March 3, 2024

Odia Express

News For Public

ମୁମ୍ବାଇରେ ଆଉ ଗୋଟେ ଶାନଦାର୍ ବଙ୍ଗଳା କିଣିଲେ ଅଜୟ ଦେବଗନ ଯାହା କଡା ଟକ୍କର ଦେବ ଅମିତାଭ ବଙ୍ଗଳା ସହ, ଜାଣନ୍ତୁ ତାହାର ଦାମ୍

ଆମର ଫିଲ୍ମ ଜଗତରେ ଏମିତି ବହୁତ କଳାକାର୍ ଅଛନ୍ତି ଯିଏକି ଆଲିଶାନ୍ ଜୀବନଶୈଳୀ ବଞ୍ଚିବାକୁ ଇଚ୍ଛାପ୍ରକାଶ କରନ୍ତି, ଓ ଏମାନେ ସବୁବେଳେ ନିଜ ଲାଇଫ୍ ଷ୍ଟାଇଲ୍ କୁ ନେଇକରି ଚର୍ଚ୍ଚିତ ରହିଥାନ୍ତି, ଓ ଏବେ ବଲିଉଡ୍ ର ମହାନାୟକ ଅମିତାଭ ବଚ୍ଚନ ଏକ ଭଲ ଡୁପ୍ଲେକ୍ସ କିଣିଥିଲେ, ଓ ଅମିତାଭଙ୍କ ଏହି ଡୁପ୍ଲେକ୍ସର ଦାମ୍ ପ୍ରାୟ ୩୧ କୋଟି ଟଙ୍କା ବୋଲି ଜଣାଯାଏ , ଓ ଏହା ବି ଖବର ଆସୁଛି କି ଏହି ଆପାର୍ଟମେଣ୍ଟ ପାଇଁ ଅମିତାଭ ବଚ୍ଚନ ୬୨ ଲକ୍ଷର ଷ୍ଟାମ୍ପ୍ ଡ୍ୟୁଟି ବି ଦେଇସାରିଛନ୍ତି, ଓ ଅମିତାଭଙ୍କ ପରେ ବଲିଉଡ୍ ର ସିଙ୍ଘମ୍ କୁହାଯାଉଥିବା ଅଜୟ ଦେବଗନ ମୁମ୍ବାଇର ଜୁହୁରେ ଏକ ସୁନ୍ଦର ଆଲିଶାନ୍ ଘର କିଣିଛନ୍ତି ଯାହାର ଦାମ୍ ପ୍ରାୟ ୬୦ କୋଟି ଟଙ୍କା ବୋଲି କୁହାଯାଉଛି, ଓ ଅଜୟ ଦେବଗନଙ୍କ ଏହି ନୁଆ ଘର ଦେଖିବାକୁ ବହୁତ ସୁନ୍ଦର ଅଟେ ।

କହିଦେବୁ କି ଅଜୟ ଦେବଗନଙ୍କ ନୁଆ ଘର ତାଙ୍କ ପୁରୁଣା ଘର ଶାନ୍ତି ଠାରୁ କିଛି ଦୁରରେ ଅଛି, ଓ ସେ ଅଜୟ ଦେବଗନଙ୍କ ଏହି ବଙ୍ଗଳା ୫୯୦ ସ୍କୋୟାର୍ ଫୁଟ୍ ରେ ବ୍ୟାପିଛି, ଓ ଅଜୟ ଦେବଗନ ଏହି ନୁଆ ଘର ସୁଚନା ତାଙ୍କ ଏକ ସ୍ପୋକ୍ ପର୍ସନ୍ ଙ୍କ ଦ୍ୱାରା ମିଳିଛି, ଏବେ ପର୍ଯ୍ୟନ୍ତ ଅଫିସିଆଲି ଏହି ଘରର ଦାମ୍ ବିଷୟରେ ସୁଚନା ମିଳିପାରିନାହିଁ,  ମିଡିଆ ରିପୋର୍ଟସ୍ ଅନୁସାରେ ଅଜୟ ଦେବଗନ ବହୁତ ଦିନରୁ ଏକ ନୁଆ ଘର ଖୋଜୁଥିଲେ , ଏବେ ଅଜୟଙ୍କ ଖୋଜା ଶେଷ ହୋଇଛି, ଓ ଏବେ ଯେମିତି ଅଜୟ ଦେବଗନ ନୁଆ ଘରକୁ ସିଫ୍ଟ ହୋଇଯିବେ ତେବେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରିତିକ୍ ରୋଶନ୍, ଓ ଧର୍ମେନ୍ଦ୍ରଙ୍କ ପଡୋଶୀ ବି ହୋଇଯିବେ , କାରଣ ଅଜୟ ଦେବଗନଙ୍କ ନୁଆ ଘର ଏହି କଳାକାରଙ୍କ ଘର ପାଖାପାଖି ଅଟେ ।

କହିଦେବୁ କି ଅଜୟ ଦେବଗନ ବଲିଉଡ୍ ର ଜଣେ ଲୋକପ୍ରିୟ ଓ ଜଣାଶୁଣା ଷ୍ଟାର୍ ଅଟନ୍ତି , ଓ ସେ ନିଜ ଶାନଦାର୍ ଲାଇଫ୍ ଷ୍ଟାଇଲ୍ ଓ ମହଙ୍ଗା ସଉକ ପାଇଁ ଜଣାଯାଆନ୍ତି, ମହଜୁଦ୍ ସମୟରେ ଅଜୟ ଦେବଗନ ନିଜ ପରିବାର ସହ ନିଜ ମୁମ୍ବାଇ ଘର ଶାନ୍ତିରେ ରହୁଛନ୍ତି, ଓ ତାଙ୍କର ଏହି ଘର ଦେଖିବାକୁ ବହୁତ ସୁନ୍ଦର ଓ ଆଲିଶାନ୍ ଅଟେ, ଓ ଏବେ ଅଜୟ ଦେବଗନ ମୁମ୍ବାଇରେ ନିଜ ଦ୍ୱିତୀୟ ଘର କିଣି ନେଇଛନ୍ତି ଓ ପ୍ରାପ୍ତ ସୁଚନା ଅନୁସାରେ ଅଜୟ ଦେବଗନ ଏହି ନୁଆ ବଙ୍ଗଳାର ପଜେସନ୍ ନେଇଛନ୍ତି, ଓ ଏଥିରେ ରେନୋଭେସନ୍ କାମ ବି ଆରମ୍ଭ୍ କରିଦେଇଛନ୍ତି । କହିଦେବୁ କି ଅମିତାଭ ଗତ କିଛି ସମୟରୁ ନିଜ ନୁଆ ଘରକୁ ନେଇକରି ବହୁତ ଚର୍ଚ୍ଚିତ ହୋଇଥିଲେ , ସେମିତି ବିଗ୍ ବି ଙ୍କ ଛଡା ବଲିଉଡ୍ ର ବହୁତ କଳାକାର ନୁଆ ଘର କିଣିଛନ୍ତି, ଓ କିଛି ମାସ ପୁର୍ବରୁ ବଲିଉଡ୍ ର ଜଣାଶୁଣା ଅଭିନେତା ଅର୍ଜୁନ୍ କପୁର୍ ବି ନିଜ ଗାର୍ଲଫ୍ରେଣ୍ତ ମଲାଇକା ଅରୋରାଙ୍କ ଘର ପାଖରେ ଏକ ସୁନ୍ଦର ଆଲିଶାନ୍ ଆପାର୍ଟମେଣ୍ଟ କିଣିଛନ୍ତି, ଓ ନିଜ ଏହି ନୁଆ ଘରକୁ ନେଇକରି ଅର୍ଜୁନ୍ କପୁର ବହୁତ ଚର୍ଚ୍ଚିତ ହୋଇଛନ୍ତି ।

କହିଦେବୁ କି ଏହି ଦିନ କରୋନା ମହାମାରୀକୁ ନେଇ କରି ପୁରା ଦେଶରେ ଲକ୍ ଡାଉନ୍ ଜାରିରହିଛି, ଓ ଏମିତିରେ ରିୟଲ୍ ଇଷ୍ଟେଟ୍ ସହ ଯୋଡି ହୋଇଥିବା ଲୋକଙ୍କର କହିବା କଥା କି ମହାମାରୀ ସମୟରେ ଫ୍ଲାଟ୍ସ ଓ ଆପାର୍ଟମେଣ୍ଟ ଦାମ୍ ରେ ବହୁତ୍ ହ୍ରାସ ଆସିଛି, ଓ ଏହି କାରଣରୁ ଆମର ଫିଲ୍ମ ଜଗତର କଳାକାର ନୁଆ ନୁଆ ଘର କିଣୁଛନ୍ତି ।

Leave a Reply

Your email address will not be published. Required fields are marked *