October 2, 2023

Odia Express

News For Public

ଘର କିମ୍ବା ଅଫିସ୍ ର ଏହି ଦିଗରେ ହସୁଥିବା ବୁଦ୍ଧା ରଖିଲେ ଘରେ ଆସିବ ଖୁସି ଓ ହେବ ଉନ୍ନତି..

1 min read

ଘରରେ ସୁଖ,ଶାନ୍ତି , ଧନ ବୃଦ୍ଧି ଓ ଉନ୍ନତି ପାଇଁ ଆପଣ ଏକ ଉଚିତ୍ ଉପାୟ କରିବାର ଇଚ୍ଛା ରଖନ୍ତି , ଯଦି କଥା ହେବା ହିନ୍ଦୁ ଧର୍ମରେ ତେବେ କୁବେର ଧନ ବୃଦ୍ଧି କରୁଥିବା ବାଲା ଜଣାଯାଆନ୍ତି । ସେହି ପରି ଚୀନରେ ହସୁଥିବା ବୁଦ୍ଧା ଶୁଭ ଓ ଧନ ସମୃଦ୍ଧି ଆଣୁଥିବା ଜଣାଯାଏ , ବହୁତ ଲୋକ ଏହି କଥାକୁ ଜାଣିଛନ୍ତି କି ନିଜ ଘରେ ଓ ଅଫିସ୍ ରେ ହସୁଥିବା ବୁଦ୍ଧାଙ୍କୁ ଆଣି ରଖିଲେ ବହୁତ ପ୍ରକାରର ଲାଭ ହୋଇଥାଏ ।

ଏମିତିରେ ଫେଙ୍ଗସୁଇ ଅନୁସାରେ କେଉଁ ବି କଷ୍ଟକୁ ଦୂର କରିବା ପାଇଁ ଲାଭ ପାଇବା ପାଇଁ ନାନା ପ୍ରକାରର ଲାଫିଙ୍ଗ୍ ବୁଦ୍ଧା ରଖିବାର ମହତ୍ତ୍ୱ ଅଛି, ଏହି ଅଲଗା ଅଲଗା ଲାଫିଙ୍ଗ୍ ବୁଦ୍ଧା ରଖିଲେ ଅଲଗା ଅଲଗା ଫଳ ମିଳିଥାଏ , ଏଥିପାଇଁ କେଉଁ ଉଦ୍ଧେଶ୍ୟର ପୁର୍ତ୍ତିପାଇଁ ଲାଫିଙ୍ଗ୍ ବୁଦ୍ଧା ରଖିବା ଉଚିତ୍ , ଏହି କଥାକୁ ବହୁତ ଅଧିକା ଧ୍ୟାନ ଦେବା ଉଚିତ୍ , ଏମିତିରେ ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ୍ ବୁଦ୍ଧା ରଖିବା ଉଚିତ୍ ହେବ ତାହା ଆମେ ଆପଣଙ୍କୁ ଆମେ ଏହିଠାରେ କହିବୁ ।

ଲାଫିଙ୍ଗ୍ ବୁଦ୍ଧା ରଖିବାର ସଠିକ୍ ଦିଗ

୧) ଲାଫିଙ୍ଗ୍ ବୁଦ୍ଧା ମୁର୍ତ୍ତୀକୁ ସର୍ବଦା ଘରର ମୁଖ୍ୟ ଦ୍ୱାର ସାମ୍ନାରେ ନ ରଖନ୍ତୁ  ।

୨) ଲାଫିଙ୍ଗ୍ ବୁଦ୍ଧାକୁ ଘର କିମ୍ବା ଅଫିସ୍ ରେ ଯେଉଁଠି ବି ରଖିବେ ଏହି କଥାକୁ ଧ୍ୟାନ ରଖିବେ କି ତାର ଉଚ୍ଚତା ଆପଣଙ୍କ ଆଖିର ବରାବର ଯାଏଁ ହୋଇଥାଏ , ମାନେ ଲାଫିଙ୍ଗ୍ ବୁଦ୍ଧାକୁ ଏହି ପ୍ରକାରର ରଖିବେ ଯାହାକି ସିଧା ନଜର ଆପଣଙ୍କ ଆଗରେ ଆସିବ , ୩) ଯଦି ଆପଣ ଲାଫିଙ୍ଗ୍ ବୁଦ୍ଧାକୁ ଯେଉଁଠି ବି ରଖିବେ ଏହି କଥାକୁ ଧ୍ୟାନ ରଖିବେ କି ତାହା ତଳେ ରହିନଥିବ, ତାହାକୁ ସେହି ପରି ପୂଜ୍ୟନୀୟ ସ୍ଥାନରେ ରଖିବେ ଯେଉଁପରି ଭଗବାନଙ୍କୁ ରଖାଯାଏ , ଆପଣଙ୍କୁ ଏହାକୁ ବସୁଥିବା ସ୍ଥାନରେ ରଖିପାରିବେ ଯାହା ଦ୍ୱାରା ଆଗନ୍ତୁକ ମାନଙ୍କର ନଜର ଏହା ଉପରେ ପଡିବ , ଲାଫିଙ୍ଗ୍ ବୁଦ୍ଧାକୁ କେବେ ବାଥରୁମ୍, ଡାଇନିଙ୍ଗ୍ ଟେବୁଲ୍, ଟୟଲେଟ୍, ବେଡ୍ ରୁମ୍ କିମ୍ବା ରୋଷେଇ ଘରେ ରଖିବା ଅନୁଚିତ୍ ।

ଲାଫିଙ୍ଗ୍ ବୁଦ୍ଧାର ଉପାୟ- ଘର କିମ୍ବା ଅଫିସ୍ ରେ କେଉଁ ପ୍ରକାରର୍ ଅସୁବିଧା ହେଉଥିଲେ ତେବେ ଦୁଇ ହାତ ଉପରେ କରିଥିବା ଲାଫିଙ୍ଗ୍ ବୁଦ୍ଧାର ମୁର୍ତ୍ତୀ ରଖନ୍ତୁ, ଏମିତି କରିଲେ ସବୁ ସମସ୍ୟା ଆପେ ଆପେ ଦୁର ହୋଇଯିବ ।

ଯେଉଁ ଲୋକ ପଇସା ଏକାଠି କରିପାରୁନାହାନ୍ତି ସେମାନେ ଏହି ଧନର ପୋଟଳି ପାଇଁ ଲାଫିଙ୍ଗ୍ ବୁଦ୍ଧାର ମୁର୍ତ୍ତୀ ରଖିବା ଉଚିତ୍ , ଏଥିରେ ଧନ ସଂବନ୍ଧୀ କାମରୁ ଲାଭ ମିଳିପାରିବ ।

ଯଦି କାମରେ ସଫଲତା ମିଳିପାରୁନି ତେବେ ଦୁଇ ହାତରେ କମଣ୍ତଳ ପାଇଁ ଲାଫିଙ୍ଗ୍ ବୁଦ୍ଧା ବୁଦ୍ଧାର ମୁର୍ତ୍ତୀକୁ ଘରେ ରଖିବା ଉଚିତ୍ । କେଉଁ ବି ଘରର ପୁର୍ବ ଦିଗରେ ପରିବାରର ଭାଗ୍ୟ ଓ ସୁଖ ଶାନ୍ତି ସ୍ଥାନ କୁହାଯାଏ , ଆପଣ ନିଜ ଘର ସଦସ୍ୟଙ୍କ ମଧ୍ୟରେ ପାରସ୍ପାରିକ ପ୍ରେମର ତାଳମେଳ ରୁହେ, ତେବେ ଏକ ଲାଫିଙ୍ଗ୍ ବୁଦ୍ଧା ପୁର୍ବ ଦିଗରେ ରଖିବେ ଯାହା ଆପଣ ଦୁଇ ହାତକୁ ଉଠାଇକରି ହସୁଥିବ , ଫେଙ୍ଗସୁଇ ନିୟମ ଅନୁସାରେ ଲାଫିଙ୍ଗ୍ ବୁଦ୍ଧାକୁ ନିଜ ଘରର ଦକ୍ଷିଣ ପୁର୍ବ ଦିଗରେ ରଖିଲେ ଏହି ଦିଗରେ ସକରାତ୍ମକ୍ ଉର୍ଜା ପ୍ରବାହିତ ହୁଏ

ଚାକିରି ବ୍ୟବସାୟ କ୍ଷେତ୍ରରେ ଆଶ୍ୱସ୍ତି ଦେଇଥାଏ, ଯଦି ଆପଣଙ୍କୁ ଲାଗେ କି ଆପଣଙ୍କ ଘରେ କିଛି ଗୁଣି ଗାରେଡି ହୋଇଛି ତେବେ ଆପଣଙ୍କୁ ଡ୍ରାଗନ୍ ଉପରେ ବସିଥିବା ଲାଫିଙ୍ଗ୍ ବୁଦ୍ଧା ରଖିବା ଉଚିତ୍ , ଧନର ପୁଟୁଳି ନିଜ କାନ୍ଧରେ ଲଗାଇଥିବା ଲାଫିଙ୍ଗ୍ ବୁଦ୍ଧାକୁ କେଉଁ ବି ଘର କିମ୍ବା ଅଫିସ୍ ପାଇଁ ଶୁଭ ମାନାଯାଏ ,  ସେମିତି ଛୁଆଙ୍କ ସହ ବସିଥିବା ଲାଫିଙ୍ଗ୍ ବୁଦ୍ଧା ସନ୍ତାନ ପ୍ରାପ୍ତି ପାଇଁ ରଖାଯାଏ ।

Leave a Reply

Your email address will not be published. Required fields are marked *