ମଜାଦାର ପ୍ରଶ୍ନ – ୩ ଜଣ ସାଙ୍ଗ ଆମ୍ବ ଗଛ ତଳେ ବସିଥିଲେ ତା ଭିତରେ ଜଣେ ଅନ୍ଧ ଜଣେ ମୁକ ଓ ଜଣେ କାଲା ବସିଥିଲେ ତେବେ ସେହି ସମୟରେ ଗୋଟିଏ ଆମ୍ବ ପଡିଲା ତେବେ କିଏ ସେହି ଆମ୍ବ କୁ ଯାଇକି ଗୋଟେଇବ…

ଆମେ ଯେତେବେଳେ କିଛି ଚାକିରି ପାଇଁ ଯାଇଥାଉ ସେତେବେଳେ ସେଠାରେ ଆମ ଉପରିସ୍ଥ କର୍ମଚାରୀ ଆମର ସାକ୍ଷାତକାର ନେଇଥାନ୍ତି ଓ ଜାଣିବାକୁ ଚାହାନ୍ତି କି ଆମେ ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ନା ଅନୁପଯୁକ୍ତ।ବର୍ତ୍ତମାନ ଆମେ କିଛି ଏହିଭଳି ପ୍ରଶ୍ନ ଉପରେ ଆଲୋଚନା କରିବା।ପ୍ରଥମ ପ୍ରଶ୍ନ ହେଉଛି ଏପରି କେଉଁ ଜିନିଷ ଯାହା ପାଣି ପିଇବା ମାତ୍ରେ ମରିଯାଇଥାଏ? ଉତ୍ତର ହେଉଛି ଶୋଷ।ଦିତୀୟ ପ୍ରଶ୍ନ ହେଉଛି ସୀତା ମାତା କେଉଁ ଜୀବକୁ ଅଭିଶାପ ଦେଇଥିଲେ?ଉତ୍ତର ହେଉଛି ଗାଈ।

ତୃତୀୟ ପ୍ରଶ୍ନ ହେଉଛି ଏପରି କେଉଁ ଦେଶ ରହିଛି ଯେଉଁଠାରେ କମ ବୃଦ୍ଧଲୋକ ରୁହନ୍ତି?ଉତ୍ତର ହେଉଛି ଇଣ୍ଡୋନେସିଆ।ଚତୁର୍ଥ ପ୍ରଶ୍ନ ହେଉଛି ସାଇକଲକୁ ହିନ୍ଦୀରେ କଣ କୁହାଯାଇଥାଏ? ଉତ୍ତର ହେଉଛି ଦିବ୍ୟ ଚକ୍ରବହାନ।ପଞ୍ଚମ ପ୍ରଶ୍ନ ହେଉଛି କେଉଁ ଦେଶର ଲୋକମାନେ ମୋବାଇଲର ବ୍ୟବହାର କରିପାରିବେ ନାହିଁ।ଉତ୍ତର ହେଉଛି ପେରୁ।ଷଷ୍ଠ ପ୍ରଶ୍ନ ହେଉଛି କେଉଁ ଫଳକୁ ଖାଇବା ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ?ଉତ୍ତର ହେଉଛି ମେନ ଫଳ।

ସପ୍ତମ ପ୍ରଶ୍ନ ହେଉଛି ଗଛରେ ଲାଗିଥିବା ଦୁନିଆର ସବୁଠାରୁ ବଡ଼ ଫଳ କଣ?ଉତ୍ତର ହେଉଛି ଫଟହଲ।ଅଷ୍ଟମ ପ୍ରଶ୍ନ ହେଉଛି ଉତ୍ତରପ୍ରଦେଶର ରଜଧାନି କଣ?ଉତ୍ତର ହେଉଛି ଲକ୍ଷ୍ନୌ।ନବମ ପ୍ରଶ୍ନ ହେଉଛି କେଉଁ ଯିବର ୩୨ଟି ମସ୍ତିଷ୍କ ରହିଥାଏ?ଉତ୍ତର ହେଉଛି ଯୋକର।ପର ପ୍ରଶ୍ନ ହେଉଛି ଆଯାନ୍ତର ଗୁମ୍ଫା କେଉଁ ଧର୍ମ ସହ ସମ୍ବନ୍ଧିତ?ଉତ୍ତର ହେଉଛି ବୌଦ୍ଧ ଧର୍ମ ସହିତ।ପର ପ୍ରଶ୍ନ ହେଉଛି ଭାରତ ବ୍ୟତୀତ କେଉଁ ଦେଶର ସ୍ଵାଧୀନତା ଦିବସ ୧୫ ଅଗଷ୍ଟରେ ପାଳନ କରାଯାଏ।ଉତ୍ତର ହେଉଛି ଦକ୍ଷିଣ କୋରିଆ।

ପର ପ୍ରଶ୍ନ ହେଉଛି ଦୁନିଆର ସବୁଠାରୁ ଛୋଟ ଦେଶର ନାମ କଣ ?ଉତ୍ତର ହେଉଛି ଭାଟିକାନ ସିଟି।ପର ପ୍ରଶ୍ନ ହେଉଛି ଦୁନିଆର କେଉଁ ବସ୍ତୁର ବେଗ ସର୍ବାଧିକ। ଉତ୍ତର ହେଉଛି ଆଲୋକର।ପର ପ୍ରଶ୍ନ ହେଉଛି କେଉଁ ଜିନିଷ ଉପରେ ପାଣି ପକାଇବା ଦ୍ଵାରା ତାହା ଗରମ ହୋଇଯାଇଥାଏ।ଉତ୍ତର ହେଉଛି ଚୂନ।ପର ପ୍ରଶ୍ନ ହେଉଛି କେଉଁ ଦେଶର ପତାକା ଓଲଟା ଓ ସିଧା ବେଳେ ଏକା ପ୍ରକାରର ଦେଖାଯାଇଥାଏ?ଉତ୍ତର ହେଉଛି ଜାପାନ।ପର ପ୍ରଶ୍ନ ହେଉଛି ଭାରତର ରାଷ୍ଟ୍ର ବୃକ୍ଷ କଣ? ଉତ୍ତର ହେଉଛି ବର ଗଛ।

ପର ପ୍ରଶ୍ନ ହେଉଛି କେଉଁ ଦେଶରେ ସବୁଠାରୁ ଅଧିକ ଫିଲ୍ମ ତିଆରି କରାଯାଇଥାଏ? ଉତ୍ତର ହେଉଛି ଭାରତରେ।ପର ପ୍ରଶ୍ନ ହେଉଛି ଦୁନିଆରେ ସର୍ବପ୍ରଥମେ ସୌରମଣ୍ଡଳର ଆବିଷ୍କାର କିଏ କରିଥିଲେ?ଉତ୍ତର ହେଉଛି କୋପରନିକସ।ପର ପ୍ରଶ୍ନ ହେଉଛି କେଉଁ ଫଳକୁ ଅମୃତର ଫଳ କୁହାଯାଇଥାଏ।ଉତ୍ତର ହେଉଛି ଅମୃତଭଣ୍ଡା।ପର ପ୍ରଶ୍ନ ହେଉଛି ପାକିସ୍ତାନରେ କେତୋଟି ଜିଲ୍ଲା ରହିଛି? ଉତ୍ତର ହେଉଛି ୧୩୫ ଜିଲ୍ଲା।ପର ପ୍ରଶ୍ନ ହେଉଛି ଏସ ବି ଆଇର ସ୍ଥାପନ କେଉଁ ମସିହାରେ ହୋଇଥିଲା? ଉତ୍ତର ହେଉଛି ୧୯୫୫ ମସିହାରେ।ସାଧାରଣ ଜ୍ଞାନ ଆଜି ସମୟରେ ଏକ ମୁଖ୍ୟ ଅସ୍ତ୍ର ତେଣୁ ଆମ ଚାରିପାଖରେ କଣ ଘଟୁଛି ଏହାର ଧ୍ୟାନ ରଖିବା ଆବଶ୍ୟକ।ଗୋଟିଏ ଆମ୍ବ ଗଛ ମୂଳରେ ୩ ଜଣ ସାଙ୍ଗ ବସିଥିଲେ ତା ଭିତରେ ଜଣେ ଅନ୍ଧ ଜଣେ ମୁକ ଓ ଜଣେ କାଲା ବସିଥିଲେ ତେବେ ସେହି ସମୟରେ ଗୋଟିଏ ଆମ୍ବ ପଡିଲା ତେବେ କିଏ ସେହି ଆମ୍ବ କୁ ଯାଇକି ଗୋଟେଇବ |ଏହାର ସଠିକ ଉତ୍ତର ହେଉଛି – ମୁକ ,କାରଣ କାଲା କୁ ଶୁଭିବ ନାହିଁ ଓ ଅନ୍ଧ କୁ ଦିସିବ ନାହିଁ

Leave a Reply

Your email address will not be published. Required fields are marked *