April 12, 2024

Odia Express

News For Public

ଏଠାରେ ଆପଣ ମାନଙ୍କୁ ୧୦ ଟି ପ୍ରଶ୍ନ ଦିଆଯିବ – ନିଜ ନମ୍ବର ବାଛିକି ଜାଣିରଖନ୍ତୁ ଆପଣଙ୍କ ବିଷୟରେ ଲୋକ ମାନେ କଣ ସବୁ ଭାବନ୍ତି..

1 min read

ଏଠାରେ ଆପଣ ମାନଙ୍କୁ ୧୦ ଟି ପ୍ରଶ୍ନ ଦିଆଯିବ।ଆପଣମାନେ ଏହାର ଉତ୍ତର ପାଞ୍ଚ ସେକେଣ୍ଡରେ ଦେବେ।ପ୍ରତି ଉତ୍ତରରେ ଆପଣଙ୍କୁ ୧ ରୁ ଚାରି ପଏଣ୍ଟ ଦିଆଯିବ।ଆପଣ ନିଜ ପଏଣ୍ଟ ସବୁକୁ ଗଣି କରି ଶେଷରେ ଯୋଡ଼ିବେ।ଏହାପରେ ମୁଁ ଆପଣ ମାନଙ୍କୁ ଆପଣଙ୍କ ସ୍ଵଭାବ ବିଷୟରେ କହିବି।ତେବେ ଆମେ ଆଶା କରୁଛୁ ଏହି ଲେଖା ଗୁଡିକ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ |ଆପଣଙ୍କର କେତେ ପଏଣ୍ଟ ହେଲା ନିଶ୍ଚୟ କମେନ୍ଟ କରିବେ

ଆପଣଙ୍କ ସାଙ୍ଗ ମାନଙ୍କ ସଂଖ୍ୟା କେତେ?

୧:- ୧ ରୁ ୨(୩ ପଏଣ୍ଟ) ୨:- ୨ ରୁ ୫(୨ ପଏଣ୍ଟ) ୩:- ୫ ରୁ ଅଧିକ(୪ ପଏଣ୍ଟ) ୪:- କୋଉ ସାଙ୍ଗ ନାହାନ୍ତି(୧ ପଏଣ୍ଟ)

ଆପଣଙ୍କୁ କେଉଁ ପ୍ରକାର ନାଚ ଭଲ ଲାଗେ?

୧:-କ୍ଲାସିକାଲ(୪ ପଏଣ୍ଟ) ୨:- ପପ(୧ ପଏଣ୍ଟ) ୩:-ହିପ ହପ(୩ ପଏଣ୍ଟ) ୪:-ସବୁ ନାଚ ପସନ୍ଦ(୨ ପଏଣ୍ଟ)

ଆପଣ କେତେବେଳେ ସବୁଠୁ ଅଧିକ ଖୁସି ରୁହନ୍ତି?

୧:- ନିଜ ଲଭର ସହିତ(୪ ପଏଣ୍ଟ) ୨:- ନିଜ ପରିବାର ସହିତ(୩ ପଏଣ୍ଟ) ୩:- ନିଜ ସାଙ୍ଗ ମାନଙ୍କ ସହିତ(୨ ପଏଣ୍ଟ) ୪:- ଯେବେ ଏକୁଟିଆ ଥାଆନ୍ତି(୧ ପଏଣ୍ଟ)

ଯଦି ଆପଣଙ୍କ ପାଖରେ ଦୁଇଟି ଫିଲ୍ମ ଟିକେଟ ଅଛି ତ ଆପଣ କାହା ସହିତ ଦେଖିବାକୁ ପସନ୍ଦ କରିବେ?

୧:-ନିଜ ଲଭର ସହିତ(୩ ପଏଣ୍ଟ) ୨:-ନିଜ ପ୍ରିୟ ସାଙ୍ଗ ସହିତ(୪ ପଏଣ୍ଟ) ୩:-ନିଜ କୌଣସି ପରିବାର ସଦସ୍ୟ ସହିତ(୨ ପଏଣ୍ଟ) ୪:- ଏକୁଟିଆ ଦେଖିବେ(୧ ପଏଣ୍ଟ)

ଆପଣ ନିଜ ଖାଲି ସମୟରେ କଣ କରିବାକୁ ପସନ୍ଦ କରନ୍ତି?

୧:- ନାଚିବା(୪ ପଏଣ୍ଟ) ୨:-ରୋଷେଇ କରିବା(୩ ପଏଣ୍ଟ) ୩:-କଥା ହେବା(୨ ପଏଣ୍ଟ) ୪:-ଶୋଇବା(୧ ପଏଣ୍ଟ)

ଆପଣଙ୍କୁ କେବେ ରାଗ ଜଲଦି ଆସିଥାଏ?

୧:-ଯେବେ କିଏ ମିଛ କହିଥାଏ(୩ ପଏଣ୍ଟ) ୨:-ଯେବେ କିଏ ଜୋରରେ କଥା କୁହେ(୨ ପଏଣ୍ଟ) ୩:-ଯେବେ କିଏ ଧୋକା ଦିଏ(୧ ପଏଣ୍ଟ)

ଆପଣ କେଉଁଠିକୁ ଯିବାକୁ ପସନ୍ଦ କରିବେ?

୧:-ଗୋଆ(୨ ପଏଣ୍ଟ) ୨:-ମନାଲି(୧ ପଏଣ୍ଟ) ୩:-ଲଦାଖ(୩ ପଏଣ୍ଟ) ୪:-କେରଳ(୪ ପଏଣ୍ଟ)

ଆପଣ କେଉଁ ଫିଲ୍ମ ଦେଖିବାକୁ ପସନ୍ଦ କରିବେ?

୧:-ହଲିଉଡ(୧ ପଏଣ୍ଟ) ୨:-ବଲିଉଡ(୨ ପଏଣ୍ଟ) ୩:-ଟଲିଉଡ(୪ ପଏଣ୍ଟ) ୪:-କୋଲିଉଡ(୩ ପଏଣ୍ଟ)

ଏଥିରୁ ଆପଣ କେଉଁ ଫିଲ୍ଡରେ ଜବ କରିବା ପସନ୍ଦ କରିବେ?

୧:- ଇଞ୍ଜନିୟରିଙ୍ଗ(୩ ପଏଣ୍ଟ) ୨:- ବ୍ୟାଙ୍କ(୪ ପଏଣ୍ଟ) ୩:- ଟିଚିଙ୍ଗ(୧ ପଏଣ୍ଟ) ୪:- ମେଡିକାଲ (୨ ପଏଣ୍ଟ)

ଅଧିକାଂଶ ସମୟ ଆପଣଂକ ସ୍ଵଭାବ କିପରି ରୁହେ?

୧:- ହସମୁଖ(୩ ପଏଣ୍ଟ) ୨:- ଭାବୁକ(୨ ପଏଣ୍ଟ) ୩:- ଉତ୍ସାହୀ(୪ ପଏଣ୍ଟ) ୪:- ଶାନ୍ତ (୧ ପଏଣ୍ଟ)

Leave a Reply

Your email address will not be published. Required fields are marked *