September 29, 2023

Odia Express

News For Public

ଶନିଦେବଙ୍କ ହେବା ଯାଉଛି ବକ୍ରି , ଆଜି ଠାରୁ ୨୮ ଦିନ ଯାଏଁ ଏହି ୨ ଟି ରାଶିର ଉପରେ ପଡିବ ଦୁଃଖର ପାହାଡ

1 min read

ଆମର ଜୀବନ ପୁରା ଭାବେ ଗ୍ରହର ଉପରେ ନେଇ ଆଧାରିତ ହୋଇଥାଏ , ଓ ଗ୍ରହ ନିଜ ଚାଲ ନିରନ୍ତର ବଦଳାଉଥାନ୍ତି , ଏହି କାରଣରୁ ଆମର ଜୀବନରେ କେବେ ଦୁଃଖ ତ କେବେ ସୁଖ ଯିବା ଆସିବା ଲାଗି ରହିଥାଏ । ଆମର ଜ୍ୟୋତିଷ୍ୟଶାସ୍ତ୍ର ଅନୁଯାୟୀ ଶନିଙ୍କୁ ପାପି ଗ୍ରହ ବୋଲି ଜଣାଯାଏ , ଓ ଶନି ଆମର ସବୁ ଦୂଃଖର କାରଣ ହୋଇଥାନ୍ତି , ଆପଣଙ୍କୁ କହିଦେବୁ କି ଶନି ନିଜ ଚାଲି ସବୁବେଳେ ବଦଳାଉଥାନ୍ତି , ଏହି ଚାଲ ବଦଳିବାକୁ ବକ୍ରି କୁହାଯାଏ , ଶନି ବକ୍ରି ହେବା ଦ୍ୱାରା ବ୍ୟକ୍ତି ନିଜ ମହତ୍ତ୍ୱକାଂକ୍ଷା ଏବଂ ଅସିମିତ ଇଚ୍ଛାଗୁଡିକ ଉପରେ ଅଙ୍କୁଶ ଲଗାଇବା ଉଚିତ୍ , କାରଣ ଶନିଦେବ ବକ୍ରତ୍ୱ କାଳରେ ବ୍ୟକ୍ତିର ଅସୁରକ୍ଷିତ, ଅନ୍ତବିରୋଧୀ, ଅସନ୍ତୋଷୀ, ଅଶାନ୍ତ ଏବଂ ଅନତ୍ମିୟତା ଅନୁଭବ କରାନ୍ତି , ଏମିତିରେ ତାଙ୍କ ଆତ୍ମବିଶ୍ୱାସରେ କମି ଆସିଯାଏ , ଓ ନିଜ ସନ୍ଦେହ ସ୍ୱଭାବ କାରଣରୁ ପ୍ରିୟଜନଙ୍କୁ ହିଁ ନିଜ ଶତ୍ରୁ ବନାଇଦିଅନ୍ତି ।

ଏହା ତ ସମସ୍ତେ ଜାଣିଛନ୍ତି କି ଶନି ସୁର୍ଯ୍ୟଙ୍କ ପୁତ୍ର ଅଟନ୍ତି । ଓ ନ୍ୟାୟର ରାଜା ବି ଅଟନ୍ତି । ଆମର ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଶନି ଆଉଥରେ ବକ୍ରି ନେଉଛନ୍ତି , ଓ ଏହି ବକ୍ରି ନେବାର ଯୋଗୁଁ କିଛି ରାଶି ଉପରେ ପ୍ରଭାବ ଦେଖିବାକୁ ମିଳିବ , ଶାସ୍ତ୍ରରେ କୁହାଯାଇଛି କି ଥରେ ଶନିଦେବ କାହା ଉପରେ ବି କୃପାଦୃଷ୍ଟି ପକାଇଲେ ତେବେ ତାଙ୍କର ଭାଗ୍ୟ ଖୋଲିଯିବ , ଯାହା ଉପରେ ଶନିଙ୍କ ପ୍ରକୋପ ପଡେ ତାହାର ଜୀବନ ପୁରା ବର୍ବାଦ ହୋଇଯାଏ,  ଓ ନାନା ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିପାରେ , ଏଥିପାଇଁ ସବୁବେଳେ ଶନିଦେବଙ୍କୁ ପ୍ରସନ୍ନ କରିବା ଉଚିତ୍ , ଓ ଏମିତି କିଛି କାମ କରିବା ଅନୁଚିତ୍ ଯାହା ଦ୍ୱାରା ଶନିଦେବ କ୍ଷୁବ୍ଧ ହୁଅନ୍ତୁ ବା ନାରାଜ୍ ହୁଅନ୍ତୁ । ଏମିତି ମାନାଯାଏ କି ଶନିଦେବଙ୍କ ବକ୍ରି ହେବା କାରଣରୁ ଦେଶକୁ ଆର୍ଥିକ, ସାମାଜିକ ଜାତିବାଦ ପରି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ ଏମିତି ୨ ଟି ରାଶି ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଉପରେ ଶନିଙ୍କ ବକ୍ରି ହେବାର କାରଣରୁ ଦୁଃଖର ପାହାଡ ପଡିପାରେ ।

୧) କର୍କଟ ରାଶି- ଶନିଦେବଙ୍କ ବକ୍ରି ହେବା କାରଣରୁ ଆପଣଙ୍କୁ ନାନା ପ୍ରକାରର ଚିନ୍ତାର ସାମ୍ନା କରିବାକୁ ପଡିପାରେ ଶନିଦେବଙ୍କ ବକ୍ରି ଅବଧୀରେ କାନୁନୀ ବିବାଦ, ଆର୍ଥିକ ସମସ୍ୟା ଓ ପାରିବାରିକ ଜୀବନରେ ଅସୁବିଧା ମାନ ଆସିପାରେ ଏହି ସମୟରେ ନିଜକୁ ସଂମ୍ଭାଳିକରି ରହିବାର ଅଛି , ନିଜ ପାରିବାରିକ ଜୀବନ ଉପରେ ଧ୍ୟାନ ଦେବାକୁ ହେବ , ଆପଣଙ୍କ ଘର ଭାଙ୍ଗିପାରେ ଏଥିପାଇଁ ସବୁଠାରୁ ଭଲ ରହିବ କି ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଓ ପରିବାରକୁ ଯୋଡିବାକୁ ଚେଷ୍ଟା କରନ୍ତୁ

୨) ମେଷ ରାଶି- ଶନିଦେବଙ୍କ ବକ୍ରି ହେବା କାରଣରୁ ମେଷ ରାଶିର ଲୋକଙ୍କ ଜୀବନରେ ବହୁତ ନକରାତ୍ମକ ପ୍ରଭାବ ପଡିବାକୁ ଯାଊଛି । ଆପଣଙ୍କ କ୍ୟାରିୟର ଗତି କମ୍ ହୋଇପାରେ , ଆର୍ଥିକ ସଙ୍କଟ ଦେଖାଦେଇପାରେ , ଏଇ ମାସର ମଝିରେ ଆପଣଙ୍କ ଆର୍ଥିକ ଉନ୍ନତି ହେବ , କିନ୍ତୁ ବହୁତ ଧିମା ଗତିରେ , ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିପାରେ , ଶନିଦେବଙ୍କ ବକ୍ରି ହେବା କାରଣରୁ ଆପଣଙ୍କ ଜୀବନରେ ସଂଘର୍ଷ ଆସିବ , ଶତ୍ରୁ ବଢିବେ  ଓ ରୋଗ ଚିନ୍ତିତ କରିବେ , ଏହି ସମୟରେ  କିଛି ବି ଏମିତି କାମ କରନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କ ବଦନାମୀ ହୁଅନ୍ତୁ । ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ଓ ବିଶେଷକରି ହିତକାରୀ ହେବ , ଶନିଦେବଙ୍କ ବକ୍ରି ହେବା କାରଣରୁ ୨୮ ଦିନ ଯାଏଁ ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ନେବାକୁ ହେବ , ଖାଲି ଆପଣଙ୍କୁ ସ୍ୱାସ୍ଥ୍ୟ ସହ ଯୋଡୀ ହୋଇଥିବା ସମସ୍ୟା ହୋଇପାରେ ।

Leave a Reply

Your email address will not be published. Required fields are marked *