September 30, 2023

Odia Express

News For Public

ସାବଧାନ ଓଡ଼ିଶାବାସୀ – ମାଡି ଆସୁଛି ବାତ୍ୟା ୟଶ – ଓଡ଼ିଶାର ଏହି ଅଂଚଳ ରେ ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଡିବ..ନିଶ୍ଚୟ ଦେଖନ୍ତୁ ଓ ସତର୍କ ରୁହନ୍ତୁ

1 min read

ଦେଶରେ ପ୍ରବଳ ବର୍ଷା ହେତୁ ଲୋକଙ୍କ ଜୀବନ ବ୍ୟାହତ ହୋଇଛି। ଯେତେବେଳେ ବର୍ଷା ହୁଏ, ଆମେ ଗରମରୁ ଆରାମ ପାଇଥାଉ, କିନ୍ତୁ ଏହା ସହିତ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ | ସମଗ୍ର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ,| ବର୍ଷା ଯୋଗୁଁ ଫସଲ ଭଲ, କିନ୍ତୁ ଯେତେବେଳେ ପ୍ରବଳ ବର୍ଷା ହୁଏ, ସେତେବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ଏବଂ ଏପରି ପରିସ୍ଥିତିରେ ଫସଲ ନଷ୍ଟ ହୋଇଯାଏ | ଏହା ବ୍ୟତୀତ ଅତ୍ୟଧିକ ବର୍ଷା ହେତୁ କେତେ ଲୋକଙ୍କୁ ଭୂମିହୀନ ହେବାକୁ ପଡିବ। ପ୍ରବଳ ବର୍ଷା ହେତୁ ସେମାନଙ୍କ ଘର ଧ୍ୱଂସ ହେଇଯାଏ

ତେବେ ବର୍ତମାନ ୟଶ ବାତ୍ୟା ଓଡିଶାକୁ ମାଡି ଆସୁଛି |ଆଗରୁ ଓଡ଼ିଶାରେ ପ୍ରାୟ ଅକ୍ଟୋବର ରେ ବାତ୍ୟା ହେଉଥିବା ବେଳେ ଗତ ୩ ବର୍ଷ ହେବ ମେ ମାସ ରେ ଓଡ଼ିଶାରେ ବାତ୍ୟା ହେଉଛି | ଓ ଓଡ଼ିଶାର ଅନେକ ଧାନ ଜୀବନ ନଷ୍ଟ ହେଉଛି | ତେବେ ଆଉ ମାତ୍ର କିଛି ଘଣ୍ଟା ରେ ଓଡ଼ିଶାରେ ମାଡ ହେବାକୁ ଯାଉଛି ବାତ୍ୟା ୟସ|ତେବେ ଏହି ବାତ୍ୟା ରେ ଓଡ଼ିଶାର ଆଜି କିମ୍ବା କଲି ସୁଦ୍ଧା ମାଡ ହେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ର ମୁଖ୍ୟ କହିଛନ୍ତି

ତେବେ ବର୍ତମାନ ସମୁଦ୍ର ମଧ୍ୟ କୁ ନ ଯିବା ପାଇଁ ମସ୍ୟଜୀବି ଙ୍କୁ କୁହ ଯାଇଛି ଓ ଓଡ଼ିଶାର ସରକାର ଅନେକ ଲୋକଙ୍କୁ ବର୍ତମାନ ସ୍ଥାନାନ୍ତର କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳେଇଚନ୍ତି |ତେବେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଏହି ବାତ୍ୟା ପାଇଁ ବର୍ତମାନ ଠାରୁ ଓଡ଼ିଶାର ଅନେକ ଜାଗାରେ ବର୍ଷ ଜୋରଦାର ଆରମ୍ଭ ହେଇଗଲାଣି ତେବେ ବର୍ତମାନ ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ଏହା ପାରାଦୀପ ଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ରେ ରହୁଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ର ମୁଖ୍ୟ

ତେବେ ଏହା ୨୬ ତାରିଖ ସକାଳେ ଅତି ଭୀଷଣ ବାତ୍ୟା ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ ||ତେବେ ୨୬ ତାରିଖ ରେ ମାଧ୍ୟାନ ସୁଦ୍ଧା ଏହା ଓଡିଶା ଓ ପଶ୍ଚିମବଙ୍ଗ ଦେଇ ଗତିକରିବା ବୋଲି ଅନୁମାନ କରାଯାଉଛି |ତେବେ ୨୬ ତାରିଖ ଦିନ ପ୍ରାୟ ୧୧ ଟା ବେଳକୁ ଏହା ଲ୍ୟାଣ୍ଡଫଲ କରିବା ବୋଲି କୁହାଯାଇଛି |ତେବେ ଏହା ବାଲେଶ୍ୱର ରେ ସ୍ଥଳଭାଗ ଛୁଇଁବା ବୋଲି କହିଛନ୍ତି ପାଣିଯାଗ ବିଭାଗ | ତେବେ ଏହି ସମୟରେ ପବନ ର ବେଗ ପ୍ରାୟ ୧୮୫ କିଲୋମିଟର ରହିବ ବୋଲି ଅନୁମାନ କରା ଯାଉଛି

ତେବେ ଏହା ସହ ଜଗତସିଂହପୁର,କେନ୍ଦ୍ରାପଡା ଓ ଭଦ୍ରକ ରେ ମଧ୍ୟ ବାତ୍ୟା ୟଶ ର ଜୋରଦାର ପ୍ରଭାବ ଦେଖିବା ପାଇଁ ମିଳିବ |ତେବେ ସବୁଠୁ ଅଧିକ କ୍ଷତି ହେବ ବାଲେଶ୍ୱର ରେ |ବର୍ତମାନ ଏହା ଘଂଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଥିବା କହିଛନ୍ତି ପାଣିପାଗ ବିଭାଗ |ତେବେ ଏହା ସହ ମୟୁରଭଞ୍ଜ,କଟକ ଯାଜପୁର ଓ ଖୋର୍ଦ୍ଧା ରେ ମଧ୍ୟ ଜୋରଦାର ପବନ ହେବାର ସମ୍ଭାବନା ରହିଛି |ତେବେ ବାତ୍ୟା କୁ ଦୃଷ୍ଟି ରେ ରଖି ସରକାର NDRF ଟିମ କୁ ସଜାଗ ରଖେଇଛନ୍ତି |ତେବେ ସମୁଦ୍ର ଜୁଆର ପ୍ରାୟ ୩.୮ ମିଟର ଯାଏ ଉଠିବାର ସମ୍ଭାବନା ରହିଛି ତେବେ ଏହି ସମୟରେ ଢେଙ୍କାନାଳ ଓ ଗଂଜାମ ଅଂଚଳରେ ମଧ୍ୟ ଏହାର ପ୍ରଭାବ ପଡିବ ଓ ଜୋରଦାର ବର୍ଷ ହେବାର ସମ୍ଭାବନା ରହିଛି

Leave a Reply

Your email address will not be published. Required fields are marked *