September 25, 2023

Odia Express

News For Public

ବାହାଘର ଉତ୍ସବରେ ଖାଦ୍ୟ ଖାଇବା ସମୟରେ ଏହି କଥାଗୁଡିକ ନିଶ୍ଚିତ ଧ୍ୟାନରେ ରଖନ୍ତୁ – ସ୍ୱାସ୍ଥ୍ୟ ଖରାପ ହେବାରୁ ବଞ୍ଚିପାରିବେ

1 min read

ଯେବେ ବାହାଘରର ଖୁସି ଓ ଭୋଜି ଖାଈବାର ଓ ନୁଆ ନୁଆ ବ୍ୟଞ୍ଜନ ଖାଇବାର କଥା ଆସେ ତେବେ ଆମେ ନିଜ ଡାଇଟ୍ ଭୁଲିକରି ଖାଲି ବାହାଘରର ମଜା ନେବା କଥା ଭାବିଥାନ୍ତି , ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ କହିବୁ, ଯାହାର ସାହାଯ୍ୟରେ ଆପଣ ଏହି ସିଜିନ୍ ପାର୍ଟିରେ କିମ୍ବା ବାହାଘର ମିସ୍ ନକରି ହେଲଦି ରହିପାରିବେ । ବାହାଘର ସିଜିନ୍ ରେ ସେମିତି ବହୁତ ବାହାଘର ଉତ୍ସବରେ ଯୋଗଦାନ ଦେବାକୁ ପଡୀଥାଏ ଯାହାଦ୍ୱାରା ଆମର ଡାଇଟ୍ ଖରାପ ହୋଇଯାଏ , ସେମିତି ଅଧିକା ଖାଈବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇନଥାଏ, ଏମିତିରେ ଜରୁରୀ ହୋଇଥାଏ କି ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ଦାୟିତ୍ୱବାନ ହୁଅନ୍ତୁ ,ଏମିତିରେ ଆପଣଙ୍କ ପାଇଁ ଜରୁରୀ ହୋଇଥାଏ କି ଆପଣ ଯାହା ଖାଇଛନ୍ତି ତାହା ଆପଣଙ୍କ ଶରୀରରେ ସହଜରେ ହଜମ ହୋଇଯାଉ , ଏହା ଛଡା ବହୁତ ଅନ୍ୟ ତରିକା ଅଛି ଯାହାର ସାହାଯ୍ୟରେ ଆପଣ ବାହାଘର ଭୋଜିରେ ଖାଇକରି ବି ନିଜକୁ ଫିଟ୍ ଆଣ୍ତ ଫାଈନ୍ ରଖିପାରିବେ ,

ଫ୍ରାଇଡ୍ ଜିନିଷ ଖାଇବାରୁ ବଞ୍ଚନ୍ତୁ- ବାହାଘରରେ ଆମେ ଅଧିକାଂଶ ଫ୍ରାଇଡ୍ ଜିନିଷ ଖାଇବାକୁ ମିଳେ, ଏମିତିରେ ଆପଣଙ୍କ ପାଖରେ ସାଲାଡ୍ ଓ ଫ୍ରୁଟ୍ ଚାଟ୍ ଭଲ ବିକଳ୍ପ ବନାଇପାରିବେ , ଏହିପରି ଫ୍ରାଇଡ୍ ଜିନିଷ ନ ଖାଇକରି ଆପଣ ନିଜ ଓଜନକୁ ବି କମ୍ କରିପାରିବେ  ଏହା ଛଡା ଆପଣ ସେହି ବ୍ୟଞ୍ଜନକୁ ଟ୍ରାଇ କରିପାରିବେ ଯାହାକି ଗ୍ରିଲଡ୍ କିମ୍ବା ଷ୍ଟିମଡ୍ ହୋଇଥିବ, ଯେପରି ଗ୍ରିଲଡ୍ ମାଂସ, ମାଛ, ଓ ଭେଜ୍ କବାବ୍ ଇତ୍ୟାଦି,

ଲେମ୍ବୁର ଜୁସ୍ ଓ ପାଣି ପିଉଥାନ୍ତୁ- ଏହା ଏକ କ୍ଲାସିକ୍ ନିୟମ ଅଟେ,  ଯଦି ଆପଣ ଅଧିକା ଖାଇଛନ୍ତି , ତେବେ ଲେମ୍ବୁର୍ ପାଣି କିମ୍ବା ସୋଢା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିପାରେ , ଏଥିପାଈଁ ଜଦି ଆପଣ କିଛି ଫ୍ରାଇଡ୍ ଆଇଟମ୍ ଖାଇଛନ୍ତି ତେବେ ଲେମ୍ବୁର ଜୁସ୍ ପିଇଦିଅନ୍ତୁ, ଆପଣଙ୍କ ହଜମ କରିବାରେ ସାହାଯ୍ୟ କରିବ , ତାହା ସହ ଆପଣଙ୍କ ପାଖରେ ଏକ ପାଣିର ବୋତଲ ରଖନ୍ତୁ, ସବୁ ଘଣ୍ଟାରେ ବିନା ଭୁଲି ପାଣି ପିଉଥାନ୍ତୁ, ଆପଣଙ୍କ ପେଟ ପାଣିରେ ଭରିଲା ଭଳି ଅନୁଭବ ହେବ,  ଆପଣଙ୍କୁ ସେମିତି କିଛି ଖାଇବାକୁ ମନ ହେବନି, ଏମିତିରେ ଆପଣ ଭୋକକୁ ନିଜ କାବୁରେ କରିପାରିବେ ।

ମନେ ରଖନ୍ତୁ କେବେ ନିଜକୁ ବଞ୍ଚାଇବାକୁ ଏହା ନ କହିବା ଜରୁରୀ ହୋଇଥାଏ,  ଏଥିପାଇଁ ଚେଷ୍ଟା କରନ୍ତୁ କି ଆପଣ ନିଜ  ସାଙ୍ଗଙ୍କୁ ନ କହିବେ , ଚେଷ୍ଟା କରନ୍ତୁ ଖାଦ୍ୟ ପରେ ନିଜ ସବୁଦିନର ଡାଇଟ୍ ଓ କ୍ୟାଲୋରି ହିସାବ ବି ରଖିକରି ଖାଆନ୍ତୁ ।

ଶେଷରେ ଡ୍ୟାନ୍ସ କରି ଏକ୍ସଟ୍ରା କ୍ୟାଲୋରୀ ବର୍ଣ୍ଣ କରିଦିଅନ୍ତୁ- ବିବାହରେ ଆପଣଙ୍କ ସ୍ୱାସ୍ତ୍ୟ ପାଇଁ ସବୁଠାରୁ ଭଲ ଚିକିତ୍ସା ହେଲା ନାଚିବା, ଏମିତି କରି ଆପଣ ନିଜ କ୍ୟାଲୋରି କମ୍ କରିପାରିବେ , ଯେତେ ବି ଖାଇଥିବେ ତାହା ନାଚିବା ସମୟରେ ହଜମ ହୋଇଯିବ , ଓ ନିଜକୁ ଆପଣ ସତେଜ ଅନୁଭବ କରିବେ

Leave a Reply

Your email address will not be published. Required fields are marked *