March 3, 2024

Odia Express

News For Public

ଓଡ଼ିଆ ମଜାଦାର ଜୋକ୍ସ : ସୋମବାରକୁ ସପିଙ୍ଗ୍ , ମଙ୍ଗଳବାରକୁ ହୋଟେଲ୍ , ବୁଧବାରକୁ ବୁଲିବା, ଶୁକ୍ରବାରକୁ ସିନେମା ଦେଖିବା, ଶନିବାରକୁ ପିକନିକ୍, ଜାନୁ କେତେ ମଜା ଆସିବ ତାପରେ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

ଜୋକ୍ସର ଏହି ମଜାଦାର୍ ଦୁନିଆଁରେ ଆପଣଙ୍କୁ ଆଉଥରେ ସ୍ୱାଗତ, ଆମେ ଭଲ ଭାବରେ ଜାଣିଛେ କି ଖୁସି ରହିବା ଆମ ଜୀବନ ପାଇଁ କେତେ ଜରୁରୀ ହୋଇଥାଏ, କାରଣ ଖୁସି ରହିଲେ ଆମର ଜୀବନର ଅଧା ଚିନ୍ତା ଦୁର ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ଶୁଣିଲେ ଆପଣ ହସି ହସି ବେଦମ୍ ହୋଇଯିବେ,  ତେବେ ଆଉ ବିଳମ୍ବ କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଜଣେ ବନ୍ଧୁ ଆଉ ଏକ ବନ୍ଧୁକୁ, ତୋର ଜୀବନରେ କେବେ ଦୁଃଖ ନ ଆସୁ, ତୋର ଆଖିରେ କେବେ ଲୁହ ନ ଆସୁ, ମୋର କାମନା ଅଛି କି ତୋତେ ଏମିତି ଝିଅ ମିଳୁ ଯାହାର ଓଜନ ୨୦୦ କେଜିରୁ କମ୍ ହୋଇ ନଥାଉ ।

୨) ଗଧ- ମୋର ମାଲିକ ମୋତେ ବହୁତ ମାରେ, ତାର ସାଙ୍ଗ- ତ ତୁ ପଳେଇ ଆସୁନୁ କଣପାଇଁ ? ଗଧ- ତାର ଝିଅ ଯେବେ ପଢେନି ତ ସେ କହେ ତୋର ବାହାଘର ଏହି ଗଧ ସହ କରାଇଦେବି, ଖାଲି ଏହି ଆଶାରେ ମୁଁ ସେଠାରେ ବସି ରହିଛି ।

୩) ଥରେ ପପୁ ଟ୍ରେନ୍ ରେ ଯାଉଥିଲା, ଟ୍ରେନ୍ ବହୁତ ଭିଡ ହେବା କାରଣରୁ ପପୁ ଏକ ଗଞ୍ଜା ବ୍ୟକ୍ତି କୋଳରେ ବସିଗଲା, ସେହି ଲୋକ ତାକୁ ଉଠାଇ କହିଲା- ହା ହା ମୋର କୋଳରେ ବସିଯା, ପପୁ- ନା, ମଉସା ମୁଁ ଏଠାରେ ଠିକ୍ ଅଛି, ସେଠାରେ ଖସିଯିବାର ଭୟ ଅଛି ।

୪) ସ୍ୱାମୀ-ଯେବେ ମୋର ବାପାଙ୍କ ଖଣ୍ତାକୁ ଦେଖେ, ତେବେ ମୋର ମନ ଲଢେଇ କରିବାର ଇଚ୍ଛାହୁଏ ,ସ୍ତ୍ରୀ- ତେବେ ଯାଉନ କଣପାଇଁ ? ସ୍ୱାମୀ-କଣ କରିବି, ଏହାର ତୁରନ୍ତ୍ ପରେ, ତାଙ୍କ ନକଲି ଗୋଡ ଦେଖି ମୋର ମନ ଆଉ ହୁଏନି ।

୫) ରାହୁଲ୍ ରାଜୁକୁ- ଆରେ ସାଙ୍ଗ ମୋତେ ଲାଗୁଛି କି ମୋର ଗାର୍ଲଫ୍ରେଣ୍ତର କାହା ସହ ଚକ୍କର ଚାଳୁଛି, ରାଜୁ- ଠିକ୍ ଅଛି ତାର ହୃଦୟକୁ ଆଧାର ଲିଙ୍କ୍ କରାଇଦିଅ, କେତେ ଖାତା ଖୋଲା ହୋଇଛି ତାହା ଜଣାପଡିବ ।

୬) ସ୍ୱାମୀ ସବୁଦିନ ରାତିରେ ଚିନିର ଡବା ଦେଖୁଥିଲା ଓ ଶୋଇଯାଉଥିଲା , ସ୍ତ୍ରୀ ଏହା ଦେଖିପାରିଲା ନାହିଁ ଓ ସେ ସ୍ୱାମୀକୁ ପଚାରିନେଲା, କଣ ହେଲା ତୁମର ସବୁ ଦିନ ଚିନି ଡବାକୁ ଖୋଲିକରି କଣ ଦେଖୁଛ? ସ୍ୱାମୀ- ଆରେ ଡାକ୍ତର କହିଛନ୍ତି କି ଘର ଉପରେ ସବୁଦିନ ରାତିକୁ ଚିନି ଚେକ୍ କରି ଶୋଇବ ।

୭) ଦିନେ ସ୍ତ୍ରୀ ନିଜ ଘରେ ବସିକରି ଟିଭି ଦେଖୁଥିଲା, ତେବେ ତାର ସ୍ୱାମୀ ପେପର୍ ନେଇକରି ଆସିଲା,  ସ୍ୱାମୀ ବହୁତ ସାହାସ କରି ସ୍ତ୍ରୀକୁ ପଚାରିଲା- ଆଜି ପେପରରେ ଏକ ଲେଖକ ଲେଖିଛନ୍ତି କି ସ୍ୱାମୀ ମାନଙ୍କୁ କହିବାର ହକ୍ ରହିଛି, ସ୍ତ୍ରୀ –ହସିକରି- ଦେଖ ତ ସେ ବିଚରା କେବଳ ଲେଖିପାରିଲା କିନ୍ତୁ ନିଜ ସ୍ତ୍ରୀକୁ କିଛି କହିପାରିଲାନାହିଁ ।

୮) ବଣ୍ଟି- ଏକ ସେଲୁନ୍ ଖୋଲିଲା, ଏକ ଗ୍ରାହକ ସେଭ୍ କରିବାକୁ ଆସିଲା , ବଣ୍ଟି- ନିଶ ରଖିବାର ଅଛି କି ? ଗ୍ରାହକ- ହଁ ବଣ୍ଟି- ଗ୍ରାହକର ନିଶ କାଟୀକି ତାର ହାତରେ ଦେଇଦେଲା ଓ କହିଲା –ନିଅ ରଖିନିଅ ଯେଉଁଠି ରଖିବାର ଅଛି ।

୯) ସ୍ତ୍ରୀ- ସୋମବାରକୁ ସପିଙ୍ଗ୍, ମଙ୍ଗଳବାରକୁ ହୋଟେଲ୍, ବୁଧବାରକୁ ବୁଲିବା, ଶୁକ୍ରବାରକୁ ସିନେମା, ଶନିବାରକୁ ପିକନିକ୍, ଜାନୁ କେତେ ମଜା ଆସିବ ନା, ସ୍ୱାମୀ- ହଁ ଓ ବାକି ରବିବାରକୁ ମନ୍ଦିର ସ୍ତ୍ରୀ-କଣ ପାଇଁ ସ୍ୱାମୀ- ଭିକ ମାଗିବାକୁ ଆଉ କଣ ?

୧୦) ମା- କଣ କରୁଛୁ ପୁଅ, ପୁଅ- ବାପା ମୋତେ କିସ୍ କଲେନି , ମା- ତୁ ଟେବୁଲ୍ ଶୁଣାଇନଥିବୁ ଏଥିପାଇଁ, ପୁଅ- ତେବେ କାମବାଲି ଆଣ୍ଟି କୁ କେଉଁ ଟେବୁଲସ୍ ଆସୁଛି କି ?

Leave a Reply

Your email address will not be published. Required fields are marked *