March 29, 2024

Odia Express

News For Public

ଯଦି ଆଙ୍ଗୁଠିରୁ ବଡ ହୋଇଥାଏ ପାଦର ଦ୍ୱିତୀୟ ଆଙ୍ଗୁଠି, ତେବେ ଏବେ ଜାଣିନିଅନ୍ତୁ ଏହି ଜରୁରୀ ସୁଚନା – ହେଇଥାନ୍ତି ଭାଗ୍ୟଶାଳୀ ସେମାନେ

ଆମ ଶରୀରର୍ ଗଢଣ ଓ ଶରିରର ଅଙ୍ଗର ଗଢଣ ଆମର ବ୍ୟକ୍ତିତ୍ୱ ଓ ଜୀବନ ବିଷୟରେ ବହୁତ ଜିନିଷ କହିଥାଏ, ଏହା ବିଷୟରେ ଜ୍ୟୋତିଷ୍ୟରେ ଅଲଗା ଶାସ୍ତ୍ର ମହଜୁଦ୍ ଅଛି, ଯାହାର ନାଁ ସମୁଦ୍ରଶାସ୍ତ୍ର ଅଟେ,  ଏଥିରେ ଶରୀରର ଅଙ୍ଗର ଗଢଣ ଓ ତାର ରଙ୍ଗ ଆଧାରରେ ବ୍ୟକ୍ତିର ଗୁଣ, ସ୍ୱଭାବ, ଭବିଷ୍ୟତ ବିଷୟରେ ପତ୍ତା ଲଗାଇହେବ , ଆପଣମାନେ ଦେଖିଥିବେ କି କିଛି ଲୋକଙ୍କର ପାଦର ଆଙ୍ଗୁଠି ପାଖ ବାଲା ଆଙ୍ଗୁଠି ଲମ୍ବା ହୋଇଥାଏ,  ଯେବେ କି ଅଧିକାଂଶ ଲୋକଙ୍କ ଛୋଟ ହୋଇଥାଏ , ଆଙ୍ଗୁଠି ବଡ ହେବା ଦ୍ୱାରା ଏହାକୁ ଭାଗ୍ୟଶାଳୀ ମାନାଯାଏ , ଆଜି ଆମେ ଆପଣଙ୍କୁ ଏହା ସହ ଯୋଡି ହୋଇଥିବା ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାର ବିଷୟରେ କମ୍ ଲୋକ ଜାଣିଛନ୍ତି , ତେବେ ଆସନ୍ତୁ ଜାଣିବା ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କ ପାଇଁ କଣ ଖାସ୍ ଅଛି ।

ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ପାଦର ପାଖ ଆଙ୍ଗୁଠି ବଡ ହୋଇଥାଏ ସେ ଲୋକ ଦେଖିବାକୁ ସୁନ୍ଦର ଅଟନ୍ତି , ଏହି ଲୋକଙ୍କର ଚେହେରାର ଗଢଣ ଏହି ପରି ସୁନ୍ଦର ହୋଇଥାଏ କି ତାଙ୍କର ସ୍କିନ୍ ଟୋନ୍ ଉପରେ କିଛି ଫରକ ପଡେନି, ଏମାନଙ୍କ ସୁନ୍ଦରତା ଲୋକ ଏମାନଙ୍କ ତଳେ ଆସନ୍ତି

କୁହାଯାଏ କି ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠିର ପାଖ ଆଙ୍ଗୁଠି ବଡ ହୋଇଥାଏ ,ସେ ପ୍ରେମ ଓ ଭଲ ପାଇବାରେ ଲାଜକୁଳି ହୋଇଥାନ୍ତି , ଏମିତି ମହିଳା ମାଣେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , କିନ୍ତୁ କେବେ ପରିପ୍ରକାଶ କରିପାରନ୍ତି ନାହିଁ , ସେମାନେ ନିଜକୁ ଅସଂଜମତା ଅନୁଭବ କରନ୍ତି , ସେମାନଙ୍କୁ ଲାଗେ କି ଏମିତି କରିଲେ ତାଙ୍କ ସ୍ୱାମୀ ତାଙ୍କ ବିଷୟରେ କିଛି ଭୁଲ୍ ନ ଭାବୁ ।

ଏହି ଲୋକଙ୍କର ବିଷୟରେ କୁହାଯାଏ କି ଏମାନେ ବହୁତ ରାଗି ହୋଇଥାନ୍ତି , ଏହା ବି ସତ କି ଏମାନଙ୍କ ରାଗ ଏମାନଙ୍କ ଉପରେ ଥାଏ,  ଅସଲରେ ଏମାନେ ସଫା ହୃଦୟର ହୋଇଥାନ୍ତି , ଓ ଶାନ୍ତ ବ୍ୟକ୍ତିତ୍ୱର ହୋଇଥାନ୍ତି ,

ଯେଉଁ ଲୋକଙ୍କର୍ ପାଦର ପାଖ ଆଙ୍ଗୁଠି ବଡ ହୋଇଥାଏ, ସେମାନେ ନିଜ କ୍ୟାରିୟର ଆରମ୍ଭରୁ ବହୁତ ପରିଶ୍ରମ କରନ୍ତି । ଯାହାପରେ ତାଙ୍କୁ ସଫଳତା ମିଳିଥାଏ, ଆପଣ କିଛି ଲୋକଙ୍କୁ ଦେଖିଥିବେ କି ଯିଏକି କମ୍ ପରିଶ୍ରମରେ ଭଲ ଫଳ ପାଆନ୍ତି , ଏମାନଙ୍କ ମାମଲାରେ ଏମିତି କିଛି ହୋଇନଥାଏ , ଏମାନଙ୍କୁ ଅସଫଳତା ପାଇବା ପରେ ସଫଳତା ହାସିଲ୍ ହୁଏ , ଏମାନଙ୍କ ପାଇଁ ଗୋଟେ ଲୋକକଥା ଅଛି କି ପରିଶ୍ରମ ପରେ ସଫଳତାର ଚାବିକାଠି ମିଳେ , ଯାହା ଏକଦମ୍ ସଠିକ୍ ଲାଗେ ।

Leave a Reply

Your email address will not be published. Required fields are marked *