June 20, 2024

Odia Express

Here, There and Everywhere

ଭୁଲରେ କରନ୍ତୁ ନାହିଁ ସ୍ୱପ୍ନକୁ କାହା ସହ ସେୟାର୍, ନହେଲେ ହୋଇପାରେ ଅସୁବିଧା – ଏ ବିଷୟରେ ଏବେ ଜାଣିରଖନ୍ତୁ

ସ୍ୱପ୍ନ ଆମର ରାତିର ନିଦରେ ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ହୋଇଥାଏ ,ଦୁନିଆଁରେ ପ୍ରାୟ ସବୁ ଲୋକଙ୍କୁ ଶୋଇବା ସମୟରେ ଅଲଗା ଅଲଗା ପ୍ରକାରର୍ ସ୍ୱପ୍ନ ଦେଖାଯାଏ ,ଯେଉଁଥିରେ କିଛି ଭଲ ଥାଏ ଯାହାକୁ ଆମେ ଅନ୍ୟଙ୍କ ସହ ସେୟାର୍ କରିଥାଉ, ଯେବେ କି କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହା କାହାକୁ ସେୟାର୍ କରିବା ଉଚିତ୍ ନୁହେଁ , ମାନେ ବ୍ୟକ୍ତିକୁ ନିଦ ହେବା ସମୟରେ କିଛି ଏମିତି ସ୍ୱପ୍ନ ଦେଖାଯାଇଥାଏ, ଯାହାକି ଅନ୍ୟଙ୍କୁ କହିବା ଉଚିତ୍ ନୁହେଁ , କାରଣ ଏହାର କୁ ପ୍ରଭାବ ପଡିପାରେ

ସ୍ୱପ୍ନରେ ଯଦି ଦେଖାଯାଆନ୍ତି ଭଗବାନ – ସ୍ୱପ୍ନରେ ଯଦି ଆପଣଙ୍କୁ ଆଶିର୍ବାଦ ଦେଉଥିବା ଭଗବାନଙ୍କ ଦର୍ଶନ ହୋଇଥାଏ , ତେବେ ଏହାର ମତଲବ ହୋଇଥାଏ କି ଆପଣଙ୍କ ଆତ୍ମା ଏହି ସଂସାରରେ ବାକି ଲୋକଙ୍କୁ ଅଧିକା ପବିତ୍ର ଓ ଶୁଦ୍ଧ ଅଟେ । ଏହା ସହ ଏହି ପ୍ରକାରର ସ୍ୱପ୍ନ ସ୍ପଷ୍ଟ ହୋଇଥାଏ , ଭଗବାନ ଆପଣଙ୍କ ଆତ୍ମାରେ ସବୁବେଳେ ନିବାସ କରନ୍ତି, ତେବେ ଯଦି ଆପଣଙ୍କୁ ଏହି ପ୍ରକାରର ସ୍ୱପ୍ନ ଆସିଥାଏ ତେବେ ତାଙ୍କୁ ଭୁଲରେ ବି କାହା ସହ ସେୟାର୍ କରନ୍ତୁ ନାହିଁ , ଯଦି ଏହି ପରି ସ୍ୱପ୍ନ ଆପଣଙ୍କ କାହା ସହ ସେୟାର୍ କରନ୍ତି ତେବେ ଆପଣଙ୍କୁ କ୍ଷତି ହୋଇପାରେ ।

ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନଙ୍କ ଦର୍ଶନ୍ ବାରମ୍ବାର ହେଉଛି ତେବେ ଆପଣ ନିଜର ଏହି ପରି ସ୍ୱପ୍ନକୁ କେବେ କାହା ସହ ସେୟାର୍ କରନ୍ତୁ ନାହିଁ , ଏମିତିରେ ସ୍ୱପ୍ନ ଆପଣଙ୍କୁ ଏହା ସଙ୍କେତ ଦେଇଥାଏ କି ଆପଣଙ୍କୁ ଜଲଦି କିଛି ଖୁସିଖବର ମିଳିବାର ଅଛି, ଏମିତିରେ ଯଦି ଆପଣ ଏହି ପ୍ରକାରର ସ୍ୱପ୍ନ କାହାକୁ ସେୟାର୍ କରନ୍ତି ତେବେ ଆପଣଙ୍କୁ ଏହି ସ୍ୱପ୍ନରେ ମିଳୁଥିବା ଫଳ ବେକାର୍ ହୋଇପାରେ , ଓ ଆପଣଙ୍କ ହେଉଥିବା କାମ ବିଗିଡିପାରେ, ଏଥିପାଇଁ ଏହି ପ୍ରକାରର ସ୍ୱପ୍ନ ନିଜ ମଧ୍ୟରେ ସୀମିତ ରଖନ୍ତୁ, ଓ କାହାକୁ କୁହନ୍ତୁ ନାହିଁ ।

ସ୍ୱପ୍ନରେ ଯଦି ଆପଣଙ୍କ ମା ବାପା ଆପଣଙ୍କୁ ପାଣି ପିଆଉଥିବା ଦେଖାଯାଏ ତେବେ ଏହା ବହୁତ ଶୁଭ ମାନାଯାଏ , ଏମିତିରେ ସ୍ୱପ୍ନର ମତଲବ ହୋଇଥାଏ , ଆପଣଙ୍କ ଭବିଷ୍ୟରେ ବହୁତ ଉନ୍ନତି ହେବାର ଅଛି ଓ ଆପଣଙ୍କ ଦୁନିଆଁରେ ଏକ ଅଲଗା ପରିଚୟ ହେବାର ଅଛି, ଏଥିପାଇଁ ଏହି ପ୍ରକାରର ସ୍ୱପ୍ନ ଆପଣ କାହା ସହ ସେୟାର୍ କରନ୍ତୁ ନାହିଁ , ଯଦି ଆପଣ ଏହି ସ୍ୱପ୍ନକୁ କାହା ସହ ସେୟାର୍ କରନ୍ତି, ତେବେ ଆପଣଙ୍କ କ୍ଷତି ହୋଇପାରେ । ସବୁ ସ୍ୱପ୍ନରେ ଅଲଗା ଅଲଗା ମତଲବ ହୋଇଥାଏ,  ଓ ସ୍ୱପ୍ନ ଆମର ଜୀବନରେ ବହୁତ ମହତ୍ତ୍ୱ ହୋଇଥାଏ, ସ୍ୱପ୍ନ ଶାସ୍ତ୍ରର ଅନୁସାରେ ବ୍ୟକ୍ତି ଯିଏ କିଛି ବି ସ୍ୱପ୍ନରେ ଦେଖାଯାଏ , ତାହାର ପ୍ରଭାବ ତାର ଅସଲ ଜୀବନରେ ନିଶ୍ଚିତ ପଡିଥାଏ

ଯଦି ସ୍ୱପ୍ନରେ ନିଜକୁ ନଦୀରେ ଭାସୁଥିବାର ଦେଖିବେ ତେବେ ଏହା ସ୍ୱପ୍ନ ଭଲ ହୋଇଥାଏ,  ନଦୀ ପାର୍ କରିବା ଏହା ସଙ୍କେତ ଦେଇଥାଏ କି ଆପଣଙ୍କ ଜୀବନ ଚୁନୋତିଗୁଡିକ ପାର୍ କରିବାକୁ ଯାଉଛନ୍ତି, ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଦେଖାଦିଏ ତେବେ କାହା ସହ ସେୟାର୍ କରନ୍ତୁ ନାହିଁ । ଯଦି ଆପଣଙ୍କୁ ସ୍ୱପ୍ନରେ ସାପ ଦେଖାଯାଏ ତେବେ ଡରନ୍ତୁ ନାହିଁ , କାରଣ ସ୍ୱପ୍ନରେ ସାପ ଦେଖାଯିବା ଶୁଭ ମାନାଯାଏ , ବହୁତଥର ଆମେ ସ୍ୱପ୍ନରେ ଅଚାନକ ସାପ ଦେଖିକରି ଡରିଯାଆନ୍ତି, ଓ ଆମର୍ ନିଦ ଖୋଲିଯାଏ, କିନ୍ତୁ ଏମିତି ସ୍ୱପ୍ନ ଲାଭକାରି ହୋଇଥାଏ, ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଅଟେ କି ଭବିଷ୍ୟରେ ମାନ ସମ୍ମାନ ମିଳିବାର ଅଛି କିନ୍ତୁ ଏହାର ଲାଭ ତେବେ ମିଳିବ ଯେବେ ଆପଣ କାହାକୁ ଏହି ସ୍ୱପ୍ନ ବିଷୟରେ କେଉଁ ବନ୍ଧୁଙ୍କୁ ଲୁଚାଇକରି ରଖିବେ ।

ଯଦି ଆପଣ ସ୍ୱପ୍ନରେ କେଉଁ ସାପକୁ ମାରୁଥିବାର ଦେଖିବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ,ଏହା ସ୍ୱପ୍ନର ଅର୍ଥ ଏହା କି ଭବିଷ୍ୟରେ ଆପଣ କେଉଁ ଶତ୍ରୁଙ୍କ ଠାରୁ ବିଜୟପ୍ରାପ୍ତ କରିବାକୁ ଯାଉଛନ୍ତି, ଏତିକି ନୁହେଁ ସ୍ୱପ୍ନ ଅନୁସାରେ ଆପଣ କେଉଁ ବଡ ଲଢେଇ ରେ ବିଜୟ ପ୍ରାପ୍ତ କରିପାରିବେ, କିମ୍ବା କେଉଁ ପ୍ରକାରର ଧନ ଲାଭ ହେବାର ଯୋଗ ରହୁଛି, ଏହି ଧନ ଆପଣଙ୍କୁ ନିଜ କେଉଁ ଶତ୍ରୁଙ୍କ ଯୋଗୁଁ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *