March 3, 2024

Odia Express

News For Public

ବାଛନ୍ତୁ ଗୋଟିଏ ଛବି ଆଉ ଜାଣନ୍ତୁ ନିଜ ବିଷୟରେ ଏହି ବଡ କଥା – ନିଜ ମନର ଗଭୀର କଥା ଜାଣିବା ପାଇଁ ଏବେ ପଢନ୍ତୁ..

କୁହାଯାଏ କି ବ୍ୟକ୍ତିର ପସନ୍ଦ ନା ପସନ୍ଦ ତାର ସ୍ୱଭାବର ଆଇନା ହୋଇଥାଏ।କାହାର ଚଏସ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚିଥିବା ରହସ୍ୟ ବିଷୟରେ କହିଥାଏ।ଆଜି ଏଠାରେ ମୁ ଆପଣଙ୍କୁ ତିନୋଟି ଛବି ଅଲଗା ଅଲଗା ଛବି ଦେଇଛି।ଯେଉଁଥିରୁ ଆପଣ ନିଜ ପସନ୍ଦର ଗୋଟିଏ ଛବି ବାଛିବେ।ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ସମୟ ଦିଆଯିବ। ତା ପରେ ଆପଣ ବାଛିଥିବା ଛବି ଅନୁସାରେ ଆପଣଙ୍କୁ କଣ ମିଳିବ ତାହା କହିବି। ତ ଚାଲନ୍ତୁ ଆରମ୍ଭ କରିବା ଏହି ଗେମ।ଏମିତିରେ ଏଠାରେ ପ୍ରତି ଛବି ନିଜ ଭିତରେ କୌଣସି ନା କୌଣସି ମହତ୍ତ୍ଵ ନିର୍ବାହ କରୁଛନ୍ତି।

ପ୍ରଥମେ କଥା ହେବା ଯେଉଁମାନେ ପ୍ରଥମ ଛବି ବାଛିଛନ୍ତି ବିଷୟରେ।ଏମାନେ ପ୍ରାୟତଃ ବହୁତ୍ ଯିଦ୍ଦି ହୋଇଥାନ୍ତି।ଏମାନଙ୍କର ବହୁତ୍ ଦୃଢ଼ ଇଚ୍ଛା ଶକ୍ତି ଥାଏ।ଏମାନଙ୍କ ଜୀବନ ବହୁତ୍ କଠିନ ହୋଇଥାଏ।ଏମାନେ ନିଜ ରାସ୍ତା ନିଜେ ବନାଇ ଥାଆନ୍ତି।ଏମାନେ ବହୁତ୍ ଭଲ ଲିଡର ହେଇ ଥାଆନ୍ତି। ଏମାନଙ୍କୁ କାହା ତଳେ ରହି କାମ କରିବା ବିଲକୁଲ ପସନ୍ଦ ନୁହେଁ।ଏମାନେ ବହୁତ୍ ଜ୍ଞାନୀ ହୋଇଥାନ୍ତି।ପ୍ରତି ଜିନିଷର ମୂଳ ପର୍ଯ୍ୟନ୍ତ ଯାଇ ତାକୁ ଦେଖିଥାନ୍ତି।ଏମାନେ ନିଜ କ୍ୟାରିୟର କୁ ବହୁତ୍ ମହତ୍ତ୍ଵ ଦେଇଥାନ୍ତି।ଏମାନଙ୍କୁ ସଫା ସୁତୁରା ରହିବା ଭଲ ଲାଗେ।ଏମାନେ ମନର ଭାବନା କୁ ବାହାରକୁ ଆସିବା ପାଇଁ ଦିଅନ୍ତି ନାହିଁ।

ଏବେ କଥା ହେବା ଯେଉଁମାନେ ଦ୍ଵିତୀୟ ଛବି ବାଛିଛନ୍ତି।ଏମାନେ ବହୁତ୍ କୋମଳ ହୃଦୟର ହୋଇଥାନ୍ତି।ଏମାନେ ମହତ୍ଵକଙ୍କ୍ଷୀ ହୋଇଥାନ୍ତି।ଏମାନେ ଯେଉଁ ପରିବେଶରେ ରହିବେ ସେହି ଅନୁସାରେ ସେମାନେ ନିଜକୁ ଗଢ଼ିଦେବେ।ଏମାନେ ପ୍ରତି କାମକୁ ଧ୍ୟାନ ସହକାରେ କରିବାକୁ ଭଲ ପାଆନ୍ତି।ଏମାନେ ନିଜ ଭିତରେ କିଛି ଲୁଚାଇ ରଖନ୍ତି ନାହିଁ।ଏମାନେ ବହୁତ୍ ଭାଗ୍ୟ ଶାଳୀ ଅଟନ୍ତି ଓ ଭଲ ପରିବାର ପାଇଥାନ୍ତି।ଏମାନେ ନିଜ କ୍ୟାରିୟର ରେ ସଫଳତା ପାଇଥାନ୍ତି।ଲୋକ ଏମାନଙ୍କ ପ୍ରତି ବହୁତ୍ ଆକର୍ଷିତ ହେବେ।

ଏବେ କଥା ହେବା ଯେଉଁମାନେ ତୃତୀୟ ଛବି ବାଛିଛନ୍ତି।ଏମାନେ କଳାତ୍ମକ ପ୍ରବୃତ୍ତି ର ହୋଇଥାନ୍ତି।ଏମାନେ ସରଳ ହୃଦୟର ହୋଇଥାନ୍ତି।ଏମାନେ କିଛି ବି ନିଜ ଭିତରେ ଲୁଚାଇ ରଖନ୍ତି ନାହିଁ।ଏମାନେ ଖୋଲା ହୃଦୟର ଓ ଭାବୁକ ହୋଇଥାନ୍ତି।ଏମାନେ କାହାର ବି ଦୁଃଖ ଯନ୍ତ୍ରଣାକୁ ଦେଖିକରି ତରଳି ଯାଇ ଥାଆନ୍ତି।ଲୋକ ମାନେ ଏମାନଙ୍କ ଫାଇଦା ବି ଉଠାଇଥାନ୍ତି।ଏମାନେ ବହୁତ୍ ସମର୍ପିତ ସ୍ଵଭାବ ର ହୋଇଥାନ୍ତି।ପ୍ରତି ସମ୍ପର୍କକୁ ଏମାନେ ଖୁବ୍ ଭଲ ଭାବେ ନିଭାଇ ଥାଆନ୍ତି।ଏମାନେ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି।ଏମାନଙ୍କୁ ବହୁତ୍ କମ୍ ରାଗ ଆସିଥାଏ।ଏମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *