September 25, 2023

Odia Express

News For Public

ଏଭଳି କଷ୍ଟକର ପ୍ରଶ୍ନ ଓ ଉତ୍ତର – BMW କାର ଏତେ ଦାମୀ କାହିଁକି ହୋଇଥାଏ? ହସପିଟାଲରେ ଯୁକ୍ତ ଚିହ୍ନ କାହିଁକି ରହିଥାଏ ? ଏଭଳି କଠିନ ପ୍ରଶ୍ନ ର ଉତ୍ତର ଏବେ ଜାଣିରଖନ୍ତୁ

1 min read

ପ୍ରିୟ ପାଠକଗଣ ଆଜି ଏପରି ଆମେ କିଛି ପ୍ରଶ୍ନ ଆପଣଙ୍କ ପାଇଁ ନେଇ ଅଶିଚୁ ଯାହା ଆପଣଙ୍କର ମନରେ କେବେ ନ କେବେ ନିଶ୍ଚୟ ଉଙ୍କି ମାରିଥିବ ନିଶ୍ଚୟ |ତେବେ ଏହି ପ୍ରଶ୍ନ ଗୁଡିକ ଅନ୍ୟ ପ୍ରଶ୍ନ ଠାରୁ ସମ୍ପୂର୍ଣ ଭିର୍ଣ୍ଣ ଅଟେ |ଏଗୁଡିକ ସାଧାରଣ ଜ୍ଞାନ ଭିର୍ତ୍ତିକ ଜାଣିବା କଥା ଯାହା ଆପଣଙ୍କ ଆଗାମୀ ଦିନରେ କାମ ରେ ଆସିପାରେ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର

ପ୍ରଶ୍ନ:- ବିଏମଡବଲ୍ୟୁ କାର ଏତେ ଦାମୀ କାହିଁକି ହୋଇଥାଏ?

ଉ:- ବିଏମଡବଲ୍ୟୁ କାର ଏବେ ଏକ ବ୍ରାଣ୍ଡ ହୋଇଯାଇଛି।ଏହାର ଅଲଗା ଅଲଗା ସୁବିଧା ଯୋଗୁ ଏହି ଗାଡ଼ି ଆଜି କୋଟିରେ ବିକ୍ରି ହେଉଛି।ଏହି ଗାଡ଼ି ସାଧାରଣ ଗାଡ଼ି ଠାରୁ ଭିନ୍ନ ଢ଼ଙ୍ଗରେ ତିଆରି କରାଯାଇଛି।ଏହା ବାହାରୁ ଯେତିକି ଭଲ ଦେଖାଯାଏ ଭିତରୁ ମଧ୍ୟ ସେତିକି ଭଲ ହୋଇଥାଏ।ଏହାର ଇଞ୍ଜିନ ଓ ସିକ୍ୟୁରୁଟି ବ୍ୟବସ୍ଥା ବହୁତ କଡ଼ା ହୋଇଥାଏ।

ପ୍ରଶ୍ନ:- ଫୋନରେ ହ୍ୟାଲୋ କାହିଁକି କୁହନ୍ତି?

ଉ:- ଆଜିକାଲି ଫୋନର ବ୍ୟବହାର ସମସ୍ତେ କରୁଛନ୍ତି।କୌଣସି ଲୋକ ଶିକ୍ଷିତ ହେଉ କି ଅଶିକ୍ଷିତ ସେ ଫୋନ ଉଠାଇବା ମାତ୍ରେ ହାଲୋ କହିଥାଏ। ଆମେମାନେ ମଧ୍ୟ ସେପରି ହେଲୋ କହିଥାଉ।୨୧ ନଭେମ୍ବର ଦିନ ପୁରା ଦୁନିଆରେ ହେଲୋ ଡେ ମନାଇ ଯାଇଥାଏ।ଏହାର ଅର୍ଥ ହେଉଛି କିପରି ଅଛ। ଗ୍ରହାମ ବେଲ ଯେବେ ଫୋନ ଉଦ୍ଭାବନ କଲେ ସେ ପ୍ରଥମେ ତାଙ୍କ ଗାର୍ଲଫ୍ରେଣ୍ଡ ସହିତ କଥା ହୋଇଥିଲେ ଯାହାର ନାମ ଥିଲା ମାର୍ଗରେଟ ହେଲୋ।ସେହିଦିନୁ ଆମେ ସର୍ବଦା ହେଲୋ କହିଆସୁଛୁ।

ପ୍ରଶ୍ନ:- ହସପିଟାଲରେ ଯୁକ୍ତ ଚିହ୍ନ କାହିଁକି ରହିଥାଏ?

ଉ:- ଆପଣ ହସପିଟାଲରେ ଯେଉଁ ଯୁକ୍ତ ଚିହ୍ନ ଦେଖନ୍ତି ତାର ଅର୍ଥ ଏହା ହୋଇଥାଏ ଯେ ଏଠାରେ ରୋଗର ନିବାରଣ କରାଯାଇଥାଏ।ସ୍ବାସ୍ଥ୍ୟ ସମ୍ବନ୍ଧିତ ଅନୁଷ୍ଠାନ ଗୁଡ଼ିକ ଏହାର ବ୍ୟବହାର ଏଥିପାଇଁ କରିଥାନ୍ତି ଯେ ବିପଦ ପରିସ୍ଥିତିରେ ସେମାନଙ୍କୁ ସହଜରେ ଚିହ୍ନା ଯାଇପାରିବ।ଏହି କାରଣ ପାଇଁ ଆମେମାନେ ଯୁକ୍ତ ଚିହ୍ନ ବ୍ୟବହାର କରିଥାଉ।

ପ୍ରଶ୍ନ:- ଡାକ୍ତର ମାନଙ୍କ ଅକ୍ଷର ଏତେ ଖରାପ କାଇଁକି ହୋଇଥାଏ?

ଉ:- ଡାକ୍ତର ମାନଙ୍କ ଅକ୍ଷର ଦେଖି ଲୋକମାନଙ୍କର ମୁଣ୍ଡ କିଛି କାମ କରିନଥାଏ।ଆପଣ ଯେତେ ଚେଷ୍ଟା କଲେ ବି କେବଳ ଅଳ୍ପ କିଛି ଅକ୍ଷର ହିଁ ପଢିପାରିବେ।କଣ ଆପଣ ଜାଣିଛନ୍ତି କି ଡାକ୍ତର ମାନେ ଜାଣି ଶୁଣି ନିଜ ଅକ୍ଷର ଖରାପ ଲେଖିଥାନ୍ତି।ବେଳେବେଳେ ଔଷଧ ଦୋକାନୀ ମାନେ ମଧ୍ୟ ଅକ୍ଷର ବୁଝି ନପାରି ଭୁଲ ଔଷଧ ଦେଇଦିଅନ୍ତି।ଏହାର ଉତ୍ତର ହେଉଛି ଡାକ୍ତର ମାନେ ବହୁତ ପରିଶ୍ରମ କରିଥାନ୍ତି ପରୀକ୍ଷା ପାଇଁ।ସେମାନେ ବହୁତ କମ ସମୟରେ ବହୁତ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି।ଏହି କାରଣରୁ ସେମାନେ ଜଲଦି ଜଲଦି ଲେଖିଥାନ୍ତି।ଏଥିପାଇଁ ସେମାନଙ୍କ ଅକ୍ଷର ସାଧାରଣ ବ୍ୟକ୍ତିମାନେ ପଢ଼ିପାରନ୍ତି ନାହିଁ।

ପ୍ରଶ୍ନ:- ଆମେ ବାରମ୍ବାର ପେନ କଣ ପାଇଁ ହଜାଇଦେଉ?

ଉ:- ଆପଣ ସର୍ବଦା ୧୦ ବା ୫ ଟଙ୍କାର ପେନ କିଣନ୍ତି।କିନ୍ତୁ ଯଦି ଆପଣ କେବେ ୧୦୦ ବା ୨୦୦ ଟଙ୍କାର ପେନ କିଣିବେ ତ ମୁଁ ଗ୍ୟାରେଣ୍ଟି ଦେଇ କହୁଚି କି ଆପଣ ପେନ କେବେ ବି ହଜାଇବେ ନାହିଁ।ଯେବେ କୌଣସି ବ୍ୟକ୍ତି କମ ଟଙ୍କାର ଜିନିଷ କିଣିଥାଏ ତ ସେ ଏହାକୁ ଏତେ ଧ୍ୟାନ ଦେଇନଥାଏ।କିନ୍ତୁ ଯେବେ ସେ ଏକ ଅଧିକ ଟଙ୍କାର ଜିନିଷ କିଣିଥାଏ ତ ତାକୁ ଅଧିକ ମହତ୍ତ୍ଵ ଦେଇଥାଏ।

Leave a Reply

Your email address will not be published. Required fields are marked *