“ବଜରଙ୍ଗୀ ଭାଇଜାନ୍” ର ମୁନ୍ନୀ ପାଳିଲେ ନିଜ ୧୩ ତମ ଜନ୍ମଦିନ , ଦେଖନ୍ତୁ ତାଙ୍କର ଜନ୍ମଦିନ ପାଳନର କିଛି ସୁନ୍ଦର ଫଟୋ ଗୁଡିକ

୨୦୧୫ ରେ ଆସିଥିବା ସୁପରଷ୍ଟାର୍ ସଲମାନ ଖାନ୍ ଙ୍କ ଫିଲ୍ମ “ ବଜରଙ୍ଗୀ ଭାଇଜାନ୍” ଇତିହାସରେ ସବୁଠାରୁ ଅଧିକା କମାଇଥିବା ଫିଲ୍ମରୁ ଗୋଟେ ବୋଲି ଜଣାଯାଏ , ଓ ଏହି ଫିଲ୍ମ ବକ୍ସ ଅଫିସରେ ସୁପର ଡୁପର୍ ହିଟ୍ ହୋଇଥିଲା , ଓ ସେମିତି ଫିଲ୍ମରେ ସଲମାନ ଖାନ୍ ଓ କରିନା କାପୁରଙ୍କ ଲିଡ୍ ରୋଲରେ ନଜର ଆସିଥିଲେ, ଓ ତାଙ୍କ ସହ ଏହି ଫିଲ୍ମରେ ଲୋକଙ୍କ ବେଶୀ ଧ୍ୟାନ ଯଦି କେଉଁ କଳାକାରକୁ ଆକର୍ଷିତ କରିଥିଲା ତେବେ ତାହା ଥିଲା ସେ ଛୋଟ ଝିଅ “ମୁନ୍ନୀ” ଉପରେ , କହିଦେବୁ କି ଏହି ଶିଶୁ କଳାକାରର ଅଭିନୟ ହର୍ଷାଳି ମଲହୋତ୍ରା ନିଭାଇଥିଲେ, ଓ ନିଜ ଅଭିନୟକୁ ସେ ବିନା କହି ହର୍ଷାଳି ମଲହୋତ୍ରା ବହୁତ ସୁନ୍ଦର ଭାବେ ଦର୍ଶକଙ୍କୁ ମୋହିତ କରିଦେଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ୍ ରିଲିଜ୍ ହେବାର ୬ ବର୍ଷ ପରେ ଏବେ ହର୍ଷାଳୀ ମଲହୋତ୍ରାଙ୍କ ଲୁକ୍ ରେ ବହୁତ ପରିବର୍ତ୍ତନ ଆସିସାରିଛି, ସେ ଅଧିକା ସୁନ୍ଦର ଓ ଗ୍ଲାମରର୍ସ ନଜର ଆସୁଛନ୍ତି ।
ହର୍ଷାଳୀ ମଲହୋତ୍ରା ବିଗତ ୩ ଜୁନ୍ କୁ ନିଜ ୧୩ ତମ ଜନ୍ମ ଦିନ ପାଳନ କରିଥିଲେ , ଓ ନିଜ ଜନ୍ମଦିନର ଏହି ଖାସ୍ ମଉକାରେ ସେ କିଛି ଫଟୋ ସହ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ଯାହାକି ବହୁତ ଭାଇରାଲ୍ ହୋଇଥିଲା , ଏହି ଲାଟେଷ୍ଟ ଫଟୋଗୁଡିକ ବହୁତ ହିଁ ସୁନ୍ଦର ଦେଖାଯାଉଛି, ଓ କୋରନା ମହାମାରୀ କାରଣରୁ ଦେଶସାରା ଲକ୍ ଡାଉନ୍ ଲାଗିଛି ଓ ଏମିତିରେ ହର୍ଷାଳୀ ମଲହୋତ୍ରା ନିଜ ଘରେ ହିଁ ପରିବାର ସହ ନିଜ ଜନ୍ମଦିନ ପାଳନ କରିଛନ୍ତି , ହର୍ଷାଳୀଙ୍କୁ ବଲିଉଡ୍ ର ବହୁତ କଳାକାର ଓ ଷ୍ଟାର୍ସମାନେ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ହର୍ଷାଳୀ ମଲହୋତ୍ରା ନିଜ ଜନ୍ମଦିନର ଅନେକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେଉଁଠି ଗୋଟେ ଫଟୋ ସେ କେକ୍ ସହ ନଜର ଆସିଛନ୍ତି ଏହି ଫଟୋରେ ଦେଖିପାରିବେ କି ଜନ୍ମଦିନର ମଉକାରେ ହର୍ଷାଳୀ ମଲହୋତ୍ରା କେତେ ଖୁସି ନଜର ଆସୁଛନ୍ତି , ସେମିତି ନିଜ ବାର୍ଥ ଡେ ସେଲିବ୍ରେସନ୍ ସମୟରେ ହର୍ଷାଳୀ ପିଙ୍କ୍ କଲରର ଶିମରୀ ଡ୍ରେସ୍ ବହୁତ ସୁନ୍ଦର ନଜର ଆସୁଛି, ଓ ତାଙ୍କ ଚେହେରାରେ ସେ କ୍ୟୁଟ୍ ସ୍ମାଇଲ୍ ତାଙ୍କ ସୁନ୍ଦରତାକୁ ଆହୁରି ବଢାଇଦେଉଛି ।
ହର୍ଷାଳୀ ମଲହୋତ୍ରାଙ୍କ ଜନ୍ମ ୩ ଜୁନ୍ ୨୦୦୮ ରେ ମୁମ୍ବାଇରେ ହୋଇଥିଲା, ଓ ହର୍ଷାଳୀ ମଲହୋତ୍ରା ନିଜ ପରିବାର ସହ ମୁମ୍ବାଇରେ ରୁହନ୍ତି , କହିଦେବୁ କି ହର୍ଷାଳୀ ମଲହୋତ୍ରାଙ୍କ ବାପାଙ୍କ ନାଁ ବିପୁଲ୍ ମଲହୋତ୍ରା ଅଟେ ଓ ମା ଙ୍କ ନାଁ କାଜୋଲ୍ ମଲହୋତ୍ରା ଅଟେ, ଓ ତାଙ୍କର ଏକ ବଡ ଭାଇ ବି ଅଛି ଯାହାଙ୍କ ସହ ହର୍ଷାଳୀ ମଲହୋତ୍ରା ବହୁତ ଭଲ ଦୋସ୍ତି ଅଛି, ଓ ସବୁ ଜିନିଷ ନିଜ ଭାଇଙ୍କୁ ସେୟାର୍ କରନ୍ତି , ଆପଣଙ୍କୁ କହିଦେବୁ କି ଫିଲ୍ମ “ବଜରଙ୍ଗୀ ଭାଇଜାନ୍” ରେ ସେ ସମସ୍ତଙ୍କ ହୃଦୟକୁ ଜିଣିଥିଲେ, ସେମିତି ଅସଲ ଜୀବନରେ ସେ ବହୁତ କଥାବାର୍ତ୍ତା କରନ୍ତି , ଓ ଶାନ୍ତ ବସିବା ତାଙ୍କୁ ଭଲ ଲାଗେ ନାହିଁ । ହର୍ଷାଳୀ ମଲହୋତ୍ରା ଫିଲ୍ମ “ବଜରଙ୍ଗୀ ଭାଇଜାନ୍” ରୁ ନିଜ ଅଭିନୟର କ୍ୟାରିୟର ଆରମ୍ଭ କରିଥିଲେ , ଓ ଏହି ଫିଲ୍ମରେ ସେ ୨ ଲକ୍ଷ ଟଙ୍କା ଫିସ୍ ନେଇଥିଲେ ।
ସେମିତି ଫିଲ୍ମର ଛଡା ହର୍ଷାଳି ବହୁତ ଟିଭି ସୋଜ୍ ଓ ବିଜ୍ଞାପନରେ ନଜର ଆସିଛନ୍ତି, ଓ ହର୍ଷାଳି ମଲହୋତ୍ରା ସୋସିଆଲ୍ ମିଡିଆରେ ବି ବହୁତ ଆକ୍ଟିଭ୍ ରୁହନ୍ତି , ଓ ବହୁତଥର ନିଜ ସୁନ୍ଦର ଫଟୋଗୁଡିକ ପୋଷ୍ଟ କରିଥାନ୍ତି