March 3, 2024

Odia Express

News For Public

୧୦୦ ପ୍ରତିଶତ ସୁଧ ଅଁଳା ତେଲ ତିଆରି କରିବାର ଆୟୁର୍ବେଦିକ ବିଧି – ଏବେ ଘରେ ବନେଇବା ଉପାୟ ଶିଖିନିୟନ୍ତୁ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଅଁଳାର ତେଲ ତିଆରି କରି ଦେଖାଇବୁ।କେଉଁ ପ୍ରକାର ଭାବରେ ଆପଣ ଅଁଳାର ତେଲ ତିଆରି କରିପାରିବେ ତାହା ଆମେ ଜାଣିବା।ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଏବେର ସମୟରେ ଚୁଟି ପାଚିଯିବାର ସମସ୍ୟାକୁ ନେଇ ବହୁତ ଅଧିକ ଉତେଜିତ ଥାଉ।ଏବଂ ଏହା ସହିତ ଚୁଟି ଝଡ଼ିବାକୁ ନେଇ ମଧ୍ୟ ଅଧିକ ଇତେଜିତ ଥାଉ।

ସାଙ୍ଗମାନେ ଆମ ଚୁଟି ଦିନକୁ ଦିନ ବହୁତ ଅଧିକ ଖରାପ ହେବାରେ ଲାଗିଛି।ଏହାର କାରଣ ହେଉଛି ଖରାପ ଖାଇବା ପିଇବା ଏବଂ ଖରାପ ଚାଲିଚଳନ।ଆମ ଖାଦ୍ୟରେ ପ୍ରୋଟିନ, ବାୟୋଟିନ ଏବଂ ଭିଟାମିନ ଆଦିର କମି ହେବା କାରଣ ଯୋଗୁ ଆମ ଚୁଟି ଦିନ ପ୍ରତିଦିନ ଖରପ ହେବାରେ ଲାଗୁଛି।ଅର୍ଥାତ ଯେଉଁ ଚୁଟି ୪୦ ବର୍ଷ ପରେ ପାଚିଥାଏ ସେହି ଚୁଟି ଏବେ ୧୦ ବର୍ଷ ପରେ ପାଚିବାରେ ଲାଗିଛି।ଯଦି ଆପଣଙ୍କ ସହ ଏହା ହେଉଛି ତେବେ ଆପଣ ନିଜ ଖାଦ୍ୟରେ ବହୁତ ଅଧିକ ତେଲର ବ୍ୟବହାର କରୁଛନ୍ତି।ଯେପରି ଅଧିକ ପକଡି ଖାଇବା, ପିଜା ,ବର୍ଗର, ସିଙ୍ଘଡା ଆଦି ଖାଇବା।

ଯଦି ଆପଣ ଏହା ଖାଇବା ଜାଗାରେ ଫଳ ମୂଳର ସେବନ କରନ୍ତି ତେବେ ଆପଣଙ୍କ ଚୁଟି ଏବଂ ଆପଣଙ୍କ ଶରୀର ବହୁତ ଭଲ ରହିବ।ଯଦି ଏବେ ଆପଣଙ୍କ ଚୁଟି ପାଚୁଛି ତେବେ ଏହି ଆର୍ଟିକିଲରେ ଆମେ ଏପରି ଏକ ତେଲ ବିଷୟରେ ବତାଇବୁ ଯାହାର ନିୟମିତ ପ୍ରୟୋଗ କରିବା ଦ୍ୱାରା ଯଦି ଆପଣଙ୍କ ଚୁଟି ପତଳା ଥିବା ତେବେ ତାହା ମୋଟା ହେବାରେ ଲାଗିବ।ଏବଂ ଏହା ଚୁଟିର ଜଡକୁ ଯାଇ ଚୁଟିକୁ ମଜବୁତ କରିଥାଏ ଯାହା ଫଳରେ ଚୁଟି ଝଡ଼ିବା କମ ହୋଇଥାଏ।

ଅଧିକାଂଶ ଲୋକ ଜାଣିଛନ୍ତି ଅଁଳାର ତେଲ ଆମ ଶରୀରପାଇଁ କେତେ ଉପକାରୀ ହୋଇଥାଏ କିନ୍ତୁ ସେମାନେ ଏହା ଜାଣିନଥାନ୍ତି ଯେ ଏହି ତେଲ ତିଆରି କରିବାର ସଠିକ ଉପାୟ କଣ?ଯାହା ପାଇଁ ସେମାନଙ୍କୁ ଲାଭ ମିଳିନଥାଏ।ତେବେ ଆସନ୍ତୁ ଜାଣିବା।

ଏହି ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ୨୫୦ ଗ୍ରାମ ଅଁଳା।ସର୍ଵ ପ୍ରଥମେ ଏହାକୁ ଆପଣ ସଫା ପାଣିରେ ଧୋଇଦିଅନ୍ତୁ।ଧୋଇସାରିବା ପରେ ଛୁରି ସାହାଯ୍ୟରେ ଏହାର ମଞ୍ଜି ଅଲଗା କରି ଅଁଳାକୁ କିଛି ଭାଗରେ ବିଭକ୍ତ କରନ୍ତୁ।ଏହାପରେ ଆପଣଙ୍କୁ ନେବାର ଅଛି ନଡ଼ିଆର ତେଲ।ଧ୍ୟାନ ରଖନ୍ତୁ ଆପଣ ଏଠାରେ ଭରଜିନ କୋକନଟ ଅଏଲ ନିଅନ୍ତୁ।କାରଣ ସାମାନ୍ୟ ଯେଉଁ ତେଲ ଆପଣଙ୍କୁ ବଜାରରେ ମିଳିଥାଏ ତାହାକୁ ବହୁତ ଅଧିକ ଗରମ କରାଯାଇଥାଏ।ଏବଂ ଯାହାଦ୍ୱାରା ସେଥିରେ ଥିବା ପୋଷକ ତତ୍ୱ ନଷ୍ଟ ହୋଇଯାଇଥାଏ।ଏଥିପାଇଁ ଆପଣ ଭରଜିନ କୋକନଟ ଅଏଲ ନିଅନ୍ତୁ।

ଏହି ତେଲକୁ ତିଆରି କରିବାପାଇଁ ଆପଣଙ୍କୁ ବହୁତ ସାରା ଜିନିଷର ଧ୍ୟାନ ରଖିବାକୁ ପଡିବ।ଅଁଳାର ଖଣ୍ଡ କରିସାରିବାପରେ ସେଗୁଡିକୁ ଏକ ଗ୍ରାଇଣ୍ଡର ଦ୍ୱାରା ପେଷିଦିଅନ୍ତୁ।ଏହାପରେ ଏକ ପାତ୍ର ନେଇ ସେଥିରେ ଅଁଳା ଗୁଣ୍ଡକୁ ରଖନ୍ତୁ।ଏହି କଥାର ଧ୍ୟାନ ରଖନ୍ତୁଯେ ଆପଣ ଏଠାରେ ଥିବାଯେତେ ସମ୍ଭବ କାଚର ପାତ୍ର ବ୍ୟବହାର କରନ୍ତୁ।ସେହି ପାତ୍ରରେ ଏକ ସଫା କପଡା ରଖି ଅଁଳା ଗୁଣ୍ଡକୁ ସେଥିରେ ରଖନ୍ତୁ।ଏବଂ ସେହି କପଡାକୁ ଭଲ ଭାବରେ ଚିପୁଡି ଅଁଳା ରସକୁ ପାତ୍ର ମଧ୍ୟରେ କାଢ଼ନ୍ତୁ।ଏହାପରେ ଅନ୍ୟଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ନଡ଼ିଆ ଟେଲ ରଖନ୍ତୁ।ଯେତିକି ମାତ୍ରାରେ ଆପଣ ଅଁଳା ରସ ନେଇଥିବେ ସେତିକିହିଁ ମାତ୍ରାରେ ଭରଜିନ କୋକନଟ ଅଏଲ ନିଅନ୍ତୁ।

ଏହାପରେ ଲୁହାର ଏକ ପାତ୍ରକୁ ଅଳ୍ପ ଆଂଶରେ ଗରମ କରନ୍ତୁ।ଏବଂ ସେଠିର ଅଁଳା ରସ ପକାନ୍ତୁ।ଏବଂ ଏହାପରେ ନଡ଼ିଆ ତେଲ ମଧ୍ୟ ସେଥିରେ ପକାନ୍ତୁ।ଏବଂ ଏହାପରେ ଅଳ୍ପ ଆଂଶରେ ୨୦ରୁ ୨୫ ମିନିଟ ଅପେକ୍ଷା କରନ୍ତୁ।ଏବଂ ମଝିରେ ମଝିରେ ଏହାକୁ ଚାମଚ ସାହାଯ୍ୟରେ ଚଲାନ୍ତୁ।୨୦ରୁ ୨୫ ମିନିଟ ପରେ ଏହା ପ୍ରସ୍ତୁତ ହୋଇଯିବ।ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ କିଛି ସମୟ ଏହାକୁ ଥଣ୍ଡା ହେବାପାଇଁ ଛାଡି ଦିଅନ୍ତୁ।ତେଲ ଥଣ୍ଡା ହେବାପରେ ଏହାକୁ ଛାଣିଦିଅନ୍ତୁ।ଏବଂ ଏକ କାଚର ଡବାରେ ତାହାକୁ ରଖନ୍ତୁ।ଏବଂ ଭଲ ଫଳ ପାଇଁ ଏହାର ପ୍ରୟୋଗ ସପ୍ତାହରେ ୩ ଥର କରନ୍ତୁ।ଏହାପରେ ଆପଣ ଦେଖିବେ ଆପଣଙ୍କ ଚୁଟିର ଝଡ଼ିବା ଏବଂ ପାଚିବା ସମ୍ପୂର୍ଣ୍ଣ ଭାବରେ କମି ହୋଇଯିବ।

Leave a Reply

Your email address will not be published. Required fields are marked *