June 19, 2024

Odia Express

News For Public

ମଜାଦାର ଜୋକ୍ସ – ରାତି ଅଧାରେ ସାନ୍ତା ମହଲା ଚାରିପଟେ ବୁଲୁଥିଲା ଧାରା ପଡିଲା – ମହାରାଜ – ତୋ ନା କଣ ? ସାନ୍ତା ଡ଼ରିକି  – ମହାରାଜା ମୋ ନା ସାନ୍ତା – ମହାରାଜ – ଏଠି କଣ କରୁଥିଲୁ ତାପରେ ଯାହା ଉତ୍ତର ଦେଲା ଶୁଣିକି ରାଜା ବେହୋସ..

1 min read

ହସିବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ଆମେ ହସିବାର କୌଣସି ମଉକା ଛାଡିବା କଥା ନୁହେଁ ,ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ବି ମଜବୁତ୍ ରହିଥାଏ, ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ,ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସାନ୍ତା ନିଜ ସାଙ୍ଗକୁ ବୁଝାଉଥିଲା , ଯିଏ ଅମୃତ ପିଅନ୍ତି,ତାଙ୍କୁ ଦେବ କହନ୍ତି, ଯିଏ ବିଷ ପିଅନ୍ତି, ତାଙ୍କୁ ମହାଦେବ କହନ୍ତି , ଓ ଯିଏ ରାଗ ପିଅନ୍ତି, ତାଙ୍କୁ ପତିଦେବ କହନ୍ତି ।

୨) ଗାଁର ଝିଅ ପ୍ରଥମଥର ଫୋନ୍ ନେଇକରି ଆସିଲା ଓ ଦୋକାନରେ ରିଚାର୍ଜ କରାଇଲା ଝିଅ- ୧୦ ଟଙ୍କାର ରିଚାର୍ଜ କରାଇଦିଅ ଭାଇ, ଦୋକାନୀ- ୧୦ ଟଙ୍କାରେ କେବଳ ୭ ଟଙ୍କା ଆସିବ , ଝିଅ- କିଛି କଥା ନୁହେଁ ୩ ଟଙ୍କାର ଚିପ୍ସ ଦେଇଦିଅ

୩) ଝିଅ- ଶୋଇଗଲା ମୋର ସୋନା, ପୁଅ- ହଁ, ଝିଅ- ବଦମାସ୍- ତେବେ ରିପ୍ଲାଇ କେମିତି କରିଦେଲା ସୋନା ? ବହୁରାଣୀ ମୁଁ ସୋନାର ବାପା କହୁଛି, ପରୀକ୍ଷା ଅଛି କାଲି ସୋନାର, ଯଦି ସେ ଫେଲ୍ ହୋଇଗଲା ତେବେ ସୋନାକୁ ଏମିତି ପିଟିବି ସେ ଶୋଇବାର ଲାୟକ ହୋଇପାରିବ ନାହିଁ ।

୪) ଅଧିକାଂଶ ମହିଳାମାନେ ତିନିଥରରେ ସପିଙ୍ଗ୍ କୁ ଯାଇଥାନ୍ତି , ପ୍ରଥମଥର ଦେଖିବାକୁ ଯିବେ , ଦ୍ୱିତୀୟଥର ନେବାକୁ ଯିବେ , ଓ ତୃତୀୟଥର ବଦଳାଇବାକୁ ଯିବେ , କିନ୍ତୁ ଗୋଟେ କଥା ଅଛି, ଗୁପ୍ ଚୁପ୍ ତିନିଥର ଖାଇବେ ।

୫) ବିବାହର ପାର୍ଟିରେ ସରଦାର୍ ଜି ଖାଇବା ପ୍ଲେଟ୍ ଟିଶୁ ପେପର୍ ଦେଖିକରି ଭାବିଲେ , କି ଖାଇବା ଜିନିଷ ଅଟେ ଯେପରି ସେ ଖାଇବାକୁ ଲାଗିଲେ , ତେବେ ସବୁ ସର୍ଦାର୍ ଭାଇ ଏକାସାଙ୍ଗେ ଚିଲ୍ଲାଇଲେ ଆରେ ଖାଆନି ଫିକା ଲାଗୁଛି ।

୬) ଗୋଟେ କଏଦୀ ଆଉ ଏକ କଏଦୀକୁ –ତୁମେ କେମିତି ଆଉ କଣ ପାଇଁ ଆସିଲ ? ଦ୍ୱିତୀୟ କଏଦୀ- ସରକାରଙ୍କ ସହ ମୋର ଜିଦ୍ ଚାଲୁଥିଲା, ପ୍ରଥମ କଏଦୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା କଣ ମତଲବ , ଦ୍ୱିତୀୟ କଏଦୀ ଆରାମରେ କହିଲା- ମୁଁ ସରକାରଙ୍କ ପରି ନୋଟ୍ ବନାଉଥିଲି ।

୭) ଜଣେ ମହିଳା ବହୁତ ଦିନରୁ ରୋଗାଗ୍ରସ୍ତ ଥିଲେ,  ମହିଳା- ଡାକ୍ତର ସାହେବ ମେଡିସିନ୍ କେତେ ଦିନ ଯାଏଁ ଚାଲିବ ? ଡାକ୍ତର- ପ୍ରଥମେ ଏହା କୁହନ୍ତୁ, ଏବେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି ? ମହିଳା- ପୁର୍ବ ଅପେକ୍ଷା ଭଲ ଅଛି, ଆଜି ସକାଳୁ ଟିକିଏ ଲଢେଇବି କରିଥିଲି ମୁଁ ।

୮) ଯେଉଁ ପରି ମ୍ୟାଗିର ଯାଞ୍ଚ ହେଲା, ସେହି ପରି ଫେୟାର୍ ଆଣ୍ତ ଲଭଲିର ବି ଯାଞ୍ଚ ହେବା ଉଚିତ୍ ,ଶଳା ୬ ସପ୍ତାହ ଗଣୁ ଗଣୁ କଲେଜ ଜମାନାର ସହ ଝିଅଙ୍କର ବାଳ ଛୁଆବାଲି ହୋଇଗଲେ, କିନ୍ତୁ ଶଳା ନିଖାର୍ ଆସିଲାନାହିଁ ।

୯) ଲକ୍ ଡାଉନ୍ ରେ ୱାର୍କ ଫର୍ମ ବସ୍- ମୁଁ ତୁମକୁ ଫୋନ୍ କରିଥିଲି, ତ ତୁମର ସ୍ତ୍ରୀ କହିଲେ କି ତୁମେ ଖାଉଛ , ତୁମେ କଲ୍ ବ୍ୟାକ୍ କଲ ନାହିଁ କାହିଁକି, ପପୁ-ସାର୍ ମୁଁ କରିଥିଲି, ଆପଣଙ୍କ ସ୍ତ୍ରୀ କହିଲେ କି ଆପଣ ବାସନ ମାଜୁଛନ୍ତି ।

୧୦) ପପୁ ନିଜ ସାଙ୍ଗ୍ ଗପୁ କୁ ପଚାରିଲା- ସାଙ୍ଗ ମୋର ଡିପି ବହୁତ ପୁରୁଣା ହୋଇଯାଇଛି, ବଦଳାଇଦେବି କି? ପପୁ ସିଧା ସିଧା ସ୍ତ୍ରୀକୁ ପଚାରିଲା- ଏଇ ଡିପି କଣ ହୋଇଥାଏ ? ଗପୁ କହିଲା- ଡିପି ମାନେ ଧର୍ମ ପତ୍ନୀ, କହିକରି ଗପୁ ସେଠାରୁ ଦୌଡିପଳାଇଲା, ଏବେ ପପୁ ମେଡିକାଲ୍ ରେ ଅଛି ।

`୧୧ – ରାତି ଅଧାରେ ସାନ୍ତା ମହଲା ଚାରିପଟେ ବୁଲୁଥିଲା ଧାରା ପଡିଲା – ମହାରାଜ – ତୋ ନା କଣ ? ସାନ୍ତା ଡ଼ରିକି  – ମହାରାଜା ମୋ ନା ସାନ୍ତା – ମହାରାଜ – ଏଠି କଣ କରୁଥିଲୁ ସାନ୍ତା – କିଛି ନାହିଁ ମହାରାଜା – ରାଜା – ସୈନିକ ୟାକୁ ବନ୍ଦୀ କରି ଦିଅ ,ସାନ୍ତା -ନାହିଁ ଆଜ୍ଞା ଥାଉ ଥାଉ ଦୟାକରି ମୁଁ ବନ୍ଦା (ପୁଅ ) ଠିକ ଅଛି ଏହା ଶୁଣି ରାଜା ବେହୋସ

Leave a Reply

Your email address will not be published. Required fields are marked *