September 27, 2023

Odia Express

News For Public

ସାଉଥର ଦୁଇ ଫେମସ ଅଭିନେତ୍ରୀ ସାମନ୍ଥା ଓ କାଜଲ,କାହାର ପତି ସବୁଠୁ ସୁନ୍ଦର ଓ କୋଟିପତି – ଦେଖନ୍ତୁ କିଏ ଅଧିକ ଧନୀ..

ସାଙ୍ଗମାନେ ସାମନ୍ଥା ଓ କାଜଲ ଅଗ୍ରୱାଲ ବଲିଉଡ ଦୁନିଆର ଦୁଇ ଅନନ୍ୟ ନାୟିକା ଅଟନ୍ତି।ଏହି ଦୁଇ ଜଣ ଅନେକ ଫିଲ୍ମରେ ନିଜ ଅଭିନୟ ଓ ଏକ୍ସପ୍ରେଶନ ଦ୍ଵାରା ଅନେକ ଲୋକଙ୍କ ହୃଦୟକୁ ଜିତି ପାରିଛନ୍ତି।ଏହି ଦୁଇ ଜଣ ବିବାହ କରିସାରିବା ପରେ ଏବେ ଖୁସିରେ ଜୀବନ ବିତାଉଛନ୍ତି।କଣ ଆପଣ ଜାଣିଛନ୍ତି ଯେ ଏହି ଦୁଇଜଣଙ୍କ ଭିତରୁ କାହାର ସ୍ବାମୀ ଅଧିକ ହାଣ୍ଡସମ।ସେମାନଙ୍କ ବ୍ୟାଙ୍କ ବାଲାନ୍ସ ଓ ସୁନ୍ଦରତାକୁ ଆଜି ଆମେ ତୁଳନା କରିବା ଓ ଦେଖିବା କାହାର ସ୍ବାମୀ ଏଥିରେ ବାଜି ମାରୁଛନ୍ତି।ଏହି ଦୁଇଜଣ ସର୍ବଦା ଫିଲ୍ମ ଦୁନିଆରେ ଚହଳ ପକାଇଥାନ୍ତି।

ସବୁଠୁ ପ୍ରଥମେ କଥା ହେବା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ।ତାଙ୍କ ସ୍ବାମୀଙ୍କ ନାମ ହେଉଛି ଗୌତମ କିଚ୍ଚଲୁ।ସେ ୨୦୨୦ ମସିହାରେ ଅକ୍ଟୋବର ମସିହାରେ ବିବାହ କରି ନିଜ ଘର ବସାଇଥିଲେ।ତାଙ୍କ ସ୍ଵାମୀ ଏକ ଶିଳ୍ପପତି ଅଟନ୍ତି।ତାଙ୍କର ଏକ ନିଜସ୍ୱ କମ୍ପାନୀ ରହିଛି।ଏହି କାରଣରୁ ସେ ମାସକୁ କୋଟି କୋଟି ଟଙ୍କାରୁ ଅଧିକ କମାଇ ଥାଆନ୍ତି।ସେ ବହୁତ କମ ବୟସରୁ ହିଁ କୋଟିପତି ହୋଇପାରିଛନ୍ତି।ତାଙ୍କର ସମ୍ପତି ପ୍ରାୟ ଅଢେ଼ଇ ହଜାର କୋଟିରୁ ଅଧିକ ହେବ।ତାଙ୍କର ଏକ ସପିଙ୍ଗ ମଲ ମଧ୍ୟ ଅଛି ଯେଉଁଠାରେ ଆପଣଙ୍କୁ ବହୁ ବିଦେଶୀ ବ୍ରାଣ୍ଡର ଜିନିଷ ମିଳିପାରିବ।

ଏବେ କଥା ହେବା ସାମନ୍ଥାଙ୍କ ବିଷୟରେ।ସେ ୨୦୧୭ ମସିହାରେ ନାଗାର୍ଜୁନ ଙ୍କ ପୁଅ ନାଗଚୈତନ୍ୟଙ୍କୁ ବିବାହ କରିଛନ୍ତି।ସେ ତେଲୁଗୁ ତାମିଲ ଆଦି ଫିଲ୍ମରେ କାମ କରିଛନ୍ତି।ସେ ଏକ ବହୁତ ଜଣାଶୁଣା ଅଭିନେତା ଅଟନ୍ତି।ନାଗଚୈତନ୍ୟ ପ୍ରାୟ ୬୦୦୦୦ କୋଟି ଟଙ୍କାର ସମ୍ପତି ନିଜ ସାମର୍ଥ୍ୟ ବଳରେ କରି ପାରିଛନ୍ତି।ସେ ତାଙ୍କ ପିତାଙ୍କ ପ୍ରାୟ ୫୦ ପ୍ରତିଶତ ସମ୍ପତ୍ତିର ଅଧିକାରୀ ଅଟନ୍ତି।ସେଥିରୁ ପ୍ରାୟ ୧୦୦୦ କୋଟିର ମାଲିକ ହେଉଛନ୍ତି ନାଗଚୈତନ୍ୟ।ନାଗଚୈତନ୍ୟ ନିଜ ପରିଶ୍ରମ ବଳରେ ଏକ ୧୫ କୋଟିର ଏକ ଫ୍ଲାଟ କିଣିଛନ୍ତି ଯେଉଁଥିରେ ପ୍ରାୟ ସବୁ ପ୍ରକାର ସୁବିଧା ରହିଛି।

ଘର ସହିତ ଇଏ ତାଙ୍କ ଜୀବନଶୈଳୀ ଉପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି।ସେଥିପାଇଁ ଇଏ ସର୍ବଦା ଦୁବାଇ ଭଳି ଜାଗାକୁ ବୁଲିବାକୁ ଯାଇଥାନ୍ତି। ବଲିଉଡର ସମସ୍ତ କଳାକାର ମାନଙ୍କର ଡ୍ରେସ ଆଦିର ଡିଜାଇନ ସାଉଥର ଡିଜାଇନର ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥାଏ।ସେ ଏବେ ଗୋଟିଏ ମୁଭି ପିଛା ଛ କୋଟି ଟଙ୍କା ଚାର୍ଜ କରୁଛନ୍ତି। ୟାଙ୍କର ସମୁଦାୟ ସମ୍ପତି ୨୦୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୪୦୦ କୋଟି ଟଙ୍କା।ସେ ଏବେ ମୁମ୍ବାଇରେ ରହୁଛନ୍ତି ଓ ତାଙ୍କ ଘରର ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା।

Leave a Reply

Your email address will not be published. Required fields are marked *