March 2, 2024

Odia Express

News For Public

ଦୁନିଆ ର ସବୁଠାରୁ ମଜାଦାର୍ ଜୋକ୍ସ- ଜଣେ କବି ନିଜ ସ୍ତ୍ରୀ ସହ ବସିକରି ଟିଭି ଦେଖୁଥିଲା, ତେବେ ତାର ଗାର୍ଲଫ୍ରେଣ୍ତର ମିସ୍ କଲ୍ ଆସିଗଲା ତାପରେ କବି ଯାହା ଲେଖିଲେ ପ୍ରେମିକ ଦେଖିକି ବେହୋସ…

1 min read

ଜୋକ୍ସର ଏହି ମଜାଦାର୍ ଦୁନିଆଁରେ ଆପଣଙ୍କୁ ସ୍ୱାଗତ, ଆମେ ସମସ୍ତେ ଜାଣିଛନ୍ତି କି ଖୁସି ରହିବା ଆମର ଜୀବନରେ କେତେ ଜରୁରୀ ହୋଇଥାଏ , କାରଣ ଖୁସି ରହିଲେ ଆମର ଜୀବନରେ ଅଧା ଚିନ୍ତା ସେମିତି ଚାଲିଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଜାଣିବା ସେହି ଜୋକ୍ସ ଗୁଡିକ ବିଷୟରେ ।

୧) ସାନ୍ତା- ଦୁନିଆଁରେ ସବୁଠାରୁ ବଡ ସାହାସୀ ବ୍ୟକ୍ତି କିଏ ?ଉତ୍ତର- ଧୋବା ସାନ୍ତା- କିପରି ? ବାନ୍ତା- କେଉଁ ବି ଘରେ ଯାଇକରି କହିଦିଏ ଜଲଦି କପଡା ବାହାରକର, ମୁଁ ନେବାକୁ ଯାଉଛି ।

୨)ଜଣେ ବୃଦ୍ଧାଙ୍କୁ ଗୋଟେ ଭିକାରୀ ମନ୍ଦିର ବାହାରେ ଦେଖିବାକୁ ମିଳିଲା , ଭିକାରୀ- ଭଗବାନଙ୍କ ନାଁରେ କିଛି ଦେଇଦିଅ , ଚାରିଦିନରୁ କିଛି ଖାଇନାହିଁ , ବୃଦ୍ଧା ୫୦୦ ନୋଟ୍ ବାହାର କରି କହିଲା  ୪୦୦ ଟଙ୍କା ଖୁଚୁରା ଅଛି ? ଭିକାରୀ –ହଁ ମା ବୃଦ୍ଧା- ତେବେ ସେଥିରୁ କିଛି ଖାଇଦେବୁ ।

୩) ଜଣେ ଫକୀର ଘର ବାହାରେ ଆବାଜ୍ ଲଗାଉଥିଲା,  କେହି ବାବାକୁ ରୁଟି ଖୁଆଇଦିଅ, ବାବା ଚାଉଳ ବି ଖାଇଦିଏ , ବାବା ଆଇସକ୍ରିମ୍ ବି ଖାଇନିଏ, ବାବା ବର୍ଗର୍ ବି ଖାଇନିଏ , ବାବା ସାଣ୍ତୱିଚ୍ ବି ଖାଇନିଏ ଘର ଭିତରୁ ଆବାଜ୍ ଆସିଲା । ବାବା ଜୋତା ବି ଖାଇଦେବ କି ବାବା- ନା ପୁଅ ଖାଇବିନି ।

୪) ଝିଅ କାନ୍ଦିକରି- ମୁଁ ବର୍ବାଦ୍ ହୋଇଗଲି, ପୁଅ- ଆରେ ଜାନେମନ୍ କଣ ହେଲା ? ଝିଅ- ମୋର ବାପା ମୋର୍ ବାହାଘର ଠିକ୍ କରିଦେଇଛନ୍ତି  ପୁଅ- ଧେତ୍ ତେରିକି ଏବେ ଆମେ କଣ କରିବା ? ଝିଅ- ତୁମେ କିଛି କର, ପୁଅ ଠିକ୍ ଅଛି ଆଜିଠୁ ମୁଁ ମୋ ପାଇଁ ନୁଆ ଝିଅ ଖୋଜୁଛି, ତାପରେ ଝିଅର ଗୋଟେ ମାଡ ବି କମ୍ ପଡିଲାନି ।

୫) ସ୍ୱାମୀ- ସେ ପ୍ରାଣୀ ଅଟେ ଭୁତ ପ୍ରେତ ସେମିତି ନ ଡରୁ, କିନ୍ତୁ ସ୍ତ୍ରୀର ୪ ଟି ମିସ୍ କଲ୍ ଭୟ ଦେଖାଇବା ପାଇଁ ବହୁତ କାଫି ଅଟେ ।

୬) ସାନ୍ତା ଗାର୍ଲଫ୍ରେଣ୍ତ ସହ ପ୍ରଥମଥର ଡେଟ୍ ରେ ଗଲା, ସାନ୍ତା- ଏହା ମୋର୍ ପ୍ରଥମ ଡେଟ୍ ଅଟେ ଡାର୍ଲିଙ୍ଗ୍, କିଛି ଭୁଲ୍ ହେଲେ ଛୋଟ ଭାଇ ବୁଝିକରି କ୍ଷମା କରିଦେବ ।

୭) ଜଣେ ବ୍ୟକ୍ତି ନିଜ ପାଖରେ ଥିବା ମହିଳାକୁ ପଚାରେ ଆପଣ ଯେଉଁ ପରଫ୍ୟୁମ୍ ଲଗାଇଛନ୍ତି ତାହାର ନାଁ ଜାଣିପାରିବି, ନିଜ ସ୍ତ୍ରୀକୁ ଗିଫ୍ଟ୍ କରିବି, ମହିଳା- ସ୍ତ୍ରୀକୁ ଦେବେନି ନହେଲେ କେଉଁ ଲୋକ ତାଙ୍କ ସହ କଥାବାର୍ତ୍ତା କରିବାର ବାହାନା ମିଳିଯିବ

୮) ଜଣେ କବି ନିଜ ସ୍ତ୍ରୀ ସହ ବସିକରି ଟୀଭି ଦେଖୁଥିଲା,  ତେବେ ତାର ପ୍ରେମିକା ମିସ୍ କଲ୍ ଆସିଲା , ତେବେ ସ୍ତ୍ରୀ ମେସେଜ୍ ପଠାଇକରି ସେ ଜବାବ୍ ଦେଲେ କି କବି- ପବନର ଲହଡି ହୋଇକରି ତୁ ମୋର ଝରକା ଖଡଖଡ୍ ବନ୍ଦ କର , ମୁଁ ଝରକା ବନ୍ଦ କରି ବର୍ତମାନ ତୋଫାନ୍ କୁ ଆୟତ୍ କରୁଛି

୯) ସେମିତି ତ ଆମେ ଅଧିକା ପିଇବାର ସଉକ ରଖୁନୁ, ଯଦି ପି ବି ନେବା ତେବେ କଣ ଆମକୁ ନିଶା ହୁଏ ନାହିଁ , ମାନିନିଅ ଯଦି ନିଶା ବି ହେଇଗଲା ତେବେ ଆମେ ନାଳରେ ପଡୁନୁ, ଓ ଯଦି ନାଳରେ ପଡିବି ଯାଉ ତେବେ କୁକୁର ଆମକୁ ଚାଟନ୍ତି ନାହିଁ  ବୁଝିଯାଅ ଯଦି କୁକୁର ଚାଟିଦିଏ ତେବେ ଶଳା ଆମକୁ କଣ ବା ଜଣାପଡିବ , ଆମେ ତ ପିଇଥିବୁ ନା ।

୧୦) ବିକାଶ- ସାଙ୍ଗ ତୁ ନିଜ ସ୍ତ୍ରୀକୁ କେଉଁ ନାଁରେ ଡାକୁ ? ଗୋପାଳ –ଗୁଗୁଲ୍ ଡାର୍ଲିଙ୍ଗ୍ କହେ , ବିକାଶ- ଏହା କେଉଁ ପ୍ରକାରର ନାଁ ହେଲା ? ଗୋପାଳ- କଣ କରିବି ସାଙ୍ଗ ଗୋଟେ ପ୍ରଶ୍ନ କରୁଛି , ଓ ଜବାବ୍ ହଜାର୍ ସଂଖ୍ୟକ ମିଳିଯାଉଛି ।

 

Leave a Reply

Your email address will not be published. Required fields are marked *