June 21, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ : ଅଧା ରାତିରେ ଘରେ ଚୋର ବେଡରୁମ୍ ରେ ପଶି ସ୍ୱାମୀକୁ ରସିରେ ବାନ୍ଧିଦେଲା, ତାପରେ ସ୍ତ୍ରୀ ଜୋର୍ ରେ ଚିଲ୍ଲାଇକରି ଯାହା କହିଲା ଆପଣ ଜାଣିଲେ ହସି ହସି ବେଦମ୍ ହୋଇଯିବେ

1 min read

ହସିବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ଆମେ ହସିବାର କୌଣସି ମଉକା ଛାଡିବା କଥା ନୁହେଁ  । ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ବି ମଜବୁତ୍ ରହିଥାଏ, ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ,ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷୟତ୍ରୀ- ମୁଁ ଆଜି ତୋତେ ଗୋଟେ ପ୍ରଶ୍ନ ପଚାରିବି ପପୁ-ହଁ ମ୍ୟାଡାମ୍ ପଚାରନ୍ତୁ । ଶିକ୍ଷୟତ୍ରୀ- ତୁମକୁ ଦେଖାହୋଇ ମୁଁ ଖୁସି ହେଲି ଏହା କିଏ କହିଥିଲେ ? ପପୁ- ଆଜ୍ଞା ଖୁସିର ବାପା ଖୁସିର ମାକୁ କହିଥିଲେ , ଶିକ୍ଷୟତ୍ରୀ –ବେହୋସ୍

୨) ସାନ୍ତା- ରାତିରେ ଗାର୍ଲଫ୍ରେଣ୍ତକୁ ଦେଖା କରିବାକୁ ଗଲା , ସପନା-କିଏ ? ସାନ୍ତା- ମୁଁ ସପନା- ମୁଁ କିଏ ? ସାନ୍ତା-ଆରେ ତୁ ସପନା ନା ଆଉ କିଏ ?

୩) ସ୍ୱାମି ଅଫିସରେ ବସି ବସି ଫେସବୁକ୍ ରେ ପୋଷ୍ଟ କଲା, ସ୍ୱାମୀ- ପଞ୍ଛି ବନୁ ଉଡତା ଫିରୁଁ ମସ୍ତ ଗଗନ୍ ମେଁ , ତେବେ ସ୍ତ୍ରୀର୍ ମଜାଦାର୍ କମେଣ୍ଟ ଆସିଲା, ଧରତୀ ଛୁତେ ହିଁ ସବଜୀ ଲେ ଆନା ଅପନେ ଭବନ ମେଁ , ବରନା ଏକ୍ ଭି ବାଲ୍ ନେହିଁ ବଚେଙ୍ଗେ ତୁମ୍ଭାରେ ଚମନ ମେଁ ।

୪) ଝିଅ- ଏତେ ନିଷ୍ଠୁର ହୁଅ ନାହିଁ ଏତେ ପ୍ରେମ କରୁଥିବା ଲୋକ ତୁମକୁ ପୁରା ଦୁନିଆଁରେ କେଉଁଠି ବି ମିଳିବ ନାହିଁ ।

ପୁଅ- କଣ ତୁମେ ମୋତେ ଏତେ ଭଲ ପାଉଛ ? ଝିଅ- ହଁ ଦେଖିନିଅ, ମୁଁ ତୁମପାଇଁ କିଛି ବି କରିପାରିବି, ପୁଅ- ସତ, ଝିଅ- ହଁ, ପୁଅ- ଚାଲ୍ ଏବେ ୪୮ର ପଣିକିଆ କହିକି ଶୁଣା ଫଟାଫଟ୍

୫) ବାନ୍ତା- ତୋର ସ୍ତ୍ରୀ ମୋର କବଜାରେ ଅଛି, ପ୍ରମାଣ ହିସାବରେ ଗୋଟେ ଆଙ୍ଗୁଠି ପଠାଉଛି, ସାନ୍ତା- ମୋତେ ତୁମ ଉପରେ ବିଶ୍ୱାସ ନାହିଁ ଗଳା କାଟିକି ପଠା ।

୬) ଏକ ମହାନ୍ ବ୍ୟକ୍ତିର Quote ମୁଁ ଚଢେଇ ପାଳିଲି ଉଡିଗଲା, ମୁଁ ଶୁଆ ପାଳିଲି ପଳେଇଲା , ମୁଁ ଗଛ ଲଗାଇଲି, ଚଢେଇ ଓ ଶୁଆ ଦୁହେଁ ଆସିଗଲେ , ମୁଁ ଚିପ୍ସ ଆଣିଲି, ସାଙ୍ଗମାନେ ଆସିଲେ ଖାଈକି ଚାଲିଗଲେ, ମୁଁ ବାଦାମ ଆଣିଲି, ସାଙ୍ଗମାନେ ଖାଇଲେ ଚାଲିଗଲେ,  ମୁଁ ମଦ ପିଇଲି, ସାଙ୍ଗମାନେ ଚିପ୍ସ ଓ ବାଦାମ ନେଇକରି ଫେରିଆସିଲେ ।

୭) ଶିକ୍ଷକ- ତୁମେ କାଲି ସ୍କୁଲକୁ କଣପାଇଁ ଆସିନଥିଲ ? ପୁଅ- ସାର୍ କଥା କଣ କି , କାଲି ମୋର ଘରେ ପୁଜା ଥିଲା,  ଶିକ୍ଷକ- ପରଦିନ କଣ ପାଇଁ ଆସିଲ ନାହିଁ ? ପୁଅ- ସାର୍ ପରଦିନ ମୋର ଘରକୁ ପ୍ରିୟା ଆସିଥିଲା , ଶିକ୍ଷକ-ବେହୋସ୍

୮) ସ୍ତ୍ରୀ- ମୁଁ କିଛି ବର୍ଷରୁ ସାବିତ୍ରି ବ୍ରତ ରଖିନି, ତା ସତ୍ତ୍ୱେ ବି ତୁମେ ଏତେ ସୁସ୍ଥ୍ୟ ଅଛ, ସ୍ୱାମୀ-ଏଥିରେ କଣ ମୁଁ ନିଜ ସ୍ୱାସ୍ଥ୍ୟକୁ ଦାୟିତ୍ୱ ନିଏ , ଓ ନିୟମରେ ଚାଲେ , ସ୍ତ୍ରୀ- ସିଧା ସିଧା କୁହ କିଏ ସେଇ ରାକ୍ଷାଶୂଣି ଯିଏ ତୁମ ପାଇଁ ସାବିତ୍ରୀ ବ୍ରତ ରଖୁଛି ।

୯) ସାନ୍ତା –ଅଟୋରେ ଯାଉଥିଲା ଅଟୋବାଲା- ୪୦ ଟଙ୍କା ହେଲା ସାହେବ, ସାନ୍ତା- ତାକୁ ୨୦ ଟଙ୍କା ଦେଲା< ଅଟୋବାଲା- ଏଇଟା ତ ଅଧା ହେଲା ସାହେବ୍, ସାନ୍ତା –ହଁ ତୁ ତ ବସିକି ଆସିଲୁ ନା ଅଧା ତୁ ବି ଦେ ।

୧୦) ଅଧା ରାତିରେ ଘରେ ଚୋର ବେଡରୁମ୍ ରେ ପଶିକରି ସ୍ୱାମିକୁ ରସିରେ ବାନ୍ଧିଦେଲେ, ଓ ଛୁରୀ ଦେଖାଇକରି ସବୁ ଗହଣା ବାହାର କରିବାକୁ କହିଲେ, ସ୍ତ୍ରି କହିଲା-ତୁମକୁ ଯାହା ଦରକାର ନେଇଯାଅ, କିନ୍ତୁ ତାଙ୍କୁ ଜଲଦି ଛାଡିଦିଅ, କାରାଣ ସେ ମୋର ପଡୋଶୀର ମିଷ୍ଟର ଅଟନ୍ତି, ମୋ ସ୍ୱାମୀ ଆସିବେ ଏବେ ।

Leave a Reply

Your email address will not be published. Required fields are marked *