April 25, 2024

Odia Express

News For Public

ଷ୍ଟାଇଲ୍ ମାମଲାରେ ଏହି ରାଶିର ଝିଅ ମାନେ ହେଇଥାନ୍ତି ସବୁଠୁ ଆଗରେ, ଦେଖିକରି ପୁଅମାନେ ହୋଇଯାଆନ୍ତି ପୁରା ଫିଦା..

1 min read

ସେମିତି ଆମ ଜୀବନରେ ସବୁଦିନ ନା ଜଣା କେତେ ଝିଅ ସାମ୍ନାରେ ଆସନ୍ତି , କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ହୋଇଥାନ୍ତି ଯାହାଙ୍କୁ ଦେଖିକରି ପ୍ରଥମ ଦେଖାରେ ପ୍ରେମ ହୋଇଯାଏ , ଏହି ଝିଅମାନଙ୍କ ମଧ୍ୟରେ କିଛି ଖାସ୍ ଥାଏ ଯାହାର କାରଣରୁ ଯେଉଁ ପୁଅ ବି ଦେଖେ ସେ ନିଜ ମନ ହୃଦୟ ଦେଇ ବସେ , ପ୍ରଥମ ଦେଖାରେ ପ୍ରେମ ଯିଏ ସାମ୍ନା ବାଲା ସବୁଠାରୁ ଅଧିକା ପ୍ରଭାବିତ କରେ, ଆପଣ ବିଶ୍ୱାସ କରନ୍ତୁ କି ନାହିଁ କିଛି ଝିଅମାନଙ୍କର ଷ୍ଟାଇଲ୍ ତାଙ୍କ ଛୁଆବେଳରୁ ଥାଏ, ଯେବେ କେଉଁ ବ୍ୟକ୍ତି ଜନ୍ମ ନେଇଥାଏ , ତେବେ ତାର ରାଶି ସହ ଯୋଡୀ ହୋଇଥିବା ଗ୍ରହ ଓ ନକ୍ଷତ୍ରର ସ୍ଥିତି ଏହା ତୟ କରେ କି ବ୍ୟକ୍ତିର ସ୍ୱଭାବ ଓ ବ୍ୟକ୍ତିତ୍ୱ କିପରି ରହିବ ,ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ରାଶିଗୁଡିକ ବିଷୟରେ କହିବୁ ଯେଉଁଠି ଏହି ରାଶିର ଝିଅମାନେ ନିଜ ଷ୍ଟାଇଲ୍ ପାଇଁ ପୁଅମାନଙ୍କୁ ଆକର୍ଷୀତ କରାନ୍ତି, ତେବେ ଆସନ୍ତୁ ଜାଣିବା ସେହି ଝିଅମାନଙ୍କର ବିଷୟରେ ।

୧) ମେଷ ରାଶି-ଏହି ରାଶିର ଝିଅମାନଙ୍କର କଥା ଅଲଗା ପ୍ରକାରର ହୋଇଥାଏ , ଏମାନଙ୍କ ଅନ୍ଦାଜ ବାକି ସବୁ ଝିଅଙ୍କ ଅପେକ୍ଷା କିଛି ଭିନ୍ନ ହୋଇଥାଏ, ଏହି ଝିଅମାନଙ୍କର ଏକ ଖାସ୍ କଥା ଏହା କି ଏମାନେ ଏତେ ସରଳ ଥିଲେ ବି ଆକର୍ଷିତ ଲାଗନ୍ତି , ଏମାନଙ୍କ କଥା ବାର୍ତ୍ତା କରିବାର ଶୈଳୀ, ଉଠିବା ବସିବାର ଅନ୍ଦାଜ ବହୁତ ଅଲଗା ହୋଇଥାଏ , ଏମାନଙ୍କ ଏହି ଗୁଣକୁ ନେଇ ପୁଅମାନେ ଦିୱାନା ହୋଇଯାଆନ୍ତି , ଏହି ରାଶିର ଝିଅମାନେ କେବଳ ପୁଅଙ୍କୁ ଟାଇମ୍ ପାସ୍ ନଜରରେ ଦେଖନ୍ତି ନାହିଁ । ବରଂ ପ୍ରକୃତରେ ଜୀବନସାଥୀ ବନାଇବାର ଇଚ୍ଛା ରଖନ୍ତି ।

୨) ତୁଳା ରାଶି-ଏହି ରାଶିର ଝିଅଙ୍କ ବିଷୟରେ କହିଲେ ତାଙ୍କ ବିଷୟରେ ଯେତେ ଆଲୋଚନା କଲେ ବି କମ୍ ହେବ , ଖାସ୍ କରି ଏମାନଙ୍କ କଥାବାର୍ତ୍ତା କରିବାର ଶୈଳୀ ପୁଅମାନଙ୍କୁ ନିଜ ବଶରେ କରିଦିଏ , ଏମାନେ ବଡ ଭଲ ବ୍ୟବହାର ସହ ପୁଅଙ୍କ ସହ କଥା ହୁଅନ୍ତି , ଏମାନଙ୍କ କଥାବାର୍ତ୍ତାରେ ବହୁତ ମଧୁରତା ଥାଏ, ଯାହା ସାମ୍ନା ବାଲାର ହୃଦୟକୁ ତରଳାଇଦିଏ , ଏମାନଙ୍କ ଖାସ୍ କଥା ଏହା କି ଏମାନେ ଏତେ ଭଲ ହୋଇଥାନ୍ତି , ଲୋକେ ଚାହିଁଲେ ବି ଏମାନଙ୍କ ଉପରେ ରାଗିପାରିବେ ନାହିଁ ଏମାନଙ୍କ ଏହି ସବୁ ଗୁଣ ଯୋଗୁଁ ଏମାନଙ୍କର ସମସ୍ତେ ପ୍ରେମିକ ହୋଇଥାନ୍ତି ।

୩) କୁମ୍ଭ ରାଶି- ଏହି ରାଶିର ଝିଅମାନେ ଭିଡ ଭିତରେ କିଛିଅଲଗା ହୋଇଥାନ୍ତି , ଏମାନେ ନିଜ ଗ୍ରୁପର ଲିଡର୍ ହୋଇଥାନ୍ତି, ଏମାନେ ଯେଉଁ ବି ସ୍କୁଲ୍ କିମ୍ବା କଲେଜରେ ଯାଆନ୍ତି ସେଠାରେ ଚର୍ଚ୍ଚା ହୋଇଥାଏ , ନିଜ ଷ୍ଟାଇଲ୍ ଦେଖାଇବ ସହ ଏମାନେ ଭଲ କମେଡି ବି କରନ୍ତି , ଏମାନେ ଯେଉଁ ପାର୍ଟି କିମ୍ବା ସମାରୋହକୁ ଯାଆନ୍ତି ସେଠାରେ ହସଖୁସିର ମାହୋଲ୍ ସୃଷ୍ଟି ହୁଏ , ଏମାନଙ୍କ ଗୋଟେ ହସରେ ଅଧିକାଂଶ ପୁଅମାନେ ତରଳିଯାଆନ୍ତି , ଥରେ ଏମାନଙ୍କ ସହ ସାକ୍ଷାତ ଯିଏ କଲା ସେ ବହୁତ ଦିନ ଯାଏଁ ତାଙ୍କୁ ଭୁଲି ପାରିବା ଅସଂମ୍ଭବ ।

Leave a Reply

Your email address will not be published. Required fields are marked *