September 27, 2023

Odia Express

News For Public

ପାରାଲିସିସ୍ ର ଆଟାକ୍ ଆସିଲେ କରନ୍ତୁ ଏହି ଉପାୟ, ପାରାଲିସିସ୍ ରୁ ବଞ୍ଚିଯିବ ଆପଣଙ୍କ ଜୀବନ…

1 min read

କେଉଁ ବି ଅଙ୍ଗର ମାଂସପେଶୀର ପୁର୍ଣ୍ଣ ରୁପରେ କାର୍ଯ୍ୟ ନ କରିପାରିବା ପାରାଲିସସ୍ ମାରିବା ବା ପକ୍ଷାଘାତ କହନ୍ତି, ଏହି ରୋଗକୁ ଠିକ୍ କରାଯାଇପାରିବ, ପାରାଲିସିସ୍ ଆଟାକ୍ କେବେ ବି ହୋଇପାରେ ଯେବେ ସେହି ଅଙ୍ଗର ସଂବେଦନା ଦୁର୍ବଳ ହୋଇଯିବ ତେବେ ପାରାଲିସିସ୍ ସଠିକ୍ ସମୟରେ ଚିକିତ୍ସା ନ ହୋଇପାରିବା କାରଣରୁ ରୋଗୀ ବିକଳାଙ୍ଗର ଜୀବନ ଜୀବନସାରା ଭୋଗିବାକୁ ବାଧ୍ୟ ହୋଇଯାଏ । ଏଥିପାଇଁ ସମୟ ଥିବା ବେଳେ ପାରାଲିସିସ୍ ମାରିବା କିମ୍ବା ପକ୍ଷାଘାତର ଉପଚାର କରିବା ଜରୁରୀ ହୋଇଥାଏ ।

ପାରାଲିସିସ୍ ଏକ ପ୍ରକାରର ଗଂମ୍ଭୀର ରୋଗ ଅଟେ, ଯାହା ରୋଗୀର କେଉଁ ଅଙ୍ଗକୁ ସଂପୁର୍ଣ୍ଣ ଅଚଳ କରିଦିଏ, ଯାହାକି ୫୦ ରୁ ଅଧିକା ବୟସର ଲୋକଙ୍କୁ ହୋଇଥାଏ, ଏମିତି ନୁହେଁ କି ଏହା କେବଳ ୫୦ ବର୍ଷ ବୟସରୁ ହିଁ ହୋଇଥାଏ, ଯଦି କିଛି ସାବଧନତା ନ ରଖିବେ ତେବେ ଏହି ପକ୍ଷାଘାତ କେଉଁ ବି ବୟସରେ ହୋଇପାରେ , ଜୀବନରେ ଯେତେ ଧନ, ମାନ ପ୍ରତିଷ୍ଠା ଥାଉ ନା କାହିଁକି ଯଦି ଶରୀରରେ ରୋଗ ଅଛି ତେବେ ସବୁ କିଛି ବେକାର୍ ଅଟେ, ଏହି ରୋଗ ଜୀବନସାରା ବ୍ୟକ୍ତିକୁ ଅଚଳ କରିଦିଏ ।

ପାରାଲିସିସ୍ ହେବାର ୩ ଟି ପ୍ରମୁଖ କାରଣ- ୧) କେଉଁ ଅଙ୍ଗ ଦବିଯିବା- ଶରୀରର କେଉଁ ଅଙ୍ଗ ଲଗାତାର ଅଧିକା ସମୟରୁ ଦବି ରହିବା ଦ୍ୱାରା ପକ୍ଷାପାତ ହୋଇପାରେ , କେଉଁ ଅଙ୍ଗର ଲଗାତାର ଦବିବା ଦ୍ୱାରା ସେହି ଭାଗର ରକ୍ତ ପ୍ରବାହ ହୋଇପାରେ ନାହିଁ ଯାହାର କାରଣରୁ ଆମର ଦିମାଗ ସେହି ଭାଗରେ ରକ୍ତସଂଚାଳନ ଅଟକାଇଥାଏ, ରକ୍ତସଂଚାଳନ ଅଟକିବା ପରେ ସେହି ଭାଗରେ ତାନ୍ତ୍ରିକା ତନ୍ତ୍ର ବି ଶୁନ୍ ହୋଈଯାଏ , ଓ ଆମକୁ ପକ୍ଷାଘାତା ଜାଗାରେ ଶୁନ୍ ହେବା କାରଣରୁ ଏକଦମ୍ ଭାରିପଣ ହେବାକୁ ଲାଗେ ।

୨) ଅମ୍ଳିୟ ପଦାର୍ଥର ସେବନ- ଅମ୍ଲିୟ ପଦାର୍ଥର ସେବନରୁ ରକ୍ତରେ ଅମ୍ଳର ମାତ୍ରା ବଢିଯାଏ , ଯାହାର ଅଶୁଦ୍ଧି ଧମନିରେ ଅଟକିଯାଏ , ଓ ସେଥିରୁ ରକ୍ତପ୍ରବାହ ବାଧିତ ହୋଇଯାଏ , ଓ ପକ୍ଷାଘାତ ହୋଇଥାଏ ।

୩) ଅଧିକା ଚିନ୍ତାଗ୍ରସ୍ତ ରହିଲେ- କେବେ କେବେ ଅଧିକା ଚିନ୍ତାରେ ରହିଲେ ମସ୍ତିଷ୍କରେ ରକ୍ତ ଜମାଟ କରିଦିଏ, ଯାହାର କାରଣରୁ ପାରାଲିସିସ୍ ହେବାର ସଂମ୍ଭାବନା ବଢିଯାଏ , ଏଥିପାଇଁ ଅଧିକା ଚିନ୍ତା କରନ୍ତୁ ନାହିଁ ।

ଯଦି ପାରାଲିସିସ୍ ଆଟାକ୍ ହୋଇଛି ତେବେ ତୁରନ୍ତ ରୋଗୀକୁ ଏକ ଚାମଚ ମହୁରେ ୨ ଟି ରସୁଣ ମିଶାଇକରି ଖୁଆନ୍ତୁ, ଏହାଦ୍ୱାରା ପାରାଲିସିସ୍ ରୁ ମୁକ୍ତି ଦେଇଥାଏ । କଲୋଜି ତେଲରୁ ପାରାଲିସିଲିସ୍ ସ୍ଥାନରେ ମାଲିସ୍ କରନ୍ତୁ ।

୪) ପାରାଲିସିସ୍ ହେଲେ ରୋଗୀକୁ ତୁରନ୍ତ ୨ ଟି ରସୁଣ ମହୁ ସହ ମିଶାଇ ଖୁଆନ୍ତୁ, ଏଥିରେ ପାରାଲିସିସ୍ ରୁ ମୁକ୍ତି ମିଳିବ ।

ପାରାଲିସିସ୍ ବ୍ୟକ୍ତିକୁ ଚଣାର ଅଟା ଓ ଶୁଦ୍ଧ ଦେଶୀ ଘିଅ ପ୍ରୟୋଗ ବହୁତ ମାତ୍ରାରେ କରିବାର ଅଛି ମହୁର ପ୍ରୟୋଗ ବି ଅଧିକାରୁ ଅଧିକା ରହିଲେ ଭଲ, ଲାଲ ଲଙ୍କାଗୁଣ୍ତ, ଗୁଡ ଚିନି, ଆଚାର, ଦହି, କିଛି ବି ଡାଲି ଜାତିୟ ବର୍ଜିତ ଅଛି, ଫଳରେ ପିଜୁଳି ଓ ଅମୃତଭଣ୍ତା ନେବାକୁ ହେବ, ଅନ୍ୟ ସବୁ ଫଳ ବର୍ଜିତ ହୋଇଛି, ଆରମ୍ଭର କିଛି ଦିନରୁ ମାଲିସ୍ ରୁ ଦୁରେଇ ରୁହନ୍ତୁ, ତେବେ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ ନାହିଁ ଯେବେ ପର୍ଯ୍ୟନ୍ତ ପିଡିତ ୬୦ ପ୍ରତିଶତ ସୁସ୍ଥ୍ୟ ନ ହୋଇଛି ।

ଏହି ମେଡିସିନ୍ ପୀଡିତ ବ୍ୟକ୍ତି ପାଇଁ ଜୀବନଦାନ ଅଟେ, ଯାହା ଆଜି ସ୍ୱାସ୍ଥ୍ୟ ଜୀବନ ବଞ୍ଚୁଛନ୍ତି,

Leave a Reply

Your email address will not be published. Required fields are marked *