September 25, 2023

Odia Express

News For Public

ବୃଷ ରାଶି ଉପରେ ବକରି ଶନିଙ୍କ ପ୍ରଭାବ – ଜୀବନରେ ଦୁଃଖର ପାହାଡ ଆସିପାରେ – ଏତିକି ଦିନ ସାବଧାନ ରୁହନ୍ତୁ..

ଆଜି ଆମେ କଥା ହେବା କି ଦଣ୍ଡନାୟକ ଶନି ନିଜ ଗତିରେ ପରିବର୍ତ୍ତନ ଅଣୁଛନ୍ତି।ଅଷ୍ଟବକ୍ର ୮ ଜଗାରୁ ଟେଢା ଥିଲେ ଏବଂ ସେଥିପାଇଁ ତାଙ୍କୁ ଅଷ୍ଟ ବକ୍ର କୁହାଗଲା।ଠିକ ଏହିପରି ଯାହା ସିଧା ନ ହେଇଥିବା ତାହାକୁ ବକ୍ର କୁହାଯାଏ।ବକ୍ର ଅର୍ଥ ହେଉଛି ଓଲଟା କିନ୍ତୁ ଗ୍ରହ କେବେ ଓଲଟା ଯାଆନ୍ତି ନାହିଁ।ଦେଖାଯାଏ କି ତାହା ପଛକୁ ଯାଉଛି ଏବଂ ଏହାର କାରଣ ହୋଇଥାଏ ଗତିର ଅନ୍ତର।ପୃଥିବୀଏର ଗତି ଅଧିକ ହୋଇଥାଏ ଏବଂ ଶନିଙ୍କର ଧିମା ହୋଇଥାଏ।ଶନିଙ୍କର କକ୍ଷପଥ ବହୁତ ବଡ଼ ମଧ୍ୟ ହୋଇଥାଏ।ଏଥିପାଇଁ ଏହି ଗତିର ଅନ୍ତର ପାଇଁ ଜଣାଯାଏ କୁ ଶନି ପଛକୁ ଯାଉଛନ୍ତି।

ଶନିଗ୍ରହ ଯଦି ଆପଣଙ୍କ ପାଇଁ ବକ୍ର ହୋଇଥାନ୍ତି ତାହାର ଅର୍ଥ ହେଉଛି ଏହା ଆପଣଙ୍କ ପାଇଁ ଭାଗ୍ୟସାଳି ହୋଇପାରେ।ଆପଣଙ୍କୁ ଅଚାନକ କୌଣସି ଭାଗ୍ୟସାଳି ଜିନିଷ ହୋଇପାରେ।ହେପାରି ପ୍ରମୋସନ ହେବା କିମ୍ବା କୌଣସି ଉପଲବ୍ଧି।ଏଠି ଏକ ସମସ୍ୟା ହେଉଛି କି ଯେବେ କୌଣସି ଗ୍ରହ ବକରି ହୋଇଥାଏ ତାହେଲେ ଏହା ପଛ ଘରର ମଧ୍ୟ ରେଜଲ୍ଟ ଦେଇଥାଏ।ଏଥିରେ ଅପଣଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଆସିପାରେ।ଶାଶୁ ଶଶୁର କିମ୍ବା ବୈବାହିକ ମଧ୍ୟ ଅଡୁବିଧା ହୋଇପାରେ।

ଶନି ଜେବେବି ବକରି ହୋଇଥାନ୍ତି ତାହେଲେ କିଛି କଥାର ଧ୍ୟାନ ସବୁବେଳେ ରଖିବେ।ପ୍ରଥମ ତ କୌଣସି ନୂଆ ଜିନିଷ ଆରମ୍ଭ କରନ୍ତୁ ନାହଁ।ଏହାକୁ ଟାଳିବାକୁ ଚେଷ୍ଟା କରନ୍ତୁ।କିଛି ନୂଆ ରିସ୍ତା ଆପାନଙ୍କ ଜୀବନରେ ଆସିପାରେ ଯାହା ମୂଳରୁ ରହିଥିବେ।ଜନ୍ମ ପତ୍ରରେ ଯଦି ଶନି ଅଛି ତଜେଲେ ନିନା ପିତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଓଅଫିବେ କିନ୍ତୁ ତଥାପି ଏହାକୁ କରିବାର ଅଛି କାରଣ ଏହା ଆପଣଙ୍କ କର୍ତବ୍ୟ ଅଟେ।ଆପଣ ଏହା ଭାବନ୍ତୁ ନାହିଁ କି ସେ କର୍ତବ୍ୟ ଅଟେ।ଶନି ଯେବେ ବକରି ଥାଆନ୍ତି ତହେଲେ ନିଜ ସିନିୟର ସହ ଆପଣଙ୍କ ଝଗଡା ହୋଇପାରେ।ଏଥିଲାଇ ବେଳେ ବେଳେ ଲୋକ ତାଙ୍କୁ ରାଗି କହିଥାନ୍ତି।

ଜନ୍ମପାତ୍ରର ନବମ ଭାଗରେ ଯଦି ଶନି ଯିବା ତାହେଲେ ଆପଣ ଭାଗ୍ୟସଲ ହୋଇଥାନ୍ତି।ତେଣୁ ଏଥିପାଇ ମାତା କାଳୀଙ୍କ ଆଶୀର୍ବାଦ ଦରକାର।ଏହା ସହିତ ବଜେଟ ତଳେ ଅର୍ଥାତ ବହୁତ ଗରିବ ଲୋକଙ୍କ ସେବା କରନ୍ତୁ।କଳି ଗାଈ ଆଦିକୁ ଦକସ୍ତଙ୍କୁ ଖାଇବାଜୁ ଦିନନ୍ତୁ।ଈଶ୍ୱର ଅମଠୁ ବହୁତ ଅଧିକ ବୁଦ୍ଧିମାନ ଅଟନ୍ତି।ଠିକ ଏହା କି ଆପାନଙ୍କ ତଳେ କିମ୍ବା ଗରିବ ଲୋକନ୍କ ସେବା କରନ୍ତୁ।ଏଥିପାଇଁ କରୁଣ ଥିବା ଦରକାର ଆପଣଙ୍କ ହୃଦୟରେ।ଏହା ନୁହକି ଶନିବାର ଖାଇବାକୁ ଦେଲା ଏବଂ ସୋମବାର ଅଭଦ୍ର କଟଗ କହିବେ।

ଶନିଙ୍କର ଏକାଦଶ ଭାଗ କହିଥାଏ କି ଅପଣଙ୍କ ଲାଭ ବହୁତ ପରିଶ୍ରମରେ ଆସିବ।ଅଚାନକ ଭଗ୍ୟ ଦ୍ୱାରା କିଛି ହୋଇପାରେ।ଏହା କେତେଥର ଆହୁରି ଶୁଭ ହୋଇଯାଏ ଏବଂ କେତେକ ଥର ବହୁତ ପରିଶ୍ରମ କରିବାକୁ ପଡିଥାଏ।ବକରି ଗ୍ରହର ରିଜଲ୍ଟ କହିବା ସବୁଠୁ କଷ୍ଟ। ହୋଇଥାଏ କାରଣ ଏହା ପୂର୍ବ ଜନ୍ମର ଡିଟେଲ କହିପଥେ।ଛୋଟଭାଇ ଏବଂ ମାତାଙ୍କର ମଧ୍ୟ ଯତ୍ନ ନିଅନ୍ତୁ।ମିଠାବାଣୀ କୁହନ୍ତୁ ଏବଂ ମନକୁ ଶୀତଳ କରନ୍ତୁ।ଭଲ ଭାବନ୍ତୁ ଭଲ କୁହନ୍ତୁ ଏବଂ ଭଲ କାର୍ଯ୍ୟ କରନ୍ତୁ।ଆପଣଙ୍କ ଜୀବନ ଏକ ବଗିଚା ଭଲ ହଉଥାଏ ଯାହାକୁ ସବୁବେଳେ ସଜା ଯାଇଥାଏ।କେବେଳ ପରିଶ୍ରମ ଦ୍ୱାରା ଆପଣ ଅଗଲୁ ବଢ଼ିବେ ନାହିଁ କେବେଳ ଠିକ କାମ ଦ୍ୱରା ହି ବଢ଼ିପାରିବେ।

Leave a Reply

Your email address will not be published. Required fields are marked *