ସ୍ୱାସ୍ଥ୍ୟ ଉପରେ ବହୁତ ରହସ୍ୟ ଖୋଲେ ଆମ ହାତ – ରଙ୍ଗ ବଦଳିବା ଓ ଥରିବା କାରଣ ପାଇଁ ଜାଣନ୍ତୁ ଏହି ଖବର…

ହାତର ବଦଳୁଥିବା ରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗଡିବାର ସଙ୍କେତ ଦେଇଥାଏ , ରକ୍ତ ପ୍ରବାହ ଉପରେ, ଦୁର୍ବଳ ପ୍ରତିରୋଧକ କ୍ଷମତା କିମ୍ବା ଲିଭର୍ ସହ ଯୋଡି ହୋଇଥିବା ସମସ୍ୟାଗୁଡିକ ହାତର ରଙ୍ଗରୁ ଜାଣିପାରିବେ , ଯାହା ପରିବର୍ତ୍ତନ କୁହାଯାଇଛି, ସେ ଏକ ସଙ୍କେତ ଅଟେ, ଯାହାର ପୃଷ୍ଟି ଡାକ୍ତରଙ୍କ ଦ୍ୱାରା କରାଯିବା ଉଚିତ୍  ଏଥିପାଇଁ ବୁଝିନେବେ କି ହାତରେ କିଛି ସଙ୍କେତ ଦେଇପାରେ , କୋଲମ୍ବିଆ ଏସିଆ ମେଡିକାଲ୍ ର କନସୁଲଟାଣ୍ଟ ଇଣ୍ଟରନାଶନାଲ୍ ମେଡିସିନ୍ ଡାକ୍ତର ଦୀପକ ବର୍ମା କହୁଥିଲେ କି ହାତର ସ୍ୱାସ୍ଥ୍ୟ ବିଷୟରେ ଜାଣିବା କିଛି ସହଜ ଟିପ୍ସ ।

୧) ହାତ ଲାଲ ହେବା- ଯଦି ଲମ୍ବା ସମୟରୁ ଆପଣଙ୍କ ହାତ ଲାଲ୍ ରହିଥାଏ ।ତେବେ ଏହା ସାମାନ୍ୟ ନୁହେଁ । ଏହା ଲିଭରର ସମସ୍ୟାର ସଙ୍କେତ୍ ଦେଇଥାଏ । ସାଧାରଣତଃ ହାତର ବାହାର ଭାଗରେ ଲାଲପଣ ନଜର ଆସିଥାଏ , ଯଦି ହାତରେ ଲାଲ ଦାଗ ଚିହ୍ନ ଦେଖାଯାଏ , ତେବେ ଚିକିତ୍ସକ ଉପଦେଶ ଦିଅନ୍ତୁ , ଯାହାଙ୍କ ବୟସ ୫୦ ବର୍ଷ କିମ୍ବା ଅଧିକା ଅଛି ସେଥିରୁ ଏହି ସମସ୍ୟା ଅଧିକା ହୋଇଥାଏ । ସେମିତି ଗର୍ଭବତୀ ମହିଳା ରକ୍ତ ସଂଚାର ବଢାଇବାର କାରଣ ହାତରେ ଲାଲପଣ ଆସିବା ସାମାନ୍ୟ ଅଟେ । ହାର୍ମୋନ୍ ସନ୍ତୁଳନରେ ପରିବର୍ତ୍ତନ ଆସିବା କାରଣ ହାତରେ ଲାଲପଣ ଆଣିପାରେ ।

୨) ଅଧିକା ଝାଳ ଆସିବା- କିଛି ଲୋକଙ୍କ ହାତରେ ଝାଳ ଆସେ, ଚିନ୍ତା କିମ୍ବା ଓଭର ଆକ୍ଟିଭ୍ ଥାୟରଏଡ୍ ଏହାର କାରଣ ହୋଇପାରେ । କେବେ କେବେ ହାତରେ ଝାଳ ଆସିବା ସାମାନ୍ୟ ହୋଇପାରେ । କିନ୍ତୁ ସାମାନ୍ୟ କିମ୍ବା କମ୍ ତାପମାନ ବି ଏହି ଏହି ପରି ଝାଳ ଆସିବା ହାଇପରହାଇଡ୍ରସିସ୍ ଆଡକୁ ଇସାରା କରେ , ଏହା ହୃଦୟରୋଗ, ଡାଇବେଟିଜ୍ , ଚିନ୍ତା, ଅବସାଦ, ହାଇପୋଥାୟରଡିଜମ୍ ପରି କେଉଁ ରୋଗର ସଙ୍କେତ ବି ହୋଇପାରେ ।

୩) ରୁକ୍ଷାପଣ ଆସିବା- ଥଣ୍ତାର ଦିନରେ ହାତରେ ରୁକ୍ଷାପଣ ଆସିବା ସାମାନ୍ୟ ହୋଇଥାଏ । କିନ୍ତୁ ଲଗାତାର ହାତରେ ତ୍ୱଚାକୁ ରୁକ୍ଷ କରିଥାଏ ।  ଏହାର କାରଣ ଡିହାଇଡ୍ରେସନ୍ ଓ ହାର୍ମୋନ୍ ଏଷ୍ଟ୍ରୋଜନ୍ କମି ହୋଇପାରେ , ଏହିଥିରୁ ବଞ୍ଚିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ , ହାଥକୁ ନରମ ଓ ହାଇଡ୍ରେଡ୍ ରଖିବାପାଈଁ ମସଶ୍ଚାରାଇଜର୍ ହ୍ୟାଣ୍ତ କ୍ରିମ୍ ଲଗାନ୍ତୁ , ଖାଦ୍ୟରେ ପରିବର୍ତ୍ତନ କରନ୍ତୁ , ଯେପରି ଖାଦ୍ୟରେ ମାଛ, ମଞ୍ଜି ବାଲା ପରିବା, ଓ ନଟସ୍ ସାମିଲ୍ କରନ୍ତୁ ,ଯଦି ନଖ ଦୁର୍ବଳ ଅଛି କିମ୍ବା ଭାଙ୍ଗିଯାଇଛି ତେବେ ଶରୀରରେ ଜିଙ୍କ୍ କମି ହୋଇପାରେ , ଖାଦ୍ୟରେ ଜିଙ୍କ୍ ଯୁକ୍ତ ଖାଦ୍ୟ ପଦାର୍ଥ ଯେପରି ଜଇ, ରାଶି, ଅଲସି, ବାଦାମ, ନଟସ୍ ଆଦି ସାମିଲ୍ କରନ୍ତୁ, କିନ୍ତୁ ଏହା ପୁର୍ବରୁ ଚିକିତ୍ସକ ସହ ପରାମର୍ଶ କରନ୍ତୁ ।

୪) ହାତ ହଳଦିଆ ଦେଖାଯିବା- ହାତ ହଳଦିଆ ଦେଖାଯିବା ଲିଭର ରୋଗ ଯେପରି ପିଲିଆ, ଲିଭର ଫାଇବ୍ରୋସିସ୍, ଲିଭରରେ ଇନଫେକ୍ସନ୍ , ଆଦି ସଙ୍କେତ ହୋଇପାରେ ,ଏମିତିରେ ଲୋକ ଅଧିକା ଥକାପଣ ଓ ଉର୍ଜାର କମି ଅନୁଭବ କରନ୍ତି, ଏହା ପାଚନ କ୍ଷମତାକୁ ଦୁର୍ବଳ କରିଦିଏ , ଏମିତିରେ ଲୋକ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ, ସେମିତି ହାତ ସଫା ରହିଲେ ଶରୀରରେ ହିମୋଗ୍ଲୋବିନ୍ କିମ୍ବା ରକ୍ତ ହୀନତା କମ୍ ହେବାର୍ ସଙ୍କେତ ଦିଏ , ଲିଭର୍ ସମସ୍ୟା ହେଲେ ହାତ ଓ ଆଖିର ପତ୍ତାରେ ହଳଦିଆ ହେବା ସଙ୍କେତ ଦିଏ ।

୫) ହାତରେ କମ୍ପନ- ବହୁତଥର୍ ହାତ ଥରିବା କିମ୍ବା ଅକାରଣ ହଲିବା ପର୍କି ସଂସ ରୋଗ ସଙ୍କେତ ହୋଇପାରେ । ମସ୍ତିସ୍କରେ ମହଜୁଦ୍ ବାଇଟାଲ୍ ନର୍ଭସ୍ ସେଲ୍ ପୁରା ନଷ୍ଟ କରିଦିଏ , ଯାହାଦ୍ୱାରା ପୁରା ସଙ୍କେତ ମସ୍ତିଷ୍କ ନ ପହଞ୍ଚିପାରୁ, ଆରମ୍ଭରୁ ତାନ୍ତ୍ରିକା କୋଶିକା ପ୍ରଭାବିତ୍ କରେ , ଶରିରର ଗତିବିଧିକୁ ନିଜ କବଜାରେ ନେଇଯାଏ , ସାଧାରଣତଃ ଚିନ୍ତାର କାରଣରୁ ହୋଇପାରେ ,ଏହି ଲକ୍ଷଣକୁ ଗଂମ୍ଭୀରତାର ସହ ନିଅନ୍ତୁ ।

Leave a Reply

Your email address will not be published. Required fields are marked *