September 25, 2023

Odia Express

News For Public

ହାଇ ବ୍ଲଡପ୍ରେସରର ଉପଚାର। ଦୀର୍ଘ ଦିନର ରୋଗକୁ ମାତ୍ର ମାସେ ମଧ୍ୟରେ ଭଲ କରିଦେବ…

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏକ ଉପାୟ କହିବି ଯାହାଦ୍ଵାରା ଆପଣ ଆପଣଙ୍କ ହାଇ ବ୍ଲଡପ୍ରେସରକୁ ଭଲ କରିପାରିବେ।ଏହା ଆପଣଙ୍କୁ ଆପଣଙ୍କ ଘର ପାଖରେ ମିଳିଯିବ ଯାହାର ନାମ ହେଉଛି ବେଲ ପତ୍ର।ଆପଣ ସମସ୍ତେ ବେଲ ପତ୍ରକୁ ଚିହ୍ନିଥିବେ ଓ ଏହାର ପତ୍ର ଆମେ ଭଗବାନ ଶିବଙ୍କୁ ଅର୍ପଣ କରିଥାଉ।ଆପଣ ଯେଉଁ ବେଲ ପତ୍ର ଶିବଙ୍କୁ ଚଢ଼ାନ୍ତି ତାକୁ ମନ୍ଦିରରେ ନ ଛାଡ଼ି କେବଳ ସ୍ପର୍ଶ କରିକି ଘରକୁ ଆଣନ୍ତୁ।ଆପଣ ଶିବ ମନ୍ଦିର ଯାଆନ୍ତୁ।ବେଲ ପତ୍ର ଅର୍ପଣ କରି ତାକୁ ଛୁଆଁଇ ଦେଇ ଆଣନ୍ତୁ କାରଣ ତାହା ଶିବଙ୍କ ପ୍ରସାଦ ଅଟେ।

ସାଙ୍ଗ ମାନେ ରିସର୍ଚ୍ଚ ଏହା କହେ ଯେ ଭାରତ ରେ ୫୦ ପ୍ରତିଶତ ଲୋକ ମାନଙ୍କ ଠାରେ ହାଇ ବିପି ଦେଖାଯାଏ।ଏପରି ଅବସ୍ଥା ରେ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ।ହାର୍ଟ ଏମିତି ଏକ ଅଙ୍ଗ ଯାହା ନିଜକୁ ନିଜେ ମରାମତି କରିଥାଏ।କିନ୍ତୁ ଲୋକ ମାନେ ମଦ,ସିଗାରେଟ୍, ଚା ଆଦି ବିଷାକ୍ତ ଜିନିଷ ଖାଇ ନିଜ ହାର୍ଟକୁ ଖରାପ କରିବାରେ ଲାଗିଛନ୍ତି।ବିଭିନ୍ନ ପ୍ରକାର ଔଷଧ ଖାଇକୀ ନିଜ ହାର୍ଟ ଖରାପ କରୁଛନ୍ତି।ଯଦି ଆପଣ ନିଜ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତ ଆପଣ ଏହି ନିଶା ଜିନିଷ ରୁ ଦୂରରେ ରୁହନ୍ତୁ।ଫାଲତୁ ମେଡ଼ିସିନ୍ ଖାଇବା ପୂର୍ବରୁ ତାର ପାର୍ଶ୍ଵ ପ୍ରତିକ୍ରିୟା ଥରେ ଜାଣି ରଖନ୍ତୁ।

ଆମଠାରେ ଯେଉଁ ବିପି ଦେଖାଯାଏ,ତାର କାରଣ ହେଉଛି ଆମର ଖରାପ ଖାଦ୍ୟ ବ୍ୟବସ୍ଥା ,ଜୀବନ ଚର୍ଯା।ଆଉ ଏକ କାରଣ ହେଉଛି ଚିନ୍ତା।ଆମେ ମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା ପ୍ରକାଶ କରିଥାଏ ଯାହାଦ୍ଵାରା ଆମ ଚେହେରା ଶୁଷ୍କ ପଡ଼ିଯାଏ,ଆମ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରଭାବ ପଡିଥାଏ।ଓ ତୃତୀୟ କାରଣ ହେଉଛି ହରମୋନ ଅସନ୍ତୁଳତା।

ଆପଣ ବେଲ ପତ୍ରକୁ ଚୋବେଇ ଖାଆନ୍ତୁ। ତା ପରେ ଆପଣ ଗରମ ପାଣି ପିଅନ୍ତୁ।ଏହା ଆପଣଙ୍କ ଓଜନ କମେଇବା ସହିତ ଆପଣଙ୍କ ବିପି କମ କରିବ।ଆପଣଙ୍କ କୋଲେଷ୍ଟରୋଲ କମ କରିବ।ଆପଣ ବେଲ ପତ୍ର ପାଞ୍ଚୋଟି ନିଅନ୍ତୁ।ତାହାକୁ ପେଶି ଦିଅନ୍ତୁ।ଏହାକୁ ପାଣିରେ ମିଶାଇ ଏପରି ଗରମ କରନ୍ତୁ ଯେପରି ତାହା ଅଧା ହୋଇଯିବ।ଏହା ବେଲ ପତ୍ରର କାଢା ଅଟେ।ଏହାକୁ ଯଦି ଆପଣ ସବୁଦିନ ପିଇବେ ତ ଆପଣଙ୍କର ହାଇ ବିପି ସବୁଠୁ ପ୍ରଥମେ ଠିକ ହେବ।ଯେଉଁ ମାନଙ୍କର କୋଡ଼ିଏ ବର୍ଷରୁ ଅଧିକ ଏହି ରୋଗ ଅଛି ସେମାନଙ୍କୁ କୁହନ୍ତୁ ଯେ ବେଲ ପତ୍ରର କାଢା ପିଅନ୍ତୂ ଓ ପ୍ରାଣାୟମ କରନ୍ତୁ।ଯାହା କୋଡ଼ିଏ ବର୍ଷରୁ ଅଛି ତାହା ମାତ୍ର ମାସେ ଦେଢ଼ ମାସରେ ଠିକ ହୋଇଯିବ।

Leave a Reply

Your email address will not be published. Required fields are marked *