ସବୁଠୁ ମଜାଦାର ପ୍ରଶ୍ନ – ଏପରି କେଉଁ ଜିନିଷ ଯାହା ପାଣିରେ ପଡିଲେ ମଧ୍ୟ କେବେ ଓଦା ହୁଏ ନାହିଁ ?ବୁଦ୍ଧିମାନ ହେଇଥିଲେ ସଂଗେ ସଂଗେ ଉତ୍ତର ଦେଇଦେବେ

ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ନେଇକରି ଆମ ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳେ , ସେମିତି ୟୁପିଏସ୍ ସି ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଦୁଇଟି ଲିଖିତ ପରିକ୍ଷା ହୋଇଥାଏ , ଓ ଅନ୍ତିମ ଚରଣରେ ଲିଖିତ ପରିକ୍ଷାରେ ସଫଳ ହେଲେ ପରୀକ୍ଷାର୍ଥୀଙ୍କୁ ଇଣ୍ଟରଭ୍ୟୁ ରାଉଣ୍ତ ପାଈଁ ବିବେଚିତ କରାଯାଏ , ଓ ଏହି ତିନୋଟି ଚରଣ ପାସ୍ କରିବାପରେ ପରୀକ୍ଷାର୍ଥୀ ଆଈଏଏସ୍ ଓ ଆଇପିଏସ୍ ହେବାର ସ୍ୱପ୍ନ ପୁରଣ ହୋଇଯାଏ , ସେମିତି ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷା ଇଣ୍ଟରଭ୍ୟୁ ରାଊଣ୍ତ ବହୁତ କଠିନ ହୋଇଥାଏ , ଏହି ରାଉଣ୍ତରେ ପରୀ‍କ୍ଷାର୍ଥୀକୁ ବହୁତ କଠିନ ପ୍ରଶ୍ନର ଉତ୍ତର ଦେବାକୁ ପଡୀଥାଏ , ଏଥିରେ ଆଶାର୍ଥୀର ତର୍କଶକ୍ତି, ଉପସ୍ଥିତ ବୁଦ୍ଧି ଆଦିକୁ ଦେଇ ଗତି କରିବାକୁ ପଡିପାରେ , ତେବେ ଆସନ୍ତୁ ଜାଣିବା ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ରେ ପଚାରାଯାଇଥିବା କିଛି ପ୍ରଶ୍ନ ଓ ତାହାର ଉତ୍ତର ।

ପ୍ରଶ୍ନ- ସେ କେଉଁ ଜୀବ ଅଟେ ଯିଏ କେବେ ପାଣି ପିଏନାହିଁ ?

ଉତ୍ତର- ଉତ୍ତର ଆମେରିକାର କଙ୍ଗାରୁ ରାଟ୍ ଏକ ମୁଷା ଜାତୀୟ ପ୍ରଜାତି ଯିଏକି ଜୀବନସାରା ବିନା ପାଣି ବିନା ବଞ୍ଚିଥାଏ ।

ପ୍ରଶ୍ନ-ଟ୍ରେନର ଶେଷ ଡବାରେ x କଣ ପାଇଁ ଲେଖାଯାଏ ?

ଉତ୍ତର- ଏହି ଚିହ୍ନ କହିଥାଏ କି ଲୋକଙ୍କୁ ଜଣାପଡିବ ଏହା ଟ୍ରେନର୍ ଶେଷ ଡବା ଅଟେ ବୋଲି ।

ପ୍ରଶ୍ନ- ଇନ୍ଧିରା ଗାନ୍ଧୀ ସେଣ୍ଟର୍ ଫର୍ ଆଟୋମିକ୍ ରିସର୍ଚ୍ଚ କେଉଁଠି ଅଛି ?

ଉତ୍ତର-ତାମିଲନାଡୁ, କଳପକ୍କମ୍

ପ୍ରଶ୍ନ- ସିଡବୀ(SIDBI) ର ସ୍ଥାପନା କେଉଁ କ୍ଷେତ୍ର ପାଇଁ ଋଣ ଉପଲ୍ଲବ୍ଧ କରାଇବାପାଇଁ ମୁଖ୍ୟତଃ କରାଯାଇଥିଲା ?

ଉତ୍ତର- ଲଘୁ ଉଦ୍ୟୋଗ

ପ୍ରଶ୍ନ- ମିତାଲି ଏକ୍ସପ୍ରେସ୍ ନାମକ ଏକ ନୁଆ ରେଳଗାଡି କେଉଁ ଦେଶର ସହ ଭାରତ ରେଳ ସଂମ୍ପର୍କରେ ସ୍ଥାପିତ କରିବ ?

ଉତ୍ତର- ବାଙ୍ଗଲାଦେଶ

ପ୍ରଶ୍ନ- ଅନ୍ତରାଷ୍ଟ୍ରିୟ ଖ୍ୟାତି ପ୍ରାପ୍ତ କମ୍ପାନୀ ଆନେକ୍ସଚର୍ କେଉଁ କ୍ଷେତ୍ରର ଏକ ପ୍ରମୁଖ କମ୍ପାନୀ ଅଟନ୍ତି ?

ଉତ୍ତର- ଆଇଟି ର ଏକ ପ୍ରମୁଖ କମ୍ପାନୀ ଅଟେ ।

ପ୍ରଶ୍ନ- ଏମିତି କେଉଁ ପଶୁ ଅଛି ଯିଏକି ୬ ଦିନ ଯାଏଁ ନିଜ ନିଶ୍ୱାସ ରୋକିକରି ରହିପାରିବ ?

ଉତ୍ତର- ବିଛା

ପ୍ରଶ୍ନ- ଭାରତର ସବୁଠରୁ ପ୍ରଥମେ ଆଧାର କାର୍ଡ କିଏ ବନାଇଥିଲେ ?

ଉତ୍ତର- ରଞ୍ଜନା ସୋନାବନେ

ପ୍ରଶ୍ନ- ଭାରତରେ ଏମିତି କେଉଁ ରେଲୱେ ଷ୍ଟେସନ ଅଛି ଯାହାର ଅଧା ଭାଗ ମହାରାଷ୍ଟ୍ର ଓ ଅଧା ଗୁଜୁରାଟରେ ଅଛି ?

ଉତ୍ତର- ନବାପୁର୍

ପ୍ରଶ୍ନ- ଏକ ବର୍ଷରେ କେତେ ମିନିଟ୍ ହୋଇଥାଏ ?

ଉତ୍ତର- ୫,୨୫,୬୦୦ ମିନିଟ୍ ହୋଇଥାଏ ।

ପ୍ରଶ୍ନ- ଚନ୍ଦ୍ରପୃଷ୍ଠରେ ଦ୍ୱିତୀୟ ପାଦ କିଏ ଦେଇଥିଲେ ?

ଉତ୍ତର- ନୀଲ ଆମ୍ବଷ୍ଟ୍ରମ୍ ପ୍ରଥମ ଓ ଦ୍ୱିତୀୟ ପାଦ ଏକାଠି ରଖିଥିଲେ ।

ପ୍ରଶ୍ନ- ଏମିତି କେଉଁ ଗ୍ରହ ଅଛି ଯାହା ଉପରେ ସବୁଠାରୁ ଅଧିକା ଚନ୍ଦ୍ର ମିଳିଥାଏ ?

ଉତ୍ତର- ସୌରମଣ୍ତଳାରେ ସବୁଠାରୁ ଅଧିକା ଚନ୍ଦ୍ରମା ବାଲା ଗ୍ରହ ବୃହସ୍ପତି ମାନେ ଜୁପିଟର୍ ଅଟେ । ଯାହା ଉପରେ ୨୦୦୯ ରେ ପ୍ରାୟ ୬୩ ଚନ୍ଦ୍ରମା ଖୋଜାଯାଇଥିଲା , ଭବିଷ୍ୟରେ ଚନ୍ଦ୍ରମାର ଖୋଜ୍ ଜାଣିବାର ସଂମ୍ଭାବନା ଅଛି ।

ପ୍ରଶ୍ନ- ୱାଇ ଫାଇ ରୁ ବି ଅଧିକା ସ୍ପିଡ୍ ନେଟୱର୍କିଙ୍ଗ୍ ଟେକନୋଲୋଜି କଣ ଅଟେ ?

ଉତ୍ତର- ଲାଇ ଫାଇ

ପ୍ରଶ୍ନ- ଭାରତର ରାଜଚିହ୍ନରେ ପ୍ରୟୁକ୍ତ ହେବାକୁ ଥିବା ଶବ୍ଦ ସତ୍ୟମେବ ଜୟତେ କେଉଁ ଉପନିଷଦରୁ ନିଆଯାଇଛି ?

ଉତ୍ତର- ମୁଣ୍ତକ ଉପନିଷଦ

ପ୍ରଶ୍ନ- ବେ ଅଫ୍ ବେଙ୍ଗଲ୍ କେଉଁ ରାଜ୍ୟରେ ଆସେ ?

ଉତ୍ତର- ଲିକ୍ୱିଡ୍ ରାଜ୍ୟରେ

ପ୍ରଶ୍ନ- କେଉଁ ଦେଶରେ ଗୋଟେ ରେଳ ଧାରଣା ନାହିଁ ?

ଉତ୍ତର- ବିଶ୍ୱର ଏମିତି ବହୁତ ସାରା ଦେଶ ଅଛି, ଯେଉଁଠି ରେଲୱେ ଲାଇନ୍ ନାହିଁ , କିନ୍ତୁ ଏମିତି ଦେଶ ଯେପରି ଭୁଟାନ୍, ସାଇପ୍ରସ୍ ଇଷ୍ଟ୍, ତିମୋର୍, ଜିନିଆ, ବିସାଓ, ଆଇସଲ୍ୟାଣ୍ତ କୁବୈତ ଓ ଲିବିଆ ଅଟେ ।

ପ୍ରଶ୍ନ- ସେ କଣ ଜିନିଷ ଅଟେ ଯାହା ପାଣିରେ ପଡିଲେ ଓଦା ହୁଏ ନାହିଁ ?

ଉତ୍ତର- ଛାଇ

Leave a Reply

Your email address will not be published. Required fields are marked *