March 25, 2024

Odia Express

News For Public

ସାତ ଦିନରେ ନିଜ ଉଚ୍ଚତା ବଢ଼ାନ୍ତୁ ,ଉଚ୍ଚତା ବଢାଇବାର ସଠିକ ଉପାୟ ଏବେ ଜାଣିରଖନ୍ତୁ ଓ ବ୍ୟବହାର କରନ୍ତୁ

ସାତ ଦିନରେ ପାଞ୍ଚ ଇଞ୍ଚ ଉଚ୍ଚତା ବଢିଯିବ ଯଦି ଏହି ଟେକନିକ ପ୍ରୟୋଗ କରିବେ।ଆମକୁ ପ୍ରଥମେ ଜାଣିବା ଦରକାର ଯେ ଆମେ ହାଇଟକୁ କିପରି ବଢ଼ାଇବା।ଯେତେବେଳେ ଆମ ଶରୀରର ସବୁ ଗ୍ଲାଣ୍ଡ ଠିକ ଭାବେ କାମ କରନ୍ତି ଓ ଆମ ମସଲ ସବୁ ଠିକ ଭାବେ ଫଂକ୍ସନ କରେ ସେତେବେଳେ ଆମ ହାଇଟ ବଢ଼ିଥାଏ।ଆପଣଙ୍କୁ ଏହା ବ୍ୟତୀତ ଭଲ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି।ଆଜି ମୁଁ ଆପଣ ମାନଙ୍କୁ ଏହି ଖାଦ୍ୟ ବିଷୟରେ କହିବି ଓ ଆପଣଙ୍କର ବ୍ଲଡ ଫ୍ଲୋ କେଉଁ ଜିନିଷ ଦ୍ଵାରା ବଢିବ ତାହା ମଧ୍ୟ କହିବି।

ଆପଣଙ୍କୁ ଆପଣଙ୍କ ଖାଦ୍ୟରେ ପ୍ରୋଟିନ ଓ କ୍ୟାଲସିୟମ ମାତ୍ରା ବଢାଇବାକୁ ପଡ଼ିବ।ପ୍ରୋଟିନ ଆମକୁ ମିଳିବ ଡାଲି, ପନିର ଆଦିରୁ।ଯଦି ଆପଣଙ୍କ ଖାଦ୍ୟରେ ଆପଣ ଫ୍ରୁଟ ଆଦି ସାମିଲ କରିବେ ତ ନିହାତି ଆପଣଂକ ହାଇଟ ବଢ଼ାଇବାରେ ଏହା ସହାୟକ ହେବ। ଆୟୁର୍ବେଦରେ ମଧ୍ୟ କୁହାଯାଇଛି ଯେ ଆମକୁ ସେହି ଖାଦ୍ୟ ଖାଇବାକୁ ପଡିବ ଯାହା ଆପଣ ମାଂସପେଶୀ ଓ ଅସ୍ଥିକୁ ଆକ୍ଟିଭ କରିବ।ଏଥିପାଇଁ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ କ୍ୟାଲସିୟମ ଅଧିକ ପରିମାଣରେ ନେବାକୁ ପଡ଼ିବ।ଆପଣକୁ ଦେଶୀ ଘିଅ, ପନିର ଆଦି ଖାଇବାକୁ ପଡିବ।ସବୁଜ ପନିପରିବା,କ୍ଷୀର ଆଦି ଦ୍ରବ୍ୟ ସେବନ କରିବା ପାଇଁ ପଡ଼ିବ।ଆପଣ ସମ୍ପୂର୍ଣ୍ଣ ଭାବେ ତେଲ ମସଲା ଖାଦ୍ୟରୁ ଦୂରେଇ ରହିବେ।

କିନ୍ତୁ କେତେକ ଲୋକମାନଙ୍କ କ୍ଷେତ୍ରରେ କ୍ୟାଲସିୟମ ବଡିରେ ଉପଯୋଗ ହୋଇ ପାରେନାହିଁ।ଏଥିପାଇଁ ଆପଣକୁ ଭିଟାମିନ ଡି ନେବା ନିହାତି ଜରୁରୀ।ଭିଟାମିନ ଡି ର ସବୁଠୁ ଭଲ ଉତ୍ସ ହେଉଛି ସୂର୍ଯ୍ୟ କିରଣ।ସକାଳ ସମୟର ଖରା ଆପଣଙ୍କୁ ନେବାକୁ ପଡ଼ିବ ଓ ଏହା ସ୍କିନକୁ ଟ୍ୟାନ ବି କରେ ନାହିଁ।ଆମକୁ ସଠିକ ପରିମାଣରେ ଭିଟାମିନ ଡି ନେବା ଦ୍ଵାରା ଆମ ଶରୀରର ଗ୍ରୋଥ ହର୍ମୋନ ଉପରେ ପ୍ରଭାବ ପକାଇଥାଏ।

ଦ୍ଵିତୀୟ ଉପାୟ ହେଉଛି ଶରୀରରେ ବ୍ଲଡ ସର୍କୁଲେସନ ବଢ଼ାଇବା।ଏଥିପାଇଁ ମୁଁ ଆପଣଙ୍କୁ ଏକ ଆୟୁର୍ବେଦ ଔଷଧ ବିଷୟରେ କହିବି ଯାହାର ନା ହେଉଛି ଲଙ୍ଗ ଲୁକ।ଏହା ଜିଏମପି ସାର୍ଟିଫାଏଡ ପ୍ରଡକ୍ଟ ଅଟେ। ଆୟର୍ବେଦିକ ହୋଇଥିବା କାରଣରୁ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଜମା ନାହିଁ।ଏଥିରେ କରୁ,ବବୁଲ,ନିମ୍ବ,ଚନ୍ଦ୍ରିକା,ଅସ୍ଵଗନ୍ଧା ଆଦି ଜଡ଼ିବୁଟି ରହିଛି।ଯଦି ଆପଣଙ୍କ ବୟସ ୧୦ ରୁ ୧୨ ବର୍ଷ ତ ଆପଣ ଦିନକୁ ତିନି ଥର ଏହାକୁ ଖାଇ ପାରିବେ।ଯଦି ଆପଣଙ୍କ ବୟସ ୧୩ ରୁ ୨୦ ତ ଆପଣ ଦିନକୁ ଦୁଇଥର ଏହାକୁ ଖାଇ ପାରିବେ।ଯଦି ଆପଣଙ୍କ ବୟସ ୨୦ ରୁ ଅଧିକ ତ ଆପଣ ଦୁଇଟି କ୍ୟପ୍ସୁଲ ଦିନକୁ ତିନି ଥର ଖାଇବେ।ଏହାକୁ ଆପଣ ତିନି ମାସ ପର୍ଯ୍ୟନ୍ତ ଖାଇବାକୁ ପଡିବ।

Leave a Reply

Your email address will not be published. Required fields are marked *