March 28, 2024

Odia Express

News For Public

ଦ୍ୱିପହରର ଭୋଜନ ପରେ କରନ୍ତୁ ଏହି କାମ, ଆପଣଙ୍କ ଏନର୍ଜୀ ଲେବୁଲ୍ ଦୁଇଗୁଣା ବୃଦ୍ଧି ପାଇବ – ସବୁ ବଡ ହୋଟେଲ ରେ କରାଯାଏ ଏହି କାମ

ଆୟୁର୍ବେଦର ସପ୍ତମ ନିୟମ ଅନୁସାରେ ଦ୍ୱିପହରର ଖାଦ୍ୟପରେ ଆପଣ ବିଶ୍ରାମ କରନ୍ତୁ, ଯାହାଙ୍କ ଆୟୁ ୪୦ ରୁ ଅଧିକା ଅଟେ ତାଙ୍କ ପାଇଁ ଏହି ନିୟମ ଲାଗୁ କରିବା ବହୁତ ଜରୁରୀ ଅଟେ , ଓ ଗୋଟେ କଥା ଧ୍ୟାନରେ ରଖିବେ କି ଦ୍ୱିପହର ଭୋଜନ୍ ପରେ କେବେ ବି କାମ କରିବେ ନାହିଁ , ସେ କାମ ଯେତେ ବି ଜରୁରୀ ହୋଇଥାଉ ନା କାହିଁକି, ଆରାମ କରିବା ଉଚିତ୍ ରହିବ , ଏବେ ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ କି ଯଦି ଖାଇବା ପରେ ଆରାମ କରିବେ ତେବେ ଖାଇବା ହଜମ କିପରି ହେବ , ଆପଣ ସବୁ ଭାବୁଥିବେ କି ଏମିତି ଆମର ଓଜନ ବୃଦ୍ଧିପାଇବ , କିନ୍ତୁ ଓଜନ ତେବେ ବଢିଥାଏ ଯେବେ ଆପଣ ଖାଇବା ଖାଇବେ , ଓ ୨ ରୁ ୩ ଘଣ୍ଟାରୁ ଅଧିକା ଶୋଇଯିବେ । ଯଦି ଆୟୁର୍ବେଦର କଥା କହିବା ତେବେ ତାହାରଅନୁସାରେ ସମସ୍ତଙ୍କୁ ଖାଇବାର ୪୮ ମିନିଟ୍ ପରେ ଶୋଇବା ଉଚିତ୍ , ଏହି ନିଦର ବ୍ରେକ୍ ଏଥିପାଇଁ ନେବା ଜରୁରୀ କାରଣ ଆପଣଙ୍କ ଖାଈବା ହଜମ ହୋଇପାରୁ, ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଯେବେ ଆମେ ଖାଇଥାଉ ତେବେ ଆମ ଜଠରରେ ନିଆଁ ଜଳେ , ଓ ଏହି ଅଗ୍ନି ବ୍ଲଡ୍ ସାହାଯ୍ୟରୁ ଜଳିଥାଏ

ଆମର ରକ୍ତରେ ବହୁତ ଗରମ ଅଛି, ଏହି ଗରମ ଖାଇବାକୁ ହଜମ କରିବାରେ ବଢିବାକୁ ଲାଗେ,  ଏମିତି ସମୟରେ ବ୍ରେନ୍ ଓ ହାର୍ଟ ସବୁ ବ୍ଲଡ୍ ସର୍କୁଲେଟ୍ ପେଟ ଆଡକୁଯାଏ , ଏମିତିରେ ଯେବେ ମସ୍ତିଷ୍କରୁ ବ୍ଲଡ୍ ପେଟ ଆଡକୁ ଯିବା ଦ୍ୱାରା ଦିମାଗରେ ବ୍ଲଡ୍ କମ୍ ହୋଈଯାଏ , ଯାହାପାଇଁ ଆମକୁ ଆରାମ କରିବା ଉଚିତ୍ , ଯାହାଦ୍ୱାରା ବ୍ରେନ୍ କୁ ଟିକିଏ ଆରାମ ମିଳିପାରିବ , ବିଲକୁଲ୍ ଏମିତି ହାର୍ଟର ବ୍ଲଡ୍ ବି ପେଟକୁ ଯିବାକୁ ହୋଇଥାଏ, ଯେଉଁଥିରେ ହାର୍ଟର ରକ୍ତପ୍ରବାହ କମ୍ ହୁଏ , ତେବେ ହାର୍ଟକୁ ବି ଆରାମ କରିବା ଜରୁରୀ ହୋଇଥା ।

ଦ୍ୱିପହରରେ ଯେବେ ବି ଖାଇବା ଖାଉଛନ୍ତି ତେବେ ସୁର୍ଯ୍ୟ କିମ୍ବା ପ୍ରକାଶ ବହୁତ ଅଧିକା ହୋଇଥାଏ , ଓ ଏହା ଆମର୍ ଶରୀରକୁ ଗରମ କରିଦିଏ , ଓ ଶରୀର ଯେତେ ଗରମ ହେବ , ସେତେ ବ୍ଲଡ୍ ପ୍ରେସର୍ ହାଇ ରହିବ, ଓ କେଉଁ ଡାକ୍ତରଙ୍କୁ ଯଦି ପଚାରିବା ତେବେ ବଢୁଥିବା ବ୍ଲଡ୍ ପ୍ରେସର୍ ପାଇଁ କଣ କରିବା ଉଚିତ୍ ତେବେ ସେ ଗୋଟେ କଥା କହିବେ କି ଯେତେ ହୋଇପାରିବ ସେତେ ଆରାମ୍ କରନ୍ତୁ ,ଆପଣ ଠିକ୍ ହୋଇଯିବେ , କାରଣ ଯେବେ ଆମର ବ୍ଲଡ୍ ପ୍ରେସର୍ ବଢିଯାଏ ତେବେ ଆମକୁ ବସିବା ଉଚିତ୍ ନହେଲେ ଶୋଇପଡିବା ଉଚିତ୍ ।

ଓ ସବୁବେଳେ ଗୋଟେ କଥାକୁ ମନେ ରଖିବେ କି ଯେବେ ଆପଣ ଖାଦ୍ୟ ଖାଇବେ ତେବେ ଆପଣ ବାମ କଡୁ ଶୁଅନ୍ତୁ, ବାମ କଡେ ଶୋଇଲେ ଆୟୁର୍ବେଦରେ ଏହାକୁ ଉଚିତ୍ ବୋଲି ମାନାଯାଏ, ଯଦି ଆପଣ କେବେ କେଉଁ ଫିଲ୍ମ ରେ ଶ୍ରୀ ବିଷ୍ଣୁଙ୍କୁ ଶୋଇଥିବାର ଦେଖିଥିବେ ତେବେ ଆପଣ ଜାଣିପାରିବେ କି ସେ ସବୁବେଳେ ଏହି ଅବସ୍ଥାରେ ଶୋଉଥିଲେ, ଏଥିପାଇଁ ଏହି କଥା ନିଜ ମନରେ ରଖିନିଅନ୍ତୁ ଯେବେ ଦ୍ୱିପହର ଖାଦ୍ୟ ଖାଇବେ ତେବେ ସବୁବେଳେ ଆରାମ କରିବେ , ଓ ପ୍ରାୟ ୪୮ ମିନିଟ୍ ପରେ ଯାଇ ଶୋଇବେ ।

Leave a Reply

Your email address will not be published. Required fields are marked *