April 16, 2024

Odia Express

News For Public

ନାକର ଆକାର କହିଥାଏ ଆପଣଙ୍କ ସ୍ଵଭାଵ ଏବଂ ଭବିଷ୍ୟ – ଆପଣଙ୍କ ନାକ କିଭଳି ଏବେ ଦେଖିନିୟନ୍ତୁ

ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି।ସମସ୍ତଙ୍କ ରୂପ ବର୍ଣ୍ଣ ଅଲଗା ଅଲଗା ହୋଇଥାଏ।ସମସ୍ତେ ଶୁଣିଥିବେ ଯେ ଗୋଟେ ଚେହେରାରେ ୭ ଜଣ ଅଲଗା ଅଲଗା ଲୋକ ଥାଆନ୍ତି ବୋଲି। ସବୁ ଲୋକଙ୍କ ନାକ ଏବଂ ଓଠ ଅଲଗା ଅଲଗା ହୋଇଥାଏ। ଆମେ ନାକ ରୁ ଜାଣିପାରିବ ଯେ କାହାର କେମିତି ସ୍ଵଭାଵ।ଯଦି ଜଣଙ୍କ ନାକ ପୁରା ସିଧା ସେମାନେ ବହୁତ ଜ୍ଞାନୀ ହେଇଥାନ୍ତି ଏବଂ ସେମାନେ ପ୍ରେରଣା ଦେଇଥାନ୍ତି। ଏମାନଙ୍କ ଭିତରେ ବହୁତ ସହ୍ୟ କରିବା ଗୁଣ ଥାଏ।ଏମାନେ ନିଜ ମନର କଥା କାହା ଆଗରେ ପ୍ରକାଶ କରିପାରନ୍ତି ନାହି।ଏମାନେ ସବୁବେଳେ ଅନ୍ୟ କୁ ସାହାଯ୍ୟ କରିଥାନ୍ତି।ଏମାନଙ୍କୁ ପ୍ରାଥମିକତା ଦବା ନିହାତି ଦରକାର। ଏମାନଙ୍କ ମନ ବହୁତ ପରିଷ୍କାର ହୋଇଥାଏ।

ଯଦି ଜଣଙ୍କର ନାକ ଉପର ଆଡୁ ଏବଂ ତଳ ଆଡୁ ସିଧା ହୋଇଥାଏ ଏବଂ ମଝିରେ ଉଠିକି ଥାଏ ତେବେ ସେ ଲୋକର ଧର୍ଯ୍ୟ ନଥାଏ।ଏମାନଙ୍କୁ ରାଗ ବହୁତ କମ୍ ଆସେ।ଏମାନେ ନିଜ ର ଭାବନା କୁ କାହା ଆଗରେ ପ୍ରକାଶ କରିପାରନ୍ତି ନାହି। ଏମାନେ ସବୁ କଥା କୁ ଜଲଦି ନେଇଯାଆନ୍ତି।ଏମାନେ କାହା କଥା ଶୁଣନ୍ତି ନାହିଁ।

ଯଦି ଜଣଙ୍କ ନାକ ମଝିରେ ଉପରକୁ ଉଠିଥାଏ ଏବଂ ଘୁମିକି ଥାଏ ତେବେ ସେମାନେ ସବୁବେଳେ ଭଲ ଚିନ୍ତା କରିଥାନ୍ତି ଏବଂ କୋମଳ ହେଇଥାନ୍ତି।ସେମାନେ ସବୁ ବେଳେ ଅନ୍ୟକୁ ସାହାଯ୍ୟ କରିଥାନ୍ତି ।ଏମାନେ ସବୁବେଳେ ସକର୍ତ୍ମକ ଚିନ୍ତା କରିଥାନ୍ତି।ଏମାନେ କାହା ଦୁଃଖ ଦେଖିପାରନ୍ତି ନାହିଁ। ସବୁବେଳେ ଆପଣଙ୍କର ପାଖେ ପାଖେ ରହିଥାନ୍ତି।

ଯଦି ଜଣଙ୍କ ନାକ ଚେପା ହେଇଥାଏ ତାହେଲେ ସେମାନଙ୍କୁ ବହୁତ ଜଲଦି ରାଗ ଆସେ।ଏମାନେ ସବୁ ବେଳେ ଅନ୍ୟକୁ ସାହାଯ୍ୟ କରିଥାନ୍ତି।ଏମାନଙ୍କୁ ଯେବେ ରାଗ ଆସେ ସେମାନେ କାହା କଥା ଶୁଣନ୍ତି ନାହି।ଏମାନଙ୍କୁ କାବୁ କରିବା ଅସମ୍ଭବ ଅଟେ।ଏଭଳି ନାକ ଥିବା ଲୋକ ସମସ୍ତ ଅସୁବିଧା କୁ ସାମ୍ନା କରିପାରନ୍ତି ତଥା ସମାଧାନ ମଧ୍ୟ କରିପାରନ୍ତି।

ଯଦି ଜଣଙ୍କ ନାକ ଚଉଡ଼ା ହେଇଥାଏ ସେମାନେ ସବୁ ଅସୁବିଧା କୁ ଠିକ୍ କରିଦିଅନ୍ତି। ଏମାନେ ସାଧାରଣ ଭାବରେ ବଞ୍ଚିବାକୁ ଭଲ ପାଆନ୍ତି।ଏମାନଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଜିଜ୍ଞାସା ଥାଏ।ଏମାନେ ସମାଜରେ ଘଟୁଥିବା ସବୁ ଘଟଣାର ଜ୍ଞାନ ରଖି ଥାଆନ୍ତି। ଏମାନେ ଆକର୍ଷଣ ହୋଇଥାନ୍ତି।ଏମାନେ ବହୁତ ଜ୍ଞାନୀ ମଧ୍ୟ ହୋଇଥାନ୍ତି।ଏମାନେ ସବୁ ବେଳେ ସମସ୍ତଙ୍କ ସାହାଯ୍ୟ କରିଥାନ୍ତି ।

ଯଦି ଜଣଙ୍କ ନାକ ଲମ୍ବା ତେବେ ସେମାଙ୍କୁ କେହି ବାନ୍ଧିକି ରଖିପାରନ୍ତି ନାହିଁ।ଏମାନେ ବହୁତ ବହୁତ ଜ୍ଞାନୀ ମଧ୍ୟ ହୋଇଥାନ୍ତି।ଯଦି ଏମାନଙ୍କଠୁ କାମ ଚାହୁଁଛନ୍ତି ତେବେ ଏମାନଙ୍କୁ ପ୍ରାଥମିକତା ଦବା ନିହାତି ଦରକାର।ଏମାନେ କେବେ କାହା କଥା ଶୁଣନ୍ତି ନାହିଁ।ଏମାନେ ସବୁବେଳେ ନିଜ ମନ କଥା ଶୁଣିଥାନ୍ତି। କିନ୍ତୁ ଅସୁବିଧାରେ ପଡ଼ିଲେ ଏଭଳି ନାକ ଥିବା ଲୋକ ଆପଣଙ୍କ ପାଖରେ ଠିଆ ହୋଇଥାନ୍ତି।

ଯଦି ଜଣଙ୍କ ନାକ ଚଉଡ଼ା ହେଇଥାଏ ତେବେ ସେମାନେ ସବୁ ଅସୁବିଧାକୁ ସମାଧାନ କରିଦିଅନ୍ତି। ଏମାନେ ବହୁତ ଭଲ ବ୍ୟବସାୟ ହୋଇପାରିବେ।ଏମାନେ ବହୁତ ବଡ଼ ବଡ଼ ଅସୁବିଧା କୁ ଠିକ କରିଦେଇପାରନ୍ତି।ଏମାନେ ଅନ୍ୟର ଦୁଃଖ ଦେଖିପାରନ୍ତି ନାହି। ଅନ୍ୟକୁ ସବୁବେଳେ ସାହାଯ୍ୟ କରିବାକୁ ଆଗକୁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *