March 3, 2024

Odia Express

News For Public

ଏହି ଅଭ୍ୟାସ ରଖିଥିବା ସ୍ତ୍ରୀ ବଦଳାଇଦିଅନ୍ତି ସ୍ୱାମୀଙ୍କ ଭାଗ୍ୟ – ମିଳାଇଦିଅନ୍ତୁ ନିଜ ସ୍ତ୍ରୀଙ୍କ ସହ ଏହି ଗୁଣଗୁଡିକ..

ସ୍ତ୍ରୀ ଯଦି ଗୁଣବତି ଓ ସୌଭାଗ୍ୟବତୀ ହୋଇଥାଏ ତେବେ ତାର ସ୍ୱାମୀର ଜୀବନରେ ଖୁସିରେ ଭରିଯାଏ , ଓ ଯଦି ସ୍ତ୍ରୀ ଗୁଣବତୀ ହୋଇନଥାଏ ତେବେ ସ୍ୱାମୀର ଜୀବନରେ କିଛି ଭଲ ହୋଇନଥାଏ , ଘରର ସହ ଜୀବନରେ ଅଶାନ୍ତି ଉପୁଜେ , ଘରର ମାହୋଲ୍ ବିଗିଡିଯାଏ , ଶାସ୍ତ୍ରର ଅନୁସାରେ ଏମିତି ପାଞ୍ଚଟି ଗୁଣ କୁହାଯାଇଛି ଯାହା ନିଜ ଘରେ ଏହି ଅଭ୍ୟାସ ବାଲି ସ୍ତ୍ରୀ ଥିଲେ ସ୍ୱାମୀର ଭାଗ୍ୟୋଦୟ୍ ହେବା ନିଶ୍ଚିତ ଅଟେ,  ତେବେ ଆସନ୍ତୁ ଜାଣିବା କେଉଁ ସେହି ଗୁଣ ଥିବା ଦରକାର ।

୧) ଯେଉଁ ସ୍ତ୍ରୀ ଧାର୍ମିକ ହୋଇଥାଏ ସେ ସର୍ବଦା ଧର୍ମର ରାସ୍ତାରେ ଚାଲିଥାଏ, ଏମିତି ସ୍ତ୍ରୀ ନା କେବଳ ସ୍ୱାମୀ ଘରକୁ ସୁନିୟୋଜିତ ତରିକାରେ ଚଳାଇବାରେ ସକ୍ଷମ ହୋଇଥାଏ ବରଂ ସଠିକ୍ ଭୁଲ୍ ତୟ କରିବା ବୁଝାମଣା ବି ରହିଥାଏ , ଯେଉଁ ସ୍ତ୍ରୀ ଧର୍ମ ଅନୁସାରେ ଜୀବନ ବଞ୍ଚିବାର ବିଶ୍ୱାସ ରଖନ୍ତି , ସେ ସ୍ୱାମୀ ଜୀବନରେ କେବଳ ଖୁସି ପାଇଥାନ୍ତି ।

ସେ ସ୍ତ୍ରୀ ଯାହାର ଇଚ୍ଛା ସୀମିତ ହୋଇଥାଏ । ଯିଏ ଲୋଭୀ ହୋଇନଥିବ , ନା ସବୁବେଳେ ଅଧିକା ପାଇବାର ଇଚ୍ଛାପ୍ରକାଶ କରୁଥିବ , ଏମିତି ସ୍ତ୍ରୀ ପୁରୁଷକୁ ସର୍ବଦା ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦେଉଥିବ , ଦରକାର ରୁ ଅଧିକା ଇଚ୍ଛା ପାଇବାକୁ ପାଉଥିବା ସ୍ତ୍ରୀ ସ୍ୱାମୀକୁ ଭୁଲ୍ ରାସ୍ତାରେ ଚାଲିବାକୁ ସର୍ବଦା ଉସକାଇଥାଏ ।

Leave a Reply

Your email address will not be published. Required fields are marked *