April 22, 2024

Odia Express

News For Public

ଏହି ଲୋକଙ୍କର ଭାଗ୍ୟରେ ଅଛି ୨ ଟି ବିବାହ କରିବାର ଯୋଗ – ଏବେ ଚେକ୍ କରିନିଅନ୍ତୁ ନିଜ ପାର୍ଟନରଙ୍କ ନାଁ

1 min read

ଆମର ଦେଶରେ ବିବାହ ଏକ ଏମିତି ବନ୍ଧନ ମାନାଯାଏ , ଯାହା କେବଳ ଶରୀର ନୁହେଁ ବରଂ ମନ,ତନ ଓ ଆତ୍ମାର ପବିତ୍ର ବନ୍ଧନ ହୋଇଥାଏ , ବୈଦିକ ସଂସ୍କୃତି ଅନୁସାରେ ଜୀବନର ମହତ୍ତ୍ୱପୁର୍ଣ୍ଣ ଷୋଳଟି ସଂସ୍କାରରେ ବିଭାଜିତ ହୋଇଛି, ଯେଉଁଥିରେ ବିବାହର ସଂସ୍କାର ସାମିଲ୍ ଅଛି, ଯାହାର ବିନା ଜୀବନ ଅଧୁରା ମାନାଯାଏ , ହିନ୍ଦୁ ରୀତିନୀତି ଅନୁସାରେ ବିବାହକୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ୭ ଟି ଜନ୍ମର ଏକ ଅତୁଟ ବନ୍ଧନ ବୋଲି ମାନାଯାଏ , ଯେଉଁଥିରେ କେଉଁ ବି ପରିସ୍ଥିତିରେ ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କ ସହ ବିନା ଛାଡି, ମିଶିକରି ପରିସ୍ଥିତିକୁ ସାମ୍ନା କରିବା ଶିଖାଯାଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହି ସଂମ୍ପର୍କର୍ ଗଭୀରତାକୁ ବୁଝିପାରୁନାହାନ୍ତି , ଓ ବହୁତ ଥର ନିଜ ସଂମ୍ପର୍କକୁ ସଂମ୍ଭାଳିପାରନ୍ତି ନାହିଂ ଯାହାର କାରଣରୁ ଏହି ସଂମ୍ପର୍କରେ ଫାଟ ଆସିବା ଆରମ୍ଭ ହୋଈଯାଏ , ଏମିତି ବହୁତ ଲୋକ ଅଛନ୍ତି ଯେଉଁ ସଂମ୍ପର୍କ ଭାଙ୍ଗି ନୁଆ ସଂମ୍ପର୍କ ଆରମ୍ଭ କରନ୍ତି , ବହୁତ ଲୋକଙ୍କର ଭାଗ୍ୟ ଦୁଇଟି ବିବାହ କରିବା ଯୋଗ ଥାଏ , ଆଜି ଆମେ ଏହି ଲେଖରେ ଏମିତି କିଛି ଲୋକଙ୍କର ବିଷୟରେ କହିବୁ , ଯାହାଙ୍କ ଭାଗ୍ୟରେ ଦୁଇଟି ବିବାହ କରିବାର ଯୋଗ୍ ଅଛି ।ତେବେ ଆପଣଙ୍କୁ କହିରଖୁ ଏହା କେବଳ ୭୫ ପ୍ରତିଶତ ଲୋକଙ୍କ ସହ ହେଇପାରେ ଏହା ଶତପ୍ରତିଶତ କଦାପି ନୁହଁ

୧) F ନାମକ ଲୋକ- ଯେଉଁ ଲୋକଙ୍କର ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥାଏ ତାଙ୍କର କୁଣ୍ତଳୀରେ ଦୁଇଟି ବାହାଘର ହେବାର ଯୋଗ ରହୁଛି, ଏହି ନାଁ ବାଲା ପ୍ରଥମ ବିବାହରେ ସନ୍ତୁଷ୍ଟ ରହିପାରନ୍ତି ନାହିଁ , ଓ ସଂମ୍ପର୍କରେ ଖଟାସ୍ ଆସିଯାଏ ,ଯାହାର କାରଣରୁ ସେ ନିଜ ପାର୍ଟନର୍ ଠାରୁ ଦୁରେଇ ଯାଆନ୍ତି, ଓ ଦ୍ୱିତୀୟ ବିବାହ କରିବସନ୍ତି ।

୨) I ନାମକ ଲୋକ- ଯେଉଁ ଲୋକଙ୍କର ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥାଏ , ତାଙ୍କ ଭାଗ୍ୟରେ ଦୁଇଟି ବିବାହ କରିବାର ଯୋଗ ଅଛି, ଏହି ନାଁର ଅଧିକାଂଶ ଲୋକ ଦୁଇଟି ବିବାହ କରିଥାନ୍ତି , ଏହାର୍ ବଡ କାରଣ ହେଲା ଏମାନଙ୍କ ପ୍ରଥମ ବିବାହ ସଫଳ ନ ହେବା କାରଣରୁ ଏମାନଙ୍କ ସଂମ୍ପର୍କ ଜଲଦି ଭାଙ୍ଗିଯାଏ , ଏମିତି ନୁହେଁ କି ଏମାନେ ନିଜ ପ୍ରଥମ ବିବାହକୁ ନିଭାଇବାକୁ ପୁରା ଚେଷ୍ଟା କରନ୍ତି କିନ୍ତୁ ଯେବେ ସଂମ୍ପର୍କ ବିଗିଡିଯାଏ , ତେବେ ସେ ଦ୍ୱିତୀୟ ବିବାହ କରିବାର ନିଷ୍ପତ୍ତି ନେଇନିଅନ୍ତି ।

୩) T ନାମକ ଲୋକ- ଏହି ନାଁର ଅଧିକାଂଶ ଲୋକଙ୍କର କୁଣ୍ତଳୀରେ ଦୁଇଟି ବିବାହ କରିବାର ଯୋଗ ଥାଏ,  ଏମାନଙ୍କ ପ୍ରଥମ ବିବାହ ଅସଫଳ ରହିବାପରେ ଦ୍ୱିତୀୟ ବିବାହ କରନ୍ତି, ଦ୍ୱିତୀୟ ବିବାହ କରିବା ପରେ ନିଜ ପାର୍ଟନର୍ ସହ ସଂମ୍ପର୍କ ଭଲରେ ନିଭାନ୍ତି , ଏହା ସହ ଏମାନେ ନିଜ ପ୍ରଥମ ପାର୍ଟନରକୁ ବି ମନେ ରଖନ୍ତି , ଓ ଦରକାରପଡିଲେ ତାଙ୍କ ସାଥ୍ ବି ଦିଅନ୍ତି

୪) U ନାମକ ଲୋକ- ଏହି ନାଁର୍ ଜାତକରେ ଏମାନଙ୍କ ପ୍ରଥମ ବିବାହର ପ୍ରେମ ହାସିଲ୍ ହୋଇପାରେ ନାହିଁ , ଯାହାର କାରଣରୁ ଏମାନେ ନିଜ ପାର୍ଟନର୍ ଠାରୁ ଅଲଗା ହୋଇଯାଆନ୍ତି , ଓ ଦ୍ୱିତୀୟ ବିବାହ କରିନିଅନ୍ତି , ଏହି ନାଁର ଲୋକ ବହୁତଥର ସଚ୍ଚାପ୍ରେମ ପାଇଁ ଦ୍ୱିତୀୟ ବିବାହ କରିନିଅନ୍ତି , ଏହି ନାଁର ଜାତକ ନିଜ ଦ୍ୱିତୀୟ ବିବାହକୁ ପ୍ରେମପୁର୍ବକ ନିଭାଇଥାନ୍ତି ଓ ନିଜ ପାର୍ଟନରକୁ ବହୁତ ଖୁସିରେ ରଖନ୍ତି ।

୫) V ନାମକ ଲୋକ- ଯେଉଁ ଲୋକଙ୍କର ଏହି ନାଁର ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ କୁଣ୍ତଳୀରେ ଅଧିକାଂଶ ଦୁଇଟୀ ବିବାହ କରିବାର୍ ଯୋଗ ଥାଏ, ଏମାନଙ୍କ ପ୍ରଥମ ବିବାହ ସଫଳ ନ ହେବା କାରଣରୁ ଏମାନେ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ ହୁଅନ୍ତି , ଏମାନେ ପ୍ରଥମ ପାର୍ଟନରଙ୍କୁ ପୁରା ଜୀବନ ଭୁଲି ପାରନ୍ତି ନାହିଁ , ଓ ସବୁବେଳେ ତାଙ୍କ କଥା ଭାବିଥାନ୍ତି ।

Leave a Reply

Your email address will not be published. Required fields are marked *