ଯେପରି ମହେନ୍ଦ୍ର ସିଂ ଧୋନିଙ୍କ ପାଖରେ ଧନ ଏବଂ ଇଜତ ମଧ୍ୟ ରହିଛି।ଏମାନେ ଅଳ୍ପ ଭାବୁକ ହୋଇଥାନ୍ତି।

ଏବେ ଆସନ୍ତୁ ଜାଣିବା V ନାମ ବ୍ୟକ୍ତି କିପରି ହୋଇଥାନ୍ତି।ଏବଂ ଏଥିରେ ଆମେ ବିରାଟ କୋହଲିଙ୍କ ଉଦାହରଣ ନେଇ ଜାଣିବା।ଏମାନେ ବହୁତ ଆଜାଦ ଖୟାଲର ହୋଇଥାନ୍ତି ଏବଂ ନିଜର କୌଣସି ସ୍ୱପ୍ନ ଏମାନଙ୍କୁ କାହା ଆଗରେ ସେୟାର କରିବା ପସନ୍ଦ ହୋଇନଥାଏ।ଏମାନଙ୍କୁ କାହାର ରୋକିବା ମଧ୍ୟ ପସନ୍ଦ ନଥାଏ।ଏମାନେ କେବଳ ସେହି କାମ କରିଥାନ୍ତି ଯାହା ଏମାନଙ୍କୁ ପସନ୍ଦ ହୋଇଥାଏ।ଯେପରି ବିରାଟ କୋହଲି।ତାଙ୍କର କ୍ରିକେଟରେ ପ୍ରଥମରୁ ହିଁ ରୁଚି ଥିଲା।ଏବଂ ସେ ଏବେ ଭଲ କ୍ୟାପଟେନ ଏବଂ ଏକ ଭଲ ଖେଳାଳି ଭାବରେ ଭାରତ ଟିମରେ ଅଛନ୍ତି।

ଏମାନେ ସଫା ହୃଦୟର ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କ ଭାବନାର ସଂନ୍ମାନ କରିଥାନ୍ତି କିନ୍ତୁ ନିଜ ଭାବନା ବିଷୟରେ କାହାସହ ସେୟାର କରନ୍ତି ନାହିଁ।ଏମାନଙ୍କ ପାରିବାରିକ ଏବଂ ବୈବାହିକ ଜୀବନ ସାଧାରଣତଃ ସୁଖୀ ହୋଇଥାଏ।ଏମାନଙ୍କର ଏକ ଗୁଣ ଥାଏ ଏମାନେ କିଛି ଜିନିଷରେ ବେଳେବେଳେ ବହୁତ ରାଗିଯାଇଥାନ୍ତି।ଆମେ ବିରାଟ କୋହଲିଙ୍କୁ କିଛି ଥର ଦେଖିଛୁ ଖେଳରେ ରାଗିବା ସମୟରେ ଏମାନେ ସମ୍ମାନ ଏବଂ ଟଙ୍କା ବହୁତ ହାସିଲ କରିଥାନ୍ତି କିନ୍ତୁ ଏଥିରେ ଟାଇମ ଲାଗିଥାଏ।ଏମାନେ ଜିଦି ମଧ୍ୟ ହୋଇଥାନ୍ତି।ଯେପରି ବିରାଟ କୋହଲି ଯାହା ଭାବିଥାନ୍ତି ତାହା ଖେଳରେ କରିକିହିଁ ଦେଖେଇଥାନ୍ତି।ଏମାନେ ବହୁତ ସାହସୀ,ବଳଶାଳୀ ଏବଂ ଅଳ୍ପ ଜିଦି ସ୍ୱଭାବର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *