March 3, 2024

Odia Express

News For Public

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ : ମଣିଷ ଶରୀରର କେଉଁ ଅଙ୍ଗ ପ୍ରତି ଦୁଇ ମାସରେ ବଦଳିଥାଏ – ବୁଦ୍ଧିମାନ ଲୋକ ନିଜ ବୁଦ୍ଧି ଖଟେଇ ପାରିବେ ଓ ଅତି ସହଜ ରେ ଉତ୍ତର ଦେଇ ପାରିବେ…

1 min read

ସିଭିଲ୍ ସର୍ଭିସ୍ ପରୀକ୍ଷା ୟୁପିଏସ୍ ସି ପରୀକ୍ଷା ଆମ ଦେଶରେ ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଯାଏ , ଓ ଏହି ପରୀକ୍ଷାକୁ ପାସ୍ କରିବା ପାଇଁ ପରୀକ୍ଷାର୍ଥୀମାନେ ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥାନ୍ତି , ଓ ତେବେ ଯାଇକରି ସେମାନଙ୍କୁ ସଫଳତା ମିଳିଥାଏ, ଓ ସେମିତି ୟୁପିଏସ୍ ସି ପରୀକ୍ଷାର ଅନ୍ତିମ ଚରଣରେ ହେଉଥିବା ଇଣ୍ଟରଭ୍ୟୁ ବହୁତ କଠିନକର ହୋଇଥାଏ, ଓ ଏହି ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀର ଉପସ୍ଥିତ ବୁଦ୍ଧି, ତର୍କ ଶକ୍ତି ଓ ବ୍ୟକ୍ତିତ୍ୱତାକୁ ପରଖାଯାଇଥାଏ । ଓ ପରୀକ୍ଷାର୍ଥୀକୁ ଏମିତି ଅଖାଡୁଆ ଓ ଅଭ୍ରାନ୍ତିକର ପ୍ରଶ୍ନ କରାଯାଏ ଯାହା ଆମେ ଏହି ପୋଷ୍ଟରେ ଜଣାଇବୁ, ଆସନ୍ତୁ ଜାଣିବା ସେ କେଉଁ ପ୍ରଶ୍ନଗୁଡିକ ।

ପ୍ରଶ୍ନ :-

୧) – ୧୦ ଟଙ୍କାରେ ଏମିତି କଣ ଜିନିଷ କିଣିବେ ଯାହା ପୁରା ରୁମ୍ ଫୁଲ୍ ହୋଇଯିବ ?

ଉତ୍ତର- ୧୦ ଟଙ୍କାରେ ଅଗରବତୀ କିଣିକରି ତାର ଧୁଆଁରେ ପୁରା ରୁମ୍ ଫୁଲ୍ ହୋଇଯିବ ।

୨) ସତି ପ୍ରଥାର ସର୍ବାଧିକ ବିରୋଧ କିଏ କରିଥିଲେ ?

ଉତ୍ତର- ସତି ପ୍ରଥାର ସର୍ବାଧିକ ବିରୋଧ ରାଜା ରାମମୋହନ ରାୟ କରିଥିଲେ ।

୩)ଯଦି ୫ ସେକେଣ୍ତ ପାଇଁ ପୃଥିବୀରେ ଅକ୍ସିଜେନ୍ ଗାୟବ ହୋଇଯାଏ ତେବେ କଣ ହେବ ?

ଉତ୍ତର- ଆମର ପାଦ ତଳୁ ମାଟି ଖସିଯିବ ୧୦-୧୫ କିମି ପର୍ଯ୍ୟନ୍ତ ଏହା ତଳକୁ ଚାଲିଯିବ , ଧାତୁଗୁଡିକ ବିନା ୱେଲଡିଙ୍ଗ୍ ରେ ନିଜ ମଧ୍ୟରେ ଯୋଡି ହୋଇଯିବେ , ପୃଥିବୀ ପୁର୍ବ ଅପେକ୍ଷା ଆହୁରି ଥଣ୍ତା ହୋଇଯିବ , ସବୁ ଜିବିତ କୋଶିକା ଫୁଲିକରି ଫାଟିଯିବ , ଯେଉଁଥିରେ ଜୀବଜନ୍ତୁ ମରିଯିବେ ।

୪) ଜିଲାପିକୁ ଇଂରାଜୀରେ କଣ କହନ୍ତି ?

ଉତ୍ତର- ଜିଲାପିକୁ ଇଂରାଜୀରେ Funnel Cake, Rounded Sweet , Syrup filled ring କୁହାଯାଏ ।

୫) ସୂର୍ଯ୍ୟ କେଉଁ ଦେଶରେ ବୁଡିଥାଏ ?

ଉତ୍ତର- ନର୍ବେକୁ ବୁଡିଯାଉଥିବା ସୁର୍ଯ୍ୟ କୁହାଯାଏ , କାରଣ ସେଠାରେ ପ୍ରଥମେ ସୁର୍ଯ୍ୟ ଅସ୍ତ ହୋଇଥାଏ । ସେମିତି ସୁର୍ଯ୍ୟ ଉଦୟ ହେଉଥିବା ଦେଶ ଜାପାନ ଅଟେ ।

୬) OBC ର ଫୁଲ୍ ଫର୍ମ କଣ ଅଟେ ?

ଉତ୍ତର- Other backward classes .

୭) କଣ ସବୁ ଜୀବଜନ୍ତୁଙ୍କର ରକ୍ତ ଲାଲ୍ ହୋଇଥାଏ ?

ଉତ୍ତର- ନାଁ । ଉତ୍ତର ଆମେରିକାରେ ମିଳୁଥିବା କଙ୍କଡାଙ୍କ ରକ୍ତ ନୀଳ ହୋଇଥାଏ, ଓ ନ୍ୟୁ ଗିନିଆ ନାମକ ଏକ ଏଣ୍ତୁଅର ରକ୍ତ ସବୁଜ ହୋଇଥାଏ ।

୮) ଚାହା ପିଇବା ପରେ ପାଣି କଣପାଇଁ ପିଇବା ଉଚିତ୍ ନୁହେଁ ?

ଉତ୍ତର- ଚାହା ପିଇବାପରେ ପାଣି ପିଇଲେ ପାଚନକ୍ରିୟାରେ ଅସୁବିଧା ହୋଇଥାଏ,  ଆଉ ଦାନ୍ତଗୁଡିକ ପାଇରିଆ ରୋଗ ହେବାର ସଂମ୍ଭାବନା ଅଧିକା ରହିଥାଏ ।

୯) ପ୍ରାୟତଃ ବାଦଲ କେତେ ଓଜନର ହୋଇଥାଏ ?

ଉତ୍ତର- ୧.୧ ମିଲିୟନ୍ ପାଉଣ୍ତ(୧୦୦) ହାତୀର ବରାବର ।

୧୦) ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପିନ୍ଧିପାରିବା ଓ ଖାଇ ବି ପାରିବା ?

ଉତ୍ତର- ଲବଙ୍ଗ କୁ ମହିଳା ମାନେ ନାକରେ ପିନ୍ଧନ୍ତି, ଓ ଲବଙ୍ଗ ଖାଇବା ପାଇଁ ବି ଉପଯୋଗ କରାଯାଏ ।

୧୧) ଏମିତି କେଉଁ ଜିନିଷ ଅଛି ଯାହା ଯୌବନରେ ସବୁଜ ଓ ବୁଢାପାରେ ଲାଲ୍ ହୋଇଥାଏ ।

ଉତ୍ତର- ଲଙ୍କା ଯୌବନରେ ସବୁଜ ଓ ବୁଢାପାରେ ଲାଲ୍ ହୋଇଥାଏ ।

୧୨) କେଉଁ ଦେଶରେ କେବଳ ୪୦ ମିନିଟ୍ ପାଇଁ ରାତି ହୋଇଥାଏ ?

ଉତ୍ତର- ନର୍ବେ କୁ ଏଣ୍ଟ୍ରି ଅଫ୍ ମିଡ୍ ନାଇଟ୍ ସନ୍ କୁହାଯାଏ ।

୧୩) ଭାରତରେ ଏମିତି କେଉଁ ଭୋଜନ ଅଛି ଯାହା ଚାରକୋଲ୍ ଉପରେ ସେକ୍ କରି ପକାଯାଏ ?

ଉତ୍ତର- ତନ୍ଦୁରୀକୁ ଚାରକୋଲ୍ ଉପରେ ସେକ୍ କରି ପକାଯାଏ ।

୧୪) ମାନବ ଶରୀରର କେଉଁ ଅଙ୍ଗ ପ୍ରତି ଦୁଇ ମାସରେ ବଦଳିଥାଏ

ଉତ୍ତର – ଏହାର ସଠିକ ଉତ୍ତର ହେଉଛି ଦିମାଗ ବା ମସ୍ତିସ୍କ

Leave a Reply

Your email address will not be published. Required fields are marked *